Base Word
ἐξηγέομαι
Short Definitionto consider out (aloud), i.e., rehearse, unfold
Long Definitionto lead out, be leader, go before
Derivationfrom G1537 and G2233
Same asG1537
International Phonetic Alphabetɛk͡s.eˈɣɛ.o.mɛ
IPA mode̞k͡s.e̞ˈɣe̞.ow.me
Syllableexēgeomai
Dictioneks-ay-GEH-oh-meh
Diction Modayks-ay-GAY-oh-may
Usagedeclare, tell

ଲୂକଲିଖିତ ସୁସମାଚାର 24:35
ତା'ପରେ ଏହି ଦୁଇଜଣ ଲୋକ ରାସ୍ତା ରେ ଯାହାସବୁ ଘଟିଥିଲା, ସେ ସମସ୍ତ ସମାନଙ୍କେ ଆଗ ରେ ବର୍ଣ୍ଣନା କଲେ। ସମାନେେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସମାନେେ କିପରି ଯୀଶୁଙ୍କୁ ଚିହ୍ନିପାରିଲେ।

ଯୋହନଲିଖିତ ସୁସମାଚାର 1:18
ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:8
ସେ ସମାନଙ୍କେୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:12
ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:14
ପରମେଶ୍ବର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ ରମେ ଦଖାଇେଲେ ଓ ସମାନଙ୍କେୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମାନେ ବର୍ଣ୍ଣନା କରିଅଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:19
ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்