ମାଥିଉଲିଖିତ ସୁସମାଚାର 18:20
ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।
ମାଥିଉଲିଖିତ ସୁସମାଚାର 20:15
ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'
ମାଥିଉଲିଖିତ ସୁସମାଚାର 20:23
ଯୀଶୁ ସମାନଙ୍କେୁ କହିଲେ, ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭମାନେେ ମଧ୍ଯ ପ୍ରକୃତ ରେ ସହେିଭଳି ଯାତନା ଭୋଗ କରିବ। କିନ୍ତୁ ମାରେଡ଼ାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। କାରଣ, କିଏ କେଉଁଠା ରେ ବସିବେ, ତାହା ମାରେ ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସମାନଙ୍କେ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସମାନେେ ସହେି ସ୍ଥାନ ରେ ବସିବେ।
ମାଥିଉଲିଖିତ ସୁସମାଚାର 25:27
ତେଣୁ ତୁମ୍ଭେ ମାେ ଟଙ୍କାକୁ ବ୍ଯାଙ୍କ ରେ ଜମା ରଖିଦବୋ ଉଚ଼ିତ ଥିଲା। ତା ହାଇେଥିଲେ ମୁଁ ଘରକୁ ଫରେିବା ପରେ ମାେ ଟଙ୍କା ଫରେି ପାଇଥାନ୍ତି। ତା ସହିତ ମାେ ଟଙ୍କାର ସୁଧ ମଧ୍ଯ ପାଇଥାନ୍ତି।'
ମାର୍କଲିଖିତ ସୁସମାଚାର 8:38
ଏହି ୟୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ଯଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କହେି ଲୋକ ମାେ ନାମ ଓ ମାେ ଉପଦେଶ ୟୋଗୁ ଲଜ୍ଜା ବୋଧ କରେ ତବେେ ମନୁଷ୍ଯ ପୁତ୍ର ଯେତବେେଳେ ସ୍ବର୍ଗ ଦୂତମାନଙ୍କ ସହିତ ନିଜ ପରମ-ପିତାଙ୍କ ମହିମା ସହିତ ଆସିବେ, ସେତବେେଳେ ସେ ମଧ୍ଯ ସହେି ଲୋକ ୟୋଗୁ ଲଜ୍ଜା ବୋଧ କରିବେ।
ମାର୍କଲିଖିତ ସୁସମାଚାର 10:40
କିନ୍ତୁ ମାରେ ଡାହାଣ ବା ବାମ ପଟ ରେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରା ଯାଇଛି, କବଳେ ସହେିମାନେ ସେଥି ରେ ବସି ପାରିବେ।
ଲୂକଲିଖିତ ସୁସମାଚାର 9:26
ଯଦି କୌଣସି ଲୋକ ମାେ ପାଇଁ ବା ମାେ ଉପଦେଶ ପାଇଁ ଲଜ୍ଜିତ ହାଇେଥାଏ, ତବେେ ମୁଁ ମଧ୍ଯ ତା ପାଇଁ ଲଜ୍ଜିତ ହବେି। ଯେତବେେଳେ ମନୁଷ୍ଯ ପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ବର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତବେେଳେ ସେ ତା ପାଇଁ ଲଜ୍ଜିତ ହବେେ।
ଲୂକଲିଖିତ ସୁସମାଚାର 15:31
କିନ୍ତୁ ବାପା ତାକୁ କହିଲେ, 'ପୁଅ, ତୁ ସବୁବେଳେ ମାେ ପାଖ ରେ ଅଛୁ। ମାରେ ଯାହା କିଛି ଅଛି, ସେ ସବୁ ତୋର।
ଲୂକଲିଖିତ ସୁସମାଚାର 22:19
ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।
ଯୋହନଲିଖିତ ସୁସମାଚାର 3:29
କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।
Occurences : 71
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்