ମାର୍କଲିଖିତ ସୁସମାଚାର 4:17
କିନ୍ତୁ ତାହାର ଚରେ ତାହାଙ୍କ ହୃଦୟର ଗଭୀରତା ରେ ପ୍ରବେଶ କରି ପା ରେ ନାହିଁ। କବଳେ କିଛି କ୍ଷଣ ପାଇଁ ସମାନେେ ବାକ୍ଯକୁ ଧରି ରଖନ୍ତି। ପରେ ଯେତବେେଳେ ବାକ୍ଯ ୟୋଗୁ ବିପଦ ଆ ସେ ବା ସମାନେେ ନିର୍ୟ୍ଯାତିତ ହୁଅନ୍ତି, ସେତବେେଳେ ସମାନେେ ତୁରନ୍ତ ବିଶ୍ବାସ ପରିତ୍ଯାଗ କରନ୍ତି।
ମାର୍କଲିଖିତ ସୁସମାଚାର 4:28
କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,
ମାର୍କଲିଖିତ ସୁସମାଚାର 4:28
କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,
ମାର୍କଲିଖିତ ସୁସମାଚାର 8:25
ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହାଇେ ଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।
ଲୂକଲିଖିତ ସୁସମାଚାର 8:12
ଯେଉଁ ବୀଜ ରାସ୍ତା କଡ ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି, କିନ୍ତୁ ତା'ପରେ ଶୟତାନ ଆ ସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନଇଯାେଏ। ତେଣୁ ସହେି ଲୋକମାନେ ବିଶ୍ବାସ କରି ନପାରି ଉଦ୍ଧାର ପାଆନ୍ତି ନାହିଁ।
ଯୋହନଲିଖିତ ସୁସମାଚାର 13:5
ତା'ପରେ ସେ ପାତ୍ର ରେ ଜଳ ଭର୍ତ୍ତି କଲେ ଓ ଶିଷ୍ଯମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟା ରେ ବାନ୍ଧିଥିବା ତଉଲିଆ ରେ ସମାନଙ୍କେର ପାଦ ପୋଛିଲେ।
ଯୋହନଲିଖିତ ସୁସମାଚାର 19:27
ତାପରେ ଯୀଶୁ ତାହାଙ୍କର ସହେି ଶିଷ୍ଯଙ୍କୁ କହିଲେ, ଦେଖ, ଏଠା ରେ ତୁମ୍ଭର ମାଆ। ତେଣୁ ଏହି ଶିଷ୍ଯ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନଇଗେଲେ।
ଯୋହନଲିଖିତ ସୁସମାଚାର 20:27
ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:28
ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:5
ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।
Occurences : 16
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்