Base Word
ἐγγύς
Short Definitionnear (literally or figuratively, of place or time)
Long Definitionnear, of place and position
Derivationfrom a primary verb ἄγχω (to squeeze or throttle; akin to the base of G0043)
Same asG0043
International Phonetic Alphabetɛŋˈɣys
IPA mode̞ŋˈɣjus
Syllableengys
Dictioneng-GOOS
Diction Modayng-GYOOS
Usagefrom , at hand, near, nigh (at hand, unto), ready

ମାଥିଉଲିଖିତ ସୁସମାଚାର 24:32
ଡ଼ିମ୍ବିରି ଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତବେେଳେ ଡ଼ିମ୍ବିରି ଗଛର ଡ଼ାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତବେେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିୟିବ।

ମାଥିଉଲିଖିତ ସୁସମାଚାର 24:33
ଠିକ୍ ସହେିଭଲି ମୁଁ କହିଥିବା କଥାଗୁଡ଼ିକ ଯେତବେେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି।

ମାଥିଉଲିଖିତ ସୁସମାଚାର 26:18
ଯୀଶୁ କହିଲେ, ନଗର ରେ ଥିବା ମାରଜେଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ 'ଗୁରୁ କହିଛନ୍ତି 'ମନୋନୀତ ସମୟ ଆସି ପାଖଇେ ଗଲାଣି ଓ ମୁଁ ତୁମ୍ଭ ଘ ରେ ମାେ ଶିଷ୍ଯମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।'

ମାର୍କଲିଖିତ ସୁସମାଚାର 13:28
ଡିମ୍ବିରି ଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତବେେଳେ ଡିମ୍ବିରି ଗଛର ଡାଳ ଗୁଡିକ ଶାଗୁଆ ଓ ନରମ ପଡିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତବେେଳେ ତୁମ୍ଭମାନେେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖଇେ ଗଲାଣି।

ମାର୍କଲିଖିତ ସୁସମାଚାର 13:29
ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭମାନେେ ଯେତବେେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତବେେଳେ ବୁଝ ଯେ ' ସହେି ସମୟ' ନିକଟରେ ଆସି ପହଞ୍ଚିଗଲାଣି।

ଲୂକଲିଖିତ ସୁସମାଚାର 19:11
ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।

ଲୂକଲିଖିତ ସୁସମାଚାର 21:30
ସଗେୁଡିକରେ ଯେତବେେଳେ ନୂଆ ପତ୍ର କଅଁଳେ, ତୁମ୍ଭମାନେେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି।

ଲୂକଲିଖିତ ସୁସମାଚାର 21:31
ସହେିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସଗେୁଡିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭମାନେେ ଜାଣି ପାରିବ ଯେ, ପରମେଶ୍ବରଙ୍କ ରାଜ୍ଯ ନିକଟ ହାଇଗେଲାଣି।

ଯୋହନଲିଖିତ ସୁସମାଚାର 2:13
ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

ଯୋହନଲିଖିତ ସୁସମାଚାର 3:23
ଯୋହନ ମଧ୍ଯ ଏ ନୋନ ଗ୍ରାମ ରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏ ନୋନ ଶାଲମ ନଗର ନିକଟବର୍ତ୍ତୀ। ସଠାେରେ ପ୍ରଚୁର ଜଳ ଥିବାରୁ ଯୋହନ ସଠାେରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସଠାେକୁ ବାପ୍ତିଜିତ ହବୋପାଇଁ ଯାଉଥିଲେ।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்