No lexicon data found for Strong's number: 1322

ମାଥିଉଲିଖିତ ସୁସମାଚାର 7:28
ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।

ମାଥିଉଲିଖିତ ସୁସମାଚାର 16:12
ତା'ପରେ ସମାନେେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀ ରେ ବ୍ଯବହାର କରା ଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟ ରେ ଯୀଶୁ କହୁନଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସମାନଙ୍କେୁ କହୁଥିଲେ।

ମାଥିଉଲିଖିତ ସୁସମାଚାର 22:33
ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ।

ମାର୍କଲିଖିତ ସୁସମାଚାର 1:22
ଯୀଶୁଙ୍କ ଶିକ୍ଷା ଶୁଣି ସଠାେକାର ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ଯୀଶୁ ସମାନଙ୍କେୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦଇେ ଜଣେ ଅଧିକାର ପାଇଥିବା ବ୍ଯକ୍ତିଙ୍କ ଭଳି ଶିକ୍ଷା ଦେଲେ।

ମାର୍କଲିଖିତ ସୁସମାଚାର 1:27
ଏହା ଦେଖି ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଏଠା ରେ କ'ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି। ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ଯ ଆଜ୍ଞା ଦେଉଛି ଓ ଭୂତମାନେ ତା' କଥା ମାନୁଛନ୍ତି।

ମାର୍କଲିଖିତ ସୁସମାଚାର 4:2
ଯୀଶୁ ଡଙ୍ଗା ରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସମାନଙ୍କେୁ ଉପଦେଶ ଦବୋ ପାଇଁ ଅନକଗେୁଡିଏ ଦୃଷ୍ଟାନ୍ତ ଦେଲେ। ତାହାଙ୍କ ଶିକ୍ଷା ରେ ସେ କହିଲେ,

ମାର୍କଲିଖିତ ସୁସମାଚାର 11:18
ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସମାନେେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖାଜେିଲେ। କିନ୍ତୁ ସଠାେରେ ଜମା ହାଇେଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରି ଗଲେ।

ମାର୍କଲିଖିତ ସୁସମାଚାର 12:38
ଯୀଶୁ ଶିକ୍ଷା ଦଇେ ଚାଲିଥିଲେ। ସେ କହିଲେ, ଧର୍ମଶାସ୍ତ୍ରୀଙ୍କଠାରୁ ସାବଧାନ ରୁହ। ସମାନେେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତଣେେ ବୁଲିବାକୁ ଭଲ ପାଆନ୍ତି। ସମାନେେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାର ରେ ସମ୍ମାନ ଦଖାେନ୍ତୁ।

ଲୂକଲିଖିତ ସୁସମାଚାର 4:32
ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ।

ଯୋହନଲିଖିତ ସୁସମାଚାର 7:16
ଯୀଶୁ ଉତ୍ତର ଦେଲେ, ମୁଁ ଯାହା ଉପଦେଶ ଦେଉଛି, ତାହା ମାେ ନିଜର ନୁହେଁ। ମାରେ ଶିକ୍ଷାଗୁଡିକ ମାେତେ ପଠାଇଥିବା ପରମେଶ୍ବରଙ୍କଠାରୁ ଆସିଛି।

Occurences : 30

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்