ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:7 in Oriya

ଓଡିଆ ଓଡିଆ ବାଇବେଲ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3 ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:7

Revelation 3:7
ଫିଲାଦେଲ୍ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ :

Revelation 3:6Revelation 3Revelation 3:8

Revelation 3:7 in Other Translations

King James Version (KJV)
And to the angel of the church in Philadelphia write; These things saith he that is holy, he that is true, he that hath the key of David, he that openeth, and no man shutteth; and shutteth, and no man openeth;

American Standard Version (ASV)
And to the angel of the church in Philadelphia write: These things saith he that is holy, he that is true, he that hath the key of David, he that openeth and none shall shut, and that shutteth and none openeth:

Bible in Basic English (BBE)
And to the angel of the church in Philadelphia say: These things says he who is holy, he who is true, he who has the key of David, opening the door so that it may be shut by no one, and shutting it so that it may be open to no one.

Darby English Bible (DBY)
And to the angel of the assembly in Philadelphia write: These things saith the holy, the true; he that has the key of David, he who opens and no one shall shut, and shuts and no one shall open:

World English Bible (WEB)
"To the angel of the assembly in Philadelphia write: "He who is holy, he who is true, he who has the key of David, he who opens and no one can shut, and who shuts and no one opens, says these things:

Young's Literal Translation (YLT)
`And to the messenger of the assembly in Philadelphia write: These things saith he who is holy, he who is true, he who is having the key of David, he who is opening and no one doth shut, and he shutteth and no one doth open!

And
Καὶkaikay
to
the
of
τῷtoh
angel
ἀγγέλῳangelōang-GAY-loh
the
τῆςtēstase
church
ἐνenane
in
Φιλαδελφείᾳphiladelpheiafeel-ah-thale-FEE-ah
Philadelphia
ἐκκλησίαςekklēsiasake-klay-SEE-as
write;
γράψον·grapsonGRA-psone
things
These
ΤάδεtadeTA-thay
saith
λέγειlegeiLAY-gee
he
hooh
holy,
is
that
ἅγιοςhagiosA-gee-ose
he
hooh
that
is
true,
ἀληθινόςalēthinosah-lay-thee-NOSE
he
hooh
that
hath
ἔχωνechōnA-hone
the
τὴνtēntane
of
key
κλεῖδαkleidaKLEE-tha

τοῦtoutoo
David,
Δαβίδ,dabidtha-VEETH
he
hooh
that
openeth,
ἀνοίγωνanoigōnah-NOO-gone
and
καὶkaikay
no
man
οὐδεὶςoudeisoo-THEES
shutteth;
κλείει,kleieiKLEE-ee
and
καὶkaikay
shutteth,
κλείειkleieiKLEE-ee
and
καὶkaikay
no
man
οὐδεὶςoudeisoo-THEES
openeth;
ἀνοίγει·anoigeiah-NOO-gee

Cross Reference

ଯିଶାଇୟ 22:22
ପୁଣି ମୁଁ ଦାଉଦ ବଂଶର ଚାବି ତାହାର କାନ୍ଧ ରେ ରଖିବି। ସେ ଦ୍ବାର ଖାଲିେଲେ କହେି ବନ୍ଦ କରିପାରିବେ ନାହିଁ। ପୁଣି ସେ ବନ୍ଦ କଲେ କହେି ଖାଲିବେେ ନାହିଁ। ମାରେ ସହେି ଦାସ ନିଜର ପିତୃବଂଶର ଗୌରବର ସିଂହାସନ ସ୍ବରୂପ ହବେ।

ଆୟୁବ ପୁସ୍ତକ 12:14
ଯଦି ପରମେଶ୍ବର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରିପାରନ୍ତି ନାହିଁ। ଯଦି ପରମେଶ୍ବର ଜଣକୁ ବନ୍ଦୀଗୃହ ରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟାକରି ମଧ୍ଯ ତାକୁ ମୁକୁଳାଇ ପାରନ୍ତି ନାହିଁ।

ମାଥିଉଲିଖିତ ସୁସମାଚାର 16:19
ସ୍ବର୍ଗରାଜ୍ଯର ଚାବିଗୁଡ଼ିକ ମୁଁ ତୁମ୍ଭକୁ ଦବେି। ତେଣୁ ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ ନ୍ଯାୟବିଗ୍ଭର କରିବ, ସହେି ନ୍ଯାୟ ବିଗ୍ଭର ପରମେଶ୍ବରଙ୍କର ନ୍ଯାୟ ବିଗ୍ଭର ହବେ। ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ କ୍ଷମା ଦବେ, ସହେି କ୍ଷମା ପରମେଶ୍ବରଙ୍କର କ୍ଷମା ହବେ।

ଲୂକଲିଖିତ ସୁସମାଚାର 1:32
ସେ ମହାନ୍ ହବେେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ବରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ବର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।

ଯୋହନଙ୍କ ପ୍ରଥମ ପତ୍ର 5:20
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:14
ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:10
ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?

ଯିଶାଇୟ 41:14
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ମାର୍କଲିଖିତ ସୁସମାଚାର 1:24
ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:14
ତୁମ୍ଭମାନେେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ବୀକାର କଲ ଓ ଜଣେ ହତ୍ଯାକାରୀକୁ ତାହାଙ୍କ ବଦଳ ରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦବୋ ପାଇଁ ଚାହିଁଲ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:11
ସହେି ସ୍ବର ମାେତେ କହିଲା, ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତାଟେି ମଣ୍ଡଳୀ ଏଫିସ, ସ୍ମର୍ଣ୍ଣା, ପର୍ଗମ, ଥିୟତୀର ସାର୍ଦ୍ଦୀ, ଫିଲାଦଲଫେିଆ ଓ ଲାଓଦିକିଆକୁ ପଠାଅ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:18
ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବଳେ ପାଇଁ ଜୀବିତ ହାଇେଅଛି। ମାେ ପାଖ ରେ ମୃତ୍ଯୁ ଓ ପାତାଳର ଚାବି ରହିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:11
ତା'ପରେ ମୁଁ ସ୍ବର୍ଗ ଖାଲିୟିବୋର ଦେଖିଲି। ସଠାେରେ ଗୋଟିଏ ଶ୍ବତେ ଅଶ୍ବ, ଠିଆ ହାଇେଥିଲା। ଅଶ୍ବାରୋହୀଙ୍କ ନାମ 'ବିଶ୍ବସ୍ତ' ଓ 'ସତ୍ଯବାନ'। ସେ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି ଓ ଲଢ଼ନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:5
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:5
ସିଂହାସନ ଉପରେ ୟିଏ ବସିଥିଲେ, ସେ କହିଲେ, ମୁଁ ସମସ୍ତ ବିଷୟ ନୂତନ କରୁଅଛି। ତା'ପରେ ସେ କହିଲେ, ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ବାସ ଯୋଗ୍ଯ ଓ ସତ୍ଯ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:2
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:7
ମୁଁ ବଦେୀକୁ ଏହା କହିବାର ଶୁଣିଲି,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 15:3
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:3
କିନ୍ତୁ ସହେି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ବର୍ଗ, ମର୍ତ୍ତ୍ଯ ବା ପାତାଳ ରେ କାହାରି ସାଧ୍ଯ ନ ଥିଲା।

ଆୟୁବ ପୁସ୍ତକ 11:10
ଯଦି ପରମେଶ୍ବର ତୁମ୍ଭକୁ ବନ୍ଦୀକରି ବିଚାର ସଭା ରେ ଉପସ୍ଥାପିତ କରାନ୍ତି, କିଏ ତାକୁ ବାରଣ କରିବ।

ଗୀତସଂହିତା 16:10
କାରଣ ତୁମ୍ଭେ ସଦାପ୍ରଭୁ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନରେ ପରିତ୍ଯାଗ କରିବି ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷଯ ହବୋକୁ ଦବେ ନାହିଁ।

ଗୀତସଂହିତା 89:18
ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା, ଇଶ୍ରାୟେଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ବରଙ୍କ ଦ୍ବାରା ମନୋନୀତ।

ଗୀତସଂହିତା 145:17
ସଦାପ୍ରଭୁ ୟାହା କିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ୟ୍ଯ ବିଶ୍ବସ୍ତତାକୁ ପ୍ରଦର୍ଶନ କରେ।

ଯିଶାଇୟ 6:3
ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।

ଯିଶାଇୟ 41:16
ତୁମ୍ଭେ ସମାନଙ୍କେୁ କୁଲା ରେ ଉଡ଼ାଇଲେ ବାଯୁ ସମାନଙ୍କେୁ ଉଡ଼ାଇ ଦବେ ଓ ଘୂର୍ଣ୍ଣିବାଯୁ ସମାନଙ୍କେୁ ଛିନ୍ନ ଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠା ରେ ଉଲ୍ଲାସ କରିବ ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କଠା ରେ ଗର୍ବ କରିବ।'

ଯିଶାଇୟ 41:20
ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ ଏବଂ ବିବଚେନା କରିବେ ଯେ ସଦାପ୍ରଭୁଙ୍କ ହସ୍ତ ଏହିକାର୍ୟ୍ଯ କରିଅଛି ଓ ଇଶ୍ରାୟେଲର ପରମେଶ୍ବର ଧର୍ମସ୍ବରୂପ ଏହା ସୃଷ୍ଟି କରିଅଛନ୍ତି।'

ଯିଶାଇୟ 47:4
ମାରେ ସନ୍ତାନଗଣ କୁହନ୍ତି, ଆମ୍ଭମାନଙ୍କର ମୁକ୍ତିଦାତା ଇଶ୍ରାୟେଲର ଧର୍ମସ୍ବରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।

ଯିଶାଇୟ 48:17
ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇଶ୍ରାୟେଲର ଧର୍ମସ୍ବରୂପ ଏହି କଥା କୁହନ୍ତି,

ଯିଶାଇୟ 49:7
ଯାହାକୁ ମନୁଷ୍ଯ ଅବଜ୍ଞା କରେ, ଯାହାକୁ ଦେଶୀଯ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇଶ୍ରାୟେଲର ମୁକ୍ତିଦାତା ଓ ତା'ର ଧର୍ମସ୍ବରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ବସନୀଯ ଓ ଇଶ୍ରାୟେଲର ଧର୍ମସ୍ବରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାଙ୍କ ସକାେଶ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।

ଯିଶାଇୟ 54:5
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।

ଯିଶାଇୟ 55:5
ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ବାନ କରିବ ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ବର ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ପାଇଁ ଏହା ଘଟିବ। କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଅଛନ୍ତି।

ମାଥିଉଲିଖିତ ସୁସମାଚାର 24:35
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।

ଲୂକଲିଖିତ ସୁସମାଚାର 4:34
ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି।

ଯୋହନଲିଖିତ ସୁସମାଚାର 14:6
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:1
ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:8
ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :

ଯିଶାଇୟ 30:11
ତୁମ୍ଭମାନେେ ପଥରୁ ବାହାରି ୟାଅ, ବାଟ ଛାଡ଼ି ଦିଅ। ଇଶ୍ରାୟେଲର ଧର୍ମସ୍ବରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।'