ଗୀତସଂହିତା 96:6 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 96 ଗୀତସଂହିତା 96:6

Psalm 96:6
ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି। ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ଯମାନ।

Psalm 96:5Psalm 96Psalm 96:7

Psalm 96:6 in Other Translations

King James Version (KJV)
Honour and majesty are before him: strength and beauty are in his sanctuary.

American Standard Version (ASV)
Honor and majesty are before him: Strength and beauty are in his sanctuary.

Bible in Basic English (BBE)
Honour and glory are before him: strong and fair is his holy place.

Darby English Bible (DBY)
Majesty and splendour are before him; strength and beauty are in his sanctuary.

World English Bible (WEB)
Honor and majesty are before him. Strength and beauty are in his sanctuary.

Young's Literal Translation (YLT)
Honour and majesty `are' before Him, Strength and beauty in His sanctuary.

Honour
הוֹדhôdhode
and
majesty
וְהָדָ֥רwĕhādārveh-ha-DAHR
are
before
לְפָנָ֑יוlĕpānāywleh-fa-NAV
strength
him:
עֹ֥זʿōzoze
and
beauty
וְ֝תִפְאֶ֗רֶתwĕtipʾeretVEH-teef-EH-ret
are
in
his
sanctuary.
בְּמִקְדָּשֽׁוֹ׃bĕmiqdāšôbeh-meek-da-SHOH

Cross Reference

ଗୀତସଂହିତା 104:1
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମହାନ୍। ତୁମ୍ଭେ ସମ୍ଭ୍ରମ ଓ ଐଶ୍ଚର୍ୟ୍ଯରେ ବିଭୂଷିତ।

ପିତରଙ୍କ ଦିତୀୟ ପତ୍ର 1:16
ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ବିଷୟ ରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସଗେୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖି ରେ ଯୀଶୁଙ୍କର ମହାନତା ଦେଖିଛୁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:3
ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।

ଗୀତସଂହିତା 93:1
ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶା୍ବସକୁ ଧରିଛନ୍ତି। ଏହା ୟପରେି ଟଳମଳ ହାଇେ ନ ୟାଏ।

ଗୀତସଂହିତା 63:2
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।

ଗୀତସଂହିତା 50:2
ପରମ ସୌନ୍ଦର୍ୟ୍ଯମଯୀ ପରମେଶ୍ବର, ବାକ୍ଯସବୁ ସିୟୋନ୍ ପର୍ବତରେ ଥିବା ମନ୍ଦିରରେ କୁହାୟାଏ। ସହେି ମନ୍ଦିର ପର୍ବତକୁ ଶାେଭା ମଣ୍ଡିତ କରିଥାଏ।

ଗୀତସଂହିତା 29:9
ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି।

ଗୀତସଂହିତା 29:1
ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।

ଗୀତସଂହିତା 27:4
ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।

ଗୀତସଂହିତା 19:1
ଆକାଶ ପରମେଶ୍ବରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ। ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।

ଗୀତସଂହିତା 8:1
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।

ପ୍ରଥମ ବଂଶାବଳୀ 16:27
ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି।