Psalm 89:18
ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା, ଇଶ୍ରାୟେଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ବରଙ୍କ ଦ୍ବାରା ମନୋନୀତ।
Psalm 89:18 in Other Translations
King James Version (KJV)
For the LORD is our defence; and the Holy One of Israel is our king.
American Standard Version (ASV)
For our shield belongeth unto Jehovah; And our king to the Holy One of Israel.
Bible in Basic English (BBE)
For our breastplate is the Lord; and our king is the Holy One of Israel's.
Darby English Bible (DBY)
For Jehovah is our shield, and the Holy One of Israel, our king.
Webster's Bible (WBT)
For thou art the glory of their strength: and in thy favor our horn shall be exalted.
World English Bible (WEB)
For our shield belongs to Yahweh; Our king to the Holy One of Israel.
Young's Literal Translation (YLT)
For of Jehovah `is' our shield, And of the Holy One of Israel our king.
| For | כִּ֣י | kî | kee |
| the Lord | לַֽ֭יהוָה | layhwâ | LAI-va |
| is our defence; | מָֽגִנֵּ֑נוּ | māginnēnû | ma-ɡee-NAY-noo |
| One Holy the and | וְלִקְד֖וֹשׁ | wĕliqdôš | veh-leek-DOHSH |
| of Israel | יִשְׂרָאֵ֣ל | yiśrāʾēl | yees-ra-ALE |
| is our king. | מַלְכֵּֽנוּ׃ | malkēnû | mahl-kay-NOO |
Cross Reference
ଗୀତସଂହିତା 47:9
ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।
ଗୀତସଂହିତା 71:22
ତା'ପରେ ହେ ମାରେ ପରମେଶ୍ବର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାୟାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମେ ଇଶ୍ରାୟେଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
ଯିଶାଇୟ 43:14
ତୁମ୍ଭମାନଙ୍କର ମୁକ୍ତିଦାତା, ଇଶ୍ରାୟେଲର ପବିତ୍ର ସ୍ବରୂପ ସଦାପ୍ରଭୁ ଏହିକଥା କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ଯବାହିନୀ ପଠାଇଅଛୁ। ମୁଁ ସହେି ଫାଟକକୁ ଭାଙ୍ଗି ଦବେି। କଲଦୀଯମାନଙ୍କର ଚିତ୍କାର ଦୁଃଖ ରେ ପରିଣତ ହବେ।
ଯିଶାଇୟ 43:3
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।
ଯିଶାଇୟ 33:22
ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।
ଯିଶାଇୟ 30:11
ତୁମ୍ଭମାନେେ ପଥରୁ ବାହାରି ୟାଅ, ବାଟ ଛାଡ଼ି ଦିଅ। ଇଶ୍ରାୟେଲର ଧର୍ମସ୍ବରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।'
ଯିଶାଇୟ 29:19
ସଦାପ୍ରଭୁଙ୍କଠା ରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧିଅରେ ଦରିଦ୍ରମାନେ ଇଶ୍ରାୟେଲର ଧର୍ମ ସ୍ବରୂପଙ୍କଠା ରେ ଉଲ୍ଲାସ କରିବେ।
ଯିଶାଇୟ 12:6
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ଯିଶାଇୟ 1:4
ଇଶ୍ରାୟେଲ ଗୋଷ୍ଠୀ ପାପ ରେ ପରିପୂର୍ଣ୍ଣ। ସମାନେେ ଅଧର୍ମ ଓ ପାପ ରେ ଭାରାକ୍ରାନ୍ତ। ସମାନେେ ଏକ ଭ୍ରଷ୍ଟାଚାରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଛନ୍ତି। ସମାନେେ ଇଶ୍ରାୟେଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସମାନେେ ତାଙ୍କୁ ଜଣେ ଅଜଣାବ୍ଯକ୍ତି ପରି ବ୍ଯବହାର କରିଛନ୍ତି ଓ ଛାଡ଼ି ଚାଲିୟାଇଛନ୍ତି।
ଗୀତସଂହିତା 91:1
ଯେଉଁ ବ୍ଯକ୍ତି ସର୍ବୋପରିସ୍ଥ ପରମେଶ୍ବର ପାଖକୁ ୟାଏ, ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ ଛାଯା ତଳେ ନିରାପତ୍ତା ପାଇଁ ବସତି କରିବ।
ଗୀତସଂହିତା 84:11
ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
ଗୀତସଂହିତା 62:6
ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
ଗୀତସଂହିତା 62:1
ହଁ, ମାରେ ହୃଦଯ ଶାନ୍ତ ଭାବରେ ପରମେଶ୍ବରଙ୍କ ଅପେକ୍ଷା କରେ। ମାରେ ପରିତ୍ରାଣ ତାଙ୍କଠାରୁ ଅଲଗା।
ଗୀତସଂହିତା 44:4
ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ରାଜା ଅଟ। ଆଜ୍ଞା ଦିଅ ଓ ୟାକୁବର ଲୋକଙ୍କୁ ମୁକ୍ତ କରାଅ।
ଦିତୀୟ ବିବରଣ 33:27
ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'
ଆଦି ପୁସ୍ତକ 15:1
ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।