ଗୀତସଂହିତା 76:3 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 76 ଗୀତସଂହିତା 76:3

Psalm 76:3
ସହେି ସ୍ଥାନରେ ପରମେଶ୍ବର ଧନୁର୍ବାଣ, ଢ଼ାଲ, ଖଡ୍ଗ ଏବଂ ସମସ୍ତ ୟୁଦ୍ଧାସ୍ତ୍ର ଭଙ୍ଗ କଲେ।

Psalm 76:2Psalm 76Psalm 76:4

Psalm 76:3 in Other Translations

King James Version (KJV)
There brake he the arrows of the bow, the shield, and the sword, and the battle. Selah.

American Standard Version (ASV)
There he brake the arrows of the bow; The shield, and the sword, and the battle. Selah

Bible in Basic English (BBE)
There were the arrows of the bow broken, there he put an end to body-cover, sword, and fight. (Selah.)

Darby English Bible (DBY)
There broke he the flashings of the bow, shield and sword and battle. Selah.

Webster's Bible (WBT)
In Salem also is his tabernacle, and his dwelling place in Zion.

World English Bible (WEB)
There he broke the flaming arrows of the bow, The shield, and the sword, and the weapons of war. Selah.

Young's Literal Translation (YLT)
There he hath shivered arrows of a bow, Shield, and sword, and battle. Selah.

There
שָׁ֭מָּהšāmmâSHA-ma
brake
שִׁבַּ֣רšibbarshee-BAHR
he
the
arrows
רִשְׁפֵיrišpêreesh-FAY
of
the
bow,
קָ֑שֶׁתqāšetKA-shet
shield,
the
מָגֵ֬ןmāgēnma-ɡANE
and
the
sword,
וְחֶ֖רֶבwĕḥerebveh-HEH-rev
and
the
battle.
וּמִלְחָמָ֣הûmilḥāmâoo-meel-ha-MA
Selah.
סֶֽלָה׃selâSEH-la

Cross Reference

ଗୀତସଂହିତା 46:9
ସଦାପ୍ରଭୁ ଏ ପୃଥିବୀର ୟେକୌଣସି ସ୍ଥାନରେ ଚାହିଁଲେ ୟୁଦ୍ଧ ବନ୍ଦ କରିପାରିବେ। ୟଦି ସେ ଚା ହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରିପାରିବେ, ସେ ଢ଼ାଲକୁ ପୋଡ଼ି ଦଇପୋରିବେ।

ଯିହିଜିକଲ 39:3
ମୁଁ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବି।

ଯିହିଜିକଲ 39:9
ସହେି ସମୟରେ ଇଶ୍ରାୟେଲର ନଗରବାସୀ ପ୍ରାନ୍ତରକୁ ଆସି ଢ଼ାଲ, ଫଳକ, ଧନୁ, ତୀର ଆଶାବାଡ଼ି ଓ ବର୍ଚ୍ଛା ଆଦି ଅସ୍ତ୍ର ଶସ୍ତ୍ର ନଇେ ନିଆଁ ଲଗାଇ ଜାଳି ଦବେେ। ସମାନେେ ସାତବର୍ଷ ପର୍ୟ୍ଯନ୍ତ ସେ ସବୁକୁ ନଇେ ଜାଳଣେି କରିବେ।

ଦିତୀୟ ବଂଶାବଳୀ 14:12
ଏହାପରେ ସଦାପ୍ରଭୁ ଇଥିଓପିଯ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ଯଦଳକୁ ବ୍ଯବହାର କଲେ। ଆଉ ଇଥିଓପିଯ ସୈନ୍ଯଦଳ ଦୌଡ଼ି ପଳାଇଗଲେ।

ଦିତୀୟ ବଂଶାବଳୀ 20:25
ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।

ଦିତୀୟ ବଂଶାବଳୀ 32:21
ଏହାପରେ ସଦାପ୍ରଭୁ ଅଶୂର ରାଜାର ଛାଉଣୀକୁ ଜଣେ ସ୍ବର୍ଗଦୂତଙ୍କୁ ପଠାଇଲେ। ସହେି ସ୍ବର୍ଗଦୂତ ଅଶୂରର ସୈନ୍ଯଦଳର ସମସ୍ତ ସୈନ୍ଯ, ନେତାଗଣ ଓ ସନୋଧିକାରୀମାନଙ୍କୁ ହତ୍ଯା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫରେିଗଲା ଓ ତାହାର ଲୋକମାନେ ତା' ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦବେତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତଜେଣ ସହେି ସ୍ଥାନ ରେ ତାହାକୁ ଏକ ଖଡ୍ଗ ରେ ବଧ କଲେ।

ଯିଶାଇୟ 37:35
ମୁଁ ମାେ ନିମନ୍ତେ ଓ ମାରେ ଦାସ ଦାଉଦ ନିମନ୍ତେ ଏହି ନଗରକୁ ରକ୍ଷା କରିବି ଓ ଏହାର ସପକ୍ଷ ରେ ରହିବି ।'