ଗୀତସଂହିତା 37:9 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 37 ଗୀତସଂହିତା 37:9

Psalm 37:9
କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରନ୍ତି, ସମାନେେ ସମଗ୍ର ଭୂମିକୁ ନିଯନ୍ତ୍ରଣ କରିପାରିବେ। ଏହା ପରମେଶ୍ବର ସମାନଙ୍କେଠାରେ ପ୍ରତିଜ୍ଞା କରିଛନ୍ତି।

Psalm 37:8Psalm 37Psalm 37:10

Psalm 37:9 in Other Translations

King James Version (KJV)
For evildoers shall be cut off: but those that wait upon the LORD, they shall inherit the earth.

American Standard Version (ASV)
For evil-doers shall be cut off; But those that wait for Jehovah, they shall inherit the land.

Bible in Basic English (BBE)
For the evil-doers will be cut off: but those who have faith in the Lord will have the earth for their heritage.

Darby English Bible (DBY)
For evil-doers shall be cut off; but those that wait on Jehovah, they shall possess the land.

Webster's Bible (WBT)
For evil doers shall be cut off: but those that wait upon the LORD, they shall inherit the earth.

World English Bible (WEB)
For evildoers shall be cut off, But those who wait for Yahweh shall inherit the land.

Young's Literal Translation (YLT)
For evil doers are cut off, As to those waiting on Jehovah, they possess the land.

For
כִּֽיkee
evildoers
מְ֭רֵעִיםmĕrēʿîmMEH-ray-eem
shall
be
cut
off:
יִכָּרֵת֑וּןyikkārētûnyee-ka-ray-TOON
upon
wait
that
those
but
וְקוֵֹ֥יwĕqôêveh-koh-A
the
Lord,
יְ֝הוָ֗הyĕhwâYEH-VA
they
הֵ֣מָּהhēmmâHAY-ma
shall
inherit
יִֽירְשׁוּyîrĕšûYEE-reh-shoo
the
earth.
אָֽרֶץ׃ʾāreṣAH-rets

Cross Reference

ଯିଶାଇୟ 60:21
ଆଉ ମଧ୍ଯ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହବେେ। ସମାନେେ ଅନନ୍ତକାଳ ୟାଏ ଦେଶ ଶାସନ କରିବେ। ମାେ ଗୌରବକୁ ଦଖାଇବୋ ପାଇଁ ସମାନେେ ମାେ ଦ୍ବାରା ଲଗା ହାଇେଥିବା ଗଛର ଫଳ ସଦୃଶ।

ଗୀତସଂହିତା 25:13
ସହେି ବ୍ଯକ୍ତି ଅତି ଆନନ୍ଦରେ ଜୀବନୟାପନ କରିବ ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ବରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।

ଗୀତସଂହିତା 55:23
ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।

ଯିଶାଇୟ 57:13
ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସମାନେେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାଯୁ ସମାନଙ୍କେୁ ଉଡ଼ାଇ ନବେ। ଗୋଟିଏ ନିଃଶ୍ବାସ ସେ ସମସ୍ତଙ୍କୁ ନଇୟିବେ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତ ରେ ଅଧିକାରୀ ହବେ।

ଗୀତସଂହିତା 37:35
ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଗୀତସଂହିତା 37:29
ଧାର୍ମିକ ଲୋକାମନେ ପରମେଶ୍ବରଙ୍କ ମୁତାବକ ରାଜ୍ଯ ପାଇବେ। ସମାନେେ ସଠାେରେ ଚିରଦିନ ବାସ କରିବେ।

ଗୀତସଂହିତା 37:11
ପରମେଶ୍ବର ସମାନଙ୍କେୁ ପ୍ରତିଜ୍ଞା କରିଥିଲେ ୟେ, ନମ୍ର ଲୋକମାନେ ଭୂମି ପାଇବେ ଓ ସମାନେେ ଶାନ୍ତି ଉପ ଭୋଗ କରିବେ।

ଆୟୁବ ପୁସ୍ତକ 27:13
ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।

ଆୟୁବ ପୁସ୍ତକ 20:23
ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:10
ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:16
କିନ୍ତୁ ବାସ୍ତବିକ ସମାନେେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁେଥିଳେ, ଯାହାକି ଗୋଟିଏ ସ୍ବର୍ଗୀୟ ଦେଶ। ତେଣୁ ପରମେଶ୍ବର ସଙ୍କତେ କଲେ ନାହିଁ, ସମାନଙ୍କେର ପରମେଶ୍ବର ଭାବରେ ପରିଚିତ ହବୋ ପାଇଁ। ସହେି ଲୋକମାନଙ୍କ ଲାଗି ପରମେଶ୍ବର ଗୋଟିଏ ନଗର ତିଆରି କରି ରଖିଅଛନ୍ତି।

ଯିଶାଇୟ 58:14
ତବେେ ତୁମ୍ଭେ ସଦାପ୍ରଭୁଙ୍କଠା ରେ ଆନନ୍ଦ କରିବ ; ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କ ରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା ; କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହାଇେଅଛି।

ହିତୋପଦେଶ 2:21
ସରଳ ଲୋକମାନେ ଦେଶ ରେ ବାସ କରିବେ। ନିର୍ଦ୍ଦୋଶୀମାନେ ତହିଁରେ ରହିବେ।