ଗୀତସଂହିତା 37:1 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 37 ଗୀତସଂହିତା 37:1

Psalm 37:1
ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହବୋର ଆବଶ୍ଯକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସହେି ଲୋକମାନଙ୍କ ଉପରେ ଇର୍ଷା କର ନାହିଁ।

Psalm 37Psalm 37:2

Psalm 37:1 in Other Translations

King James Version (KJV)
Fret not thyself because of evildoers, neither be thou envious against the workers of iniquity.

American Standard Version (ASV)
Fret not thyself because of evil-doers, Neither be thou envious against them that work unrighteousness.

Bible in Basic English (BBE)
<Of David.> Do not be angry because of the wrongdoers, or have envy of the workers of evil.

Darby English Bible (DBY)
{[A Psalm] of David.} Fret not thyself because of evil-doers, and be not envious of them that work unrighteousness;

Webster's Bible (WBT)
A Psalm of David. Fret not thyself because of evil doers, neither be thou envious against the workers of iniquity.

World English Bible (WEB)
> Don't fret because of evil-doers, Neither be envious against those who work unrighteousness.

Young's Literal Translation (YLT)
By David. Do not fret because of evil doers, Be not envious against doers of iniquity,

Fret
אַלʾalal
not
thyself
תִּתְחַ֥רtitḥarteet-HAHR
because
of
evildoers,
בַּמְּרֵעִ֑יםbammĕrēʿîmba-meh-ray-EEM
neither
אַלʾalal
envious
thou
be
תְּ֝קַנֵּ֗אtĕqannēʾTEH-ka-NAY
against
the
workers
בְּעֹשֵׂ֥יbĕʿōśêbeh-oh-SAY
of
iniquity.
עַוְלָֽה׃ʿawlâav-LA

Cross Reference

ହିତୋପଦେଶ 23:17
ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର।

ଗୀତସଂହିତା 37:7
ସଦାପ୍ରଭୁଙ୍କୁ ବିଶ୍ବାସ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ। ଯେତବେେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦ କାର୍ୟ୍ଯ ସଫଳ ହୁଏ। ହତାଶ ହୁଅ ନାହିଁ ଯେତବେେଳେ ଦୁଷ୍ଟ ଲୋକମାନେ ମନ୍ଦ କାର୍ୟ୍ଯ କରିବାକୁ ମନ୍ତ୍ରଣା କରି ସମାନଙ୍କେର ଯୋଜନାରେ ସଫଳ ହୁଅନ୍ତି।

ହିତୋପଦେଶ 24:19
ମନ୍ଦକର୍ମକାରୀମାନଙ୍କ ସକାେଶ ନିଶ୍ଚିତ ହୁଅନ୍ତି ନାହିଁ। ଏବଂ ଦୁଷ୍ଟମାନଙ୍କ ପ୍ରତି ଇର୍ଷା କର ନାହିଁ।

ଗୀତସଂହିତା 73:3
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।

ହିତୋପଦେଶ 3:31
କିଛି ଲୋକ ଅଛନ୍ତି ଯେଉଁମାନେ ସହଜ ରେ ରାଗିୟାନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସପରେି ହୁଅ ନାହିଁ।

ପ୍ରଥମ ଶାମୁୟେଲ 1:6
ସଦାପ୍ରଭୁ ହାନ୍ନା କୋଳ ରେ କୌଣସି ସନ୍ତାନ ଦଇେ ନଥିଲେ, ତେଣୁ ପନିନ୍ନା ତାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା ଏବଂ ତାକକ୍ସ୍ଟ ବିରକ୍ତି କରୁଥିଲା।

ହିତୋପଦେଶ 24:1
ମନ୍ଦ ଲୋକମାନଙ୍କ ପ୍ରତି ଇର୍ଷା କର ନାହିଁ। ସମାନଙ୍କେର ମଧ୍ଯ ସାଙ୍ଗ ହୁଅ ନାହିଁ।

ଯାକୁବଙ୍କ ପତ୍ 4:5
ତୁମ୍ଭେ କ'ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ ? ଶାସ୍ତ୍ର କୁ ହେ : ପରମେଶ୍ବର ଆମ୍ଭ ମଧିଅରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦଇେଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣରୂପେ ଅଧିକାର କରିବା ନିମନ୍ତେ ଚାହାଁନ୍ତି।334

ହିତୋପଦେଶ 19:3
ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:21
ପରଶ୍ରୀକାତରତା, ନିଶାସକ୍ତ ହବୋ, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ଯ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମ ରେ ଲିପ୍ତ ରୁହନ୍ତି, ସମାନେେ କୌଣସି ପ୍ରକା ରେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାର ପାଇବେ ନାହିଁ।