ଗୀତସଂହିତା 20:2 in Oriya

ଓଡିଆ ଓଡିଆ ବାଇବେଲ ଗୀତସଂହିତା ଗୀତସଂହିତା 20 ଗୀତସଂହିତା 20:2

Psalm 20:2
ପରମେଶ୍ବର ତାଙ୍କର ପବିତ୍ରସ୍ଥାନରୁ ତୁମ୍ଭକୁ ସାହାୟ୍ଯ ପଠାନ୍ତୁ। ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାୟ୍ଯ କରନ୍ତୁ।

Psalm 20:1Psalm 20Psalm 20:3

Psalm 20:2 in Other Translations

King James Version (KJV)
Send thee help from the sanctuary, and strengthen thee out of Zion;

American Standard Version (ASV)
Send thee help from the sanctuary, And strengthen thee out of Zion;

Bible in Basic English (BBE)
May he send you help from the holy place, and give you strength from Zion;

Darby English Bible (DBY)
May he send thee help from the sanctuary, and strengthen thee out of Zion;

Webster's Bible (WBT)
To the chief Musician, A Psalm of David. The LORD hear thee in the day of trouble; the name of the God of Jacob defend thee.

World English Bible (WEB)
Send you help from the sanctuary, Grant you support from Zion,

Young's Literal Translation (YLT)
He doth send thy help from the sanctuary, And from Zion doth support thee,

Send
יִשְׁלַֽחyišlaḥyeesh-LAHK
thee
help
עֶזְרְךָ֥ʿezrĕkāez-reh-HA
from
the
sanctuary,
מִקֹּ֑דֶשׁmiqqōdešmee-KOH-desh
strengthen
and
וּ֝מִצִּיּ֗וֹןûmiṣṣiyyônOO-mee-TSEE-yone
thee
out
of
Zion;
יִסְעָדֶֽךָּ׃yisʿādekkāyees-ah-DEH-ka

Cross Reference

ଗୀତସଂହିତା 73:17
ଶଷେରେ, ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଗଲି ଓ ସମାନଙ୍କେ ପ୍ରତି କ'ଣ ଘଟିବ ବୁଝି ପାରିଲି।

ଯିଶାଇୟ 37:34
ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ସେ ଯେଉଁ ବାଟଦଇେ ଆସିଥିଲା ସହେି ବାଟରେ ଫରେିୟିବ। ସେ ଏ ନଗରକୁ ଆସିବ ନାହିଁ।

ଯିଶାଇୟ 14:32
ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।

ଯିଶାଇୟ 12:6
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।

ଗୀତସଂହିତା 3:4
ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଏବଂ ସେ ତାଙ୍କର ପବିତ୍ର ପର୍ବତରୁ ମାେତେ ଉତ୍ତର ଦବେେ।

ଦିତୀୟ ବଂଶାବଳୀ 20:8
ଅବ୍ରହାମଙ୍କ ବଂଶଧରମାନେ ଏହି ଦେଶ ରେ ବାସ କଲେ ଓ ତୁମ୍ଭ ନାମ ରେ ଗୋଟିଏ ମନ୍ଦିର ନିର୍ମାଣ କଲେ। ସମାନେେ କହିଲେ,

ପ୍ରଥମ ରାଜାବଳୀ 8:44
କବେେ କବେେ ତୁମ୍ଭର ଲୋକ ତୁମ୍ଭର ଆଦେଶ ରେ ଶତୃ ବିପକ୍ଷ ରେ ୟୁଦ୍ଧ କରିବାକୁ ଗଲା ବେଳେ ତୁମ୍ଭର ଏହି ମନୋନୀତ ସ୍ଥାନ ରେ ତୁମ୍ଭ ସମ୍ମାନାର୍ଥେ ମାେ ଦ୍ବାରା ନିର୍ମିତ ମନ୍ଦିର ରେ ପ୍ରାର୍ଥନା କରିବେ।

ପ୍ରଥମ ରାଜାବଳୀ 6:16
ସହେି ମନ୍ଦିରର ପଶ୍ଚାତ୍ ଭାଗ ରେ ଭିତରକୁ କୋଡିଏ ହାତ ର୍ଦୈଘ୍ଯର ଏକ କଠାେରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ୟ୍ଯନ୍ତ ଏରସ କାଠର ପଟା ରେ ଆଚ୍ଛାଦିତ ହେଲା। ଏହା ମଧ୍ଯ କଠାେରୀଟି ମହାପବିତ୍ରସ୍ଥାନ ନାମ ରେ କଥିତ ହେଲା।

ଦିତୀୟ ଶାମୁୟେଲ 6:17
ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ଦିତୀୟ ଶାମୁୟେଲ 5:7
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।