Numbers 23:23
କୈଣସି ଶକ୍ତି ୟାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇଶ୍ରାୟେଲକୁ ନିବୃତ୍ତ କରିପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇଶ୍ରାୟେଲ ବିଷଯ ରେ କୁହାୟିବ; 'ପରମେଶ୍ବର କି କର୍ମ କରିଅଛନ୍ତି।'
Numbers 23:23 in Other Translations
King James Version (KJV)
Surely there is no enchantment against Jacob, neither is there any divination against Israel: according to this time it shall be said of Jacob and of Israel, What hath God wrought!
American Standard Version (ASV)
Surely there is no enchantment with Jacob; Neither is there any divination with Israel: Now shalt it be said of Jacob and of Israel, What hath God wrought!
Bible in Basic English (BBE)
No evil power has effect against Jacob, no secret arts against Israel; at the right time it will be said of Jacob and of Israel, See what God has done!
Darby English Bible (DBY)
For there is no enchantment against Jacob, neither is there any divination against Israel. At this time it shall be said of Jacob and of Israel, What hath ùGod wrought!
Webster's Bible (WBT)
Surely there is no enchantment against Jacob, neither is there any divination against Israel: according to this time it shall be said of Jacob and of Israel, What hath God wrought!
World English Bible (WEB)
Surely there is no enchantment with Jacob; Neither is there any divination with Israel: Now shall it be said of Jacob and of Israel, What has God done!
Young's Literal Translation (YLT)
For no enchantment `is' against Jacob, Nor divination against Israel, At the time it is said of Jacob and Israel, What hath God wrought!
| Surely | כִּ֤י | kî | kee |
| there is no | לֹא | lōʾ | loh |
| enchantment | נַ֙חַשׁ֙ | naḥaš | NA-HAHSH |
| Jacob, against | בְּיַֽעֲקֹ֔ב | bĕyaʿăqōb | beh-ya-uh-KOVE |
| neither | וְלֹא | wĕlōʾ | veh-LOH |
| divination any there is | קֶ֖סֶם | qesem | KEH-sem |
| against Israel: | בְּיִשְׂרָאֵ֑ל | bĕyiśrāʾēl | beh-yees-ra-ALE |
| time this to according | כָּעֵ֗ת | kāʿēt | ka-ATE |
| it shall be said | יֵֽאָמֵ֤ר | yēʾāmēr | yay-ah-MARE |
| Jacob of | לְיַֽעֲקֹב֙ | lĕyaʿăqōb | leh-ya-uh-KOVE |
| and of Israel, | וּלְיִשְׂרָאֵ֔ל | ûlĕyiśrāʾēl | oo-leh-yees-ra-ALE |
| What | מַה | ma | ma |
| hath God | פָּ֖עַל | pāʿal | PA-al |
| wrought! | אֵֽל׃ | ʾēl | ale |
Cross Reference
ଯିହୋଶୂୟ 13:22
ଇଶ୍ରାୟେଲ ସନ୍ତାନଗଣ ଖଣ୍ତା ରେ ଯେଉଁମାନଙ୍କୁ ହତ୍ଯା କରିଥିଲେ, ସମାନଙ୍କେ ମଧିଅରେ ଥିଲେ, ବିଯୋରର ପକ୍ସ୍ଟତ୍ର ମନ୍ତ୍ରଜ୍ଞ ବିଲିଯମକକ୍ସ୍ଟ ମଧ୍ଯ ହତ୍ଯା କରିଥିଲେ।
ଲୂକଲିଖିତ ସୁସମାଚାର 10:18
ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି।
ମାଥିଉଲିଖିତ ସୁସମାଚାର 12:27
ତୁମ୍ଭ କହିବା ଅନୁସାରେ ମୁଁ ଯଦି ବାଆଲ୍ଜିବୂଲ୍ର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡ଼ି ଦେଉଛି, ତବେେ ତୁମ୍ଭର ଶିଷ୍ଯମାନେ କାହା ସାହାୟ୍ଯ ରେ ତାହାଙ୍କୁ ତଡ଼ଛନ୍ତି? ତେଣୁ ତୁମ୍ଭ ନିଜର ଶିଷ୍ଯମାନେ ପ୍ରମାଣିତ କରିଦେଉଛନ୍ତି ଯେ ତୁମ୍ଭେ ଭୁଲ କହୁଛ।
ମୀଖା 6:4
ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।
ଗଣନା ପୁସ୍ତକ 24:1
ବିଲିଯମ ହୃଦବୋଧ କଲେ ଯେ, ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବାକୁ ଚାହିଁଲେ। ତେଣୁ ସେ ପୂର୍ବପରି କୌଣସି ନବୈେଦ୍ଯ ପ୍ରଯୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁ୍ଚ୍ଛାଟା ରେ ମରୁଭୂମି ଆଡେ ନିଜ ମୁଖ ରଖିଲା।
ଗଣନା ପୁସ୍ତକ 22:6
ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦବୋ ପାଇଁ ନିବଦନେ କରୁଅଛୁ। କାରଣ ସମାନେେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାୟ୍ଯ ଦ୍ବାରା ଆମ୍ଭେ ସମାନଙ୍କେୁ ଆମ୍ଭ ରାଜ୍ଯରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସମାନେେ ଭାଗ୍ଯବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:38
ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:12
ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:20
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:23
ସମାନେେ କବଳେ ମାେ ବିଷୟ ରେ ଶୁଣିଥିଲେ ଯେ, ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ବାସମତକୁ ପ୍ରଚାର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:8
ମାକିଦନିଆ ଓ ଆଖାଯା ରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହାଇେଥିଲା। ପ୍ରେତ୍ୟକକ ସ୍ଥାନ ରେ ପରମେଶ୍ବରଙ୍କଠା ରେ ତୁମ୍ଭ ବିଶ୍ବାସ ପରିଚିତ ହାଇେଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:9
ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:14
ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ବାସ କଲେ। ସମାନେେ ବିଶ୍ବାସୀଙ୍କ ଦଳ ରେ ସଂୟୁକ୍ତ ହେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:12
ପ୍ ରରେିତମାନଙ୍କ ଦ୍ବାରା ଲୋକମାନଙ୍କ ମଧିଅରେ ବହୁତଗୁଡ଼ିଏ ଚ଼ିହ୍ନ ଓ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରାଗଲା। ସମାନେେ ସମସ୍ତେ ଗୋଟିଏ ଉଦ୍ଦେଶ୍ଯ ରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ।
ଗୀତସଂହିତା 64:9
ତା' ହେଲେ ପ୍ରେତ୍ୟକକ ବ୍ଯକ୍ତି ଭୟଭୀତ ହବେେ। ସମାନେେ ପରମେଶ୍ବରଙ୍କର କାର୍ୟ୍ଯ ବିଷଯରେ କହିବେ ଏବଂ ସେ ୟାହା କରିଛନ୍ତି ସମାନେେ ତାହା ଶିକ୍ଷା କରିବେ।
ଗୀତସଂହିତା 126:2
ଆମ୍ଭମାନେେ ଖୁସିରେ ପୂର୍ଣ୍ଣ ହାଇେଥିଲୁ ଏବଂ ଖୁସିରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, ସଦାପ୍ରଭୁ ସମାନଙ୍କେ ପାଇଁ ମହତ କର୍ମ କଲେ।
ଗୀତସଂହିତା 136:13
ପରମେଶ୍ବର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାଙ୍କର ବିଶ୍ବସ୍ତ ପ୍ରମେ ଅନନ୍ତକାଳସ୍ଥାଯୀ।
ଯିଶାଇୟ 41:4
କିଏ ଆଦ୍ଯରୁ ପୁରୁଷକୁ ପୁରୁଷ ଧରି ଏକ କାର୍ୟ୍ଯ ସାଧନ କରିଅଛି ? ଆମ୍ଭେ ସଦାପ୍ରଭୁ ଆଦି ଓ ଶଷେକାଳ ପର୍ୟ୍ଯନ୍ତ ସଙ୍ଗ ରେ ଥାଉ, ଆମ୍ଭେ ସହେି ଅଟୁ।
ଯିଶାଇୟ 63:9
ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।
ଦାନିଏଲ 9:15
ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ବାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ଯ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛୁ। ହେ ପ୍ରଭୁ, ଆମ୍ଭମାନେେ ପାପ କରିଅଛୁ ଓ ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।
ମୀଖା 7:15
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ୟ୍ଯ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ।
ମାଥିଉଲିଖିତ ସୁସମାଚାର 12:25
ଯୀଶୁ ଫାରୂଶୀମାନଙ୍କର ମନକଥା ଜାଣିପାରିଲେ ଓ ସମାନଙ୍କେୁ କହିଲେ, ନିଜ ବିରୁଦ୍ଧ ରେ ବିଭଦେ ସୃଷ୍ଟି କରୁଥିବା ପ୍ରେତ୍ୟକକ ରାଜ୍ଯ ଧ୍ବଂସ ପାଇୟିବ। ଯଦି କୌଣସି ନଗର ନିଜ ନିଜ ମଧିଅରେ ଭାଗଭାଗ ହାଇଯୋଏ, ତବେେ ତାହା ତିଷ୍ଠିରହି ପାରିବନି। ସହେିଭଳି ନିଜନିଜ ଭିତ ରେ ଭାଗ ହାଇଗେଲେ କୌଣସି ପରିବାର ତିଷ୍ଠି ରହି ପାରିବନି।
ମାଥିଉଲିଖିତ ସୁସମାଚାର 16:18
ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
ଯୋହନଲିଖିତ ସୁସମାଚାର 11:47
ତା'ପରେ ମୁଖ୍ଯ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସମାନେେ କହିଲେ, ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:16
ସମାନେେ କହିଲେ, ଏ ଲୋକମାନଙ୍କ ପ୍ରତି ଆମ୍ଭେ କ'ଣ କରିବା? ୟିରୁଶାଲମର ପ୍ରେତ୍ୟକକ ଲୋକ ଜାଣିଛନ୍ତି ଯେ, ସମାନେେ ଗୋଟିଏ ଅସାଧାରଣ କାର୍ୟ୍ଯ କରିଛନ୍ତି। ଆମ୍ଭେ ଏହା ଅସ୍ବୀକାର କରିପାରିବା ନାହିଁ।
ଗୀତସଂହିତା 31:19
ପରମେଶ୍ବର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ। ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ୟ୍ଯ କର। ସହେି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।