Numbers 21:24
ମାତ୍ର ଇଶ୍ରାୟେଲର ଲୋକମାନେ ରାଜାଙ୍କୁ ହତ୍ଯା କଲେ। ତା'ପରେ ସମାନେେ ଅର୍ଣୋନଠାରୁ ୟଦ୍ଦୋକ ପର୍ୟ୍ଯନ୍ତ ଅର୍ଥାତ୍ ଅେମ୍ମାନୀୟମାନଙ୍କର ସୀମା ପର୍ୟ୍ଯନ୍ତ ଅଗ୍ରସର ହେଲେ। ସମାନେେ ସମାନଙ୍କେର ଦେଶ ଅଧିକାର କଲେ କିନ୍ତୁ ଆଗକୁ ୟାଇ ପାରିଲେ ନାହିଁ। କାରଣ ଅେମ୍ମାନୀୟମାନେ ଶକ୍ତିଶାଳି ଥିଲେ।
Numbers 21:24 in Other Translations
King James Version (KJV)
And Israel smote him with the edge of the sword, and possessed his land from Arnon unto Jabbok, even unto the children of Ammon: for the border of the children of Ammon was strong.
American Standard Version (ASV)
And Israel smote him with the edge of the sword, and possessed his land from the Arnon unto the Jabbok, even unto the children of Ammon; for the border of the children of Ammon was strong.
Bible in Basic English (BBE)
But Israel overcame him, and took all his land from the Arnon to the Jabbok, as far as the country of the children of Ammon, for the country of the children of Ammon was strongly armed.
Darby English Bible (DBY)
And Israel smote him with the edge of the sword, and took possession of his land from the Arnon to the Jabbok, even unto the children of Ammon; for the border of the children of Ammon was strong.
Webster's Bible (WBT)
And Israel smote him with the edge of the sword, and possessed his land from Arnon to Jabbok, even to the children of Ammon: for the border of the children of Ammon was strong.
World English Bible (WEB)
Israel struck him with the edge of the sword, and possessed his land from the Arnon to the Jabbok, even to the children of Ammon; for the border of the children of Ammon was strong.
Young's Literal Translation (YLT)
And Israel smiteth him by the mouth of the sword, and possesseth his land from Arnon unto Jabbok -- unto the sons of Ammon; for the border of the sons of Ammon `is' strong.
| And Israel | וַיַּכֵּ֥הוּ | wayyakkēhû | va-ya-KAY-hoo |
| smote | יִשְׂרָאֵ֖ל | yiśrāʾēl | yees-ra-ALE |
| him with the edge | לְפִי | lĕpî | leh-FEE |
| sword, the of | חָ֑רֶב | ḥāreb | HA-rev |
| and possessed | וַיִּירַ֨שׁ | wayyîraš | va-yee-RAHSH |
| אֶת | ʾet | et | |
| his land | אַרְצ֜וֹ | ʾarṣô | ar-TSOH |
| from Arnon | מֵֽאַרְנֹ֗ן | mēʾarnōn | may-ar-NONE |
| unto | עַד | ʿad | ad |
| Jabbok, | יַבֹּק֙ | yabbōq | ya-BOKE |
| even unto | עַד | ʿad | ad |
| the children | בְּנֵ֣י | bĕnê | beh-NAY |
| of Ammon: | עַמּ֔וֹן | ʿammôn | AH-mone |
| for | כִּ֣י | kî | kee |
| border the | עַ֔ז | ʿaz | az |
| of the children | גְּב֖וּל | gĕbûl | ɡeh-VOOL |
| of Ammon | בְּנֵ֥י | bĕnê | beh-NAY |
| was strong. | עַמּֽוֹן׃ | ʿammôn | ah-mone |
Cross Reference
ଆମୋଷ 2:9
କିନ୍ତୁ ଆମ୍ଭେ ୟିଏକି ଜଣେ ଥିଲୁ, ଇ ମାରେୀଯକୁ ସମାନଙ୍କେ ସମ୍ମୁଖ ରେ ଧ୍ବଂସ କଲୁ। ଇ ମାରେୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସମାନଙ୍କେର ଉର୍ଦ୍ଦ୍ବ ଭାଗ ରେ ଥିବା ଫଳ ଓ ନିମ୍ନ ଭାଗ ରେ ଥିବା ମୂଳକୁ ନଷ୍ଟ କଲୁ।
ଗୀତସଂହିତା 136:19
ପରମେଶ୍ବର ଇ ମାରେୀଯମାନଙ୍କର ରାଜା ସୀହାନକେୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ନିହିମିୟା 9:22
ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ଯ ଓ ଗୋଷ୍ଠୀ ଦଲେ ଓ ତାହା ସମାନଙ୍କେ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସମାନେେ ସୀହାନେ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
ଯିହୋଶୂୟ 24:8
ଏହାପରେ ଆମ୍ଭେ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ପୂର୍ବପାଶର୍ବ ରେ ବାସ କରୁଥିବା ଇମାରେୀୟମାନଙ୍କର ଦେଶକକ୍ସ୍ଟ ଆଣିଲକ୍ସ୍ଟ। ଏହାପରେ ସମାନେେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତେଣୁ ଆମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ଏହିପରି ତୁମ୍ଭେ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ। ଏବଂ ସମାନଙ୍କେୁ ବିନାଶ କଲ।
ଆଦି ପୁସ୍ତକ 32:22
ସହେି ରାତ୍ରି ରେ ଯାକୁବ ଉଠି ସହେି ସ୍ଥାନ ଛାଡ଼ିଲା। ଯାକୁବ ତା'ର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତା'ର ଦାସୀକୁ ନଇେ ଗଲେ। ଯାକୁବ ୟଜ୍ବୋକ ପାର କରାଇବା ପାଇଁ ସଙ୍ଗ ରେ ନେଲେ।
ଗୀତସଂହିତା 135:10
ପରମେଶ୍ବର ଅନକେ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ଯା କଲେ।
ବିଚାରକର୍ତାମାନଙ୍କ ବିବରଣ 21:8
ଇଶ୍ରାୟେଲର ପରିବାରବର୍ଗ ମଧ୍ଯରକ୍ସ୍ଟ ଏପରି କେଉଁ ପରିବାରବର୍ଗ, ମିସ୍ପୀର ସଦାପ୍ରଭୁଙ୍କ ନିକଟକକ୍ସ୍ଟ ଆସିଲା ନାହିଁ। ଏବଂ ବାସ୍ତବ ରେ ସମାନେେ ଅନ୍ୟ ଇଶ୍ରାୟେଲମାନଙ୍କ ସହିତ ୟାବେଶ ଗିଲିଯଦରକ୍ସ୍ଟ କହେି ମିଶିବାକକ୍ସ୍ଟ ଆସି ନଥିଲେ।
ବିଚାରକର୍ତାମାନଙ୍କ ବିବରଣ 12:1
ଇଫ୍ରଯିମ ପରିବାରବର୍ଗ ସମାନଙ୍କେର ୈସନ୍ଯମାନଙ୍କୁ ଡାକି ଏକତ୍ରୀତ କଲେ। ଏହାପରେ ସମାନେେ ସିଫନ୍ ସହରକକ୍ସ୍ଟ ନଦୀ ପାରହାଇେ ଗଲେ। ସମାନେେ ୟିଲ୍ଗହକକ୍ସ୍ଟ କହିଲେ, ଅମ୍ମାନେ ସନ୍ତାନଗଣଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ, ତୁମ୍ଭେ ଆମ୍ଭକକ୍ସ୍ଟ କାହିଁକି ଡାକିଲ ନାହିଁ? ଆମ୍ଭେ ତକ୍ସ୍ଟମ୍ଭ ସହିତ ତକ୍ସ୍ଟମ୍ଭ ଘରକକ୍ସ୍ଟ ପୋଡି଼ଦବେକ୍ସ୍ଟ।
ବିଚାରକର୍ତାମାନଙ୍କ ବିବରଣ 11:21
କିନ୍ତୁ ସଦାପ୍ରଭୁ ସୀହାନରେ ସମସ୍ତ ଲୋକମାନଙ୍କୁ ଇଶ୍ରାୟେଲ ହସ୍ତ ରେ ସମର୍ପଣ କରନ୍ତେ ଓ ଇଶ୍ରାୟେଲ ସମାନଙ୍କେୁ ପରାସ୍ତ କଲେ। ଏହିପରି ଭାବରେ ଇଶ୍ରାୟେଲ ଇ ମାରେୀଯମାନଙ୍କ ସମସ୍ତ ଦେଶକକ୍ସ୍ଟ ବଳପୂର୍ବକ ଅଧିକାର କଲେ।
ଯିହୋଶୂୟ 13:8
ରକ୍ସ୍ଟବନରେ ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସମାନଙ୍କେର ଦେଶକକ୍ସ୍ଟ ନଇୟୋଇଛନ୍ତି। ସଦାପ୍ରଭୁଙ୍କର ସବେକ ମାଶାେ, ତାଙ୍କୁ ଏହି ଦେଶଗକ୍ସ୍ଟଡିକ ଦଇେଛନ୍ତି। ତାହା ୟର୍ଦ୍ଦନ ନଦୀର ପୂର୍ବ ଭାଗ ରେ।
ଯିହୋଶୂୟ 12:1
ୟର୍ଦ୍ଦନର ପୂର୍ବପାଶର୍ବସ୍ଥ ଦେଶଗୁଡିକୁ ଇଶ୍ରାୟେଲର ଲୋକମାନେ ନିଜ ଅଧିନକକ୍ସ୍ଟ ଆଣିଲେ। ଆରୋଣ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।
ଯିହୋଶୂୟ 9:10
ଏବଂ ୟର୍ଦ୍ଦନ ପୂର୍ବପାରିସ୍ଥ ହିଷବୋନ୍ ରାଜା ସୀହାନ୍େ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇ ମାରେୀଯମାନଙ୍କ ଦକ୍ସ୍ଟଇଜଣ ରାଜାଙ୍କକ୍ସ୍ଟ କମେିତି ପରାଜିତ କଲ, ତାହାସବୁ ଆମ୍ଭମାନେେ ଶକ୍ସ୍ଟଣିଅଛକ୍ସ୍ଟ।
ଦିତୀୟ ବିବରଣ 29:7
ତୁମ୍ଭମାନେେ ଏହି ସ୍ଥାନକକ୍ସ୍ଟ ଆସିଲାପରେ ହିଷ୍ବୋନର ରାଜା ସୀହାନ୍େ ଓ ବାଶନର ରାଜା ଓଗ୍ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭମାନେେ ସମାନଙ୍କେୁ ପରାସ୍ତ କଲକ୍ସ୍ଟ।
ଦିତୀୟ ବିବରଣ 3:16
ଏବଂ ଗିଲିଯଦ ଠାରକ୍ସ୍ଟ ଅର୍ନୋନ୍-ଉପତ୍ୟକା ପର୍ୟ୍ଯନ୍ତ ସମସ୍ତ ଭୂମି ଏବଂ ଉପତ୍ୟକାର ମଧ୍ଯସ୍ଥାନ ଓ ତାହାର ସୀମା ସମସ୍ତ ଏବଂ ସଠାେରକ୍ସ୍ଟ ଅେମ୍ମାନୀୟମାନଙ୍କର ସୀମା ଯଦ୍ଦୋକ୍ ନଦୀ ପର୍ୟ୍ଯନ୍ତ ମୁ ରକ୍ସ୍ଟବନେ ଓ ଗାଦ ଗୋଷ୍ଠୀକକ୍ସ୍ଟ ଦଲେି।
ଦିତୀୟ ବିବରଣ 2:31
ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ସିୟୋନ ଏବଂ ତାଙ୍କର ରାଜାଙ୍କକ୍ସ୍ଟ ସମର୍ପଣ କରିବା। ବର୍ତ୍ତମାନ ୟାଅ ସହେି ଦେଶକକ୍ସ୍ଟ ଅଧିକାର କର!'
ଗଣନା ପୁସ୍ତକ 32:33
ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
ଗଣନା ପୁସ୍ତକ 32:1
ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।
ଗଣନା ପୁସ୍ତକ 21:13
ସଠାରୁେ ସମାନେେ ୟାତ୍ରକରି ଇମାରେୀୟମାନଙ୍କ ସୀମାରୁ ନିର୍ଗତ ଅର୍ଣୋନ ନଦୀର ଅନ୍ୟ ପାଶର୍ବ ମରୁଭୂମିରେ ଛାଉଣୀ ସ୍ଥାପନ କଲେ। କାରଣ ମାୟୋବର ଓ ଇ ମାରେୀଯମାନଙ୍କର ମଧ୍ଯବର୍ତ୍ତୀ ଅର୍ଣୋନ୍ ମାୟୋବର ସୀମା ଥିଲା।