Index
Full Screen ?
 

ଗଣନା ପୁସ୍ତକ 19:16

Numbers 19:16 in Tamil ଓଡିଆ ବାଇବେଲ ଗଣନା ପୁସ୍ତକ ଗଣନା ପୁସ୍ତକ 19

ଗଣନା ପୁସ୍ତକ 19:16
ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ।

And
whosoever
וְכֹ֨לwĕkōlveh-HOLE

אֲשֶׁרʾăšeruh-SHER
toucheth
יִגַּ֜עyiggaʿyee-ɡA
one
that
is
slain
עַלʿalal
sword
a
with
פְּנֵ֣יpĕnêpeh-NAY
in
הַשָּׂדֶ֗הhaśśādeha-sa-DEH
the
open
בַּֽחֲלַלbaḥălalBA-huh-lahl
fields,
חֶ֙רֶב֙ḥerebHEH-REV
or
א֣וֹʾôoh
body,
dead
a
בְמֵ֔תbĕmētveh-MATE
or
אֽוֹʾôoh
a
bone
בְעֶ֥צֶםbĕʿeṣemveh-EH-tsem
of
a
man,
אָדָ֖םʾādāmah-DAHM
or
א֣וֹʾôoh
a
grave,
בְקָ֑בֶרbĕqāberveh-KA-ver
shall
be
unclean
יִטְמָ֖אyiṭmāʾyeet-MA
seven
שִׁבְעַ֥תšibʿatsheev-AT
days.
יָמִֽים׃yāmîmya-MEEM

Cross Reference

ଗଣନା ପୁସ୍ତକ 31:19
ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ମନୁଷ୍ଯ ହତ୍ଯା କରି ଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସମାନେେ ସାତଦିନ ଛାଉଣୀ ବାହା ରେ ରହିବେ। ସମାନେେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବା ଉଚିତ୍।

ମାଥିଉଲିଖିତ ସୁସମାଚାର 23:27
ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।

ଗଣନା ପୁସ୍ତକ 19:11
ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ।

ଲୂକଲିଖିତ ସୁସମାଚାର 11:44
ହାୟ, କାରଣ ତୁମ୍ଭମାନେେ ଲୁଚି ରହିଥିବା ସହେି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣା ରେ ଚାଲିଯାଆନ୍ତି।

ଯିହିଜିକଲ 39:11
ପରମେଶ୍ବର କହନ୍ତି ମୁଁ ସହେିଦିନ ଗୋଗର ସମାଧି ସ୍ଥାନ ନିମନ୍ତେ ଇଶ୍ରାୟେଲ ମଧିଅରେ ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ବାଛିବି ଏବଂ ତାହା ପଥିକମାନଙ୍କର ଗମନ ରୋଧ କରିବ। ସହେି ସ୍ଥାନ ରେ ଲୋକମାନେ ଗୋଗକୁ ଓ ତାହାର ସମସ୍ତ ଲୋକଙ୍କୁ କବର ଦବେେ। ଏବଂ ସହେି ସ୍ଥାନକୁ ସମାନେେ 'ଗୋଗର ସୈନ୍ଯମାନଙ୍କର ଉପତ୍ୟକା' ବୋଲି ନାମ ଦବେେ।

Chords Index for Keyboard Guitar