Matthew 8:18
ଯୀଶୁ ତାହାଙ୍କ ଚାରିପଟେ ଲୋକଙ୍କ ଭିଡ ଦେଖିଲେ। ଶିଷ୍ଯମାନଙ୍କୁ ହ୍ରଦର ଆର ପଟକୁ ୟିବାକୁ ଆଦେଶ ଦେଲେ।
Matthew 8:18 in Other Translations
King James Version (KJV)
Now when Jesus saw great multitudes about him, he gave commandment to depart unto the other side.
American Standard Version (ASV)
Now when Jesus saw great multitudes about him, he gave commandments to depart unto the other side.
Bible in Basic English (BBE)
Now when Jesus saw a great mass of people about him, he gave an order to go to the other side.
Darby English Bible (DBY)
And Jesus, seeing great crowds around him, commanded to depart to the other side.
World English Bible (WEB)
Now when Jesus saw great multitudes around him, he gave the order to depart to the other side.
Young's Literal Translation (YLT)
And Jesus having seen great multitudes about him, did command to depart to the other side;
| Now | Ἰδὼν | idōn | ee-THONE |
| when | δὲ | de | thay |
| Jesus | ὁ | ho | oh |
| saw | Ἰησοῦς | iēsous | ee-ay-SOOS |
| great | πολλοὺς | pollous | pole-LOOS |
| multitudes | ὄχλους | ochlous | OH-hloos |
| about | περὶ | peri | pay-REE |
| him, | αὐτὸν | auton | af-TONE |
| commandment gave he | ἐκέλευσεν | ekeleusen | ay-KAY-layf-sane |
| to depart | ἀπελθεῖν | apelthein | ah-pale-THEEN |
| unto | εἰς | eis | ees |
| the | τὸ | to | toh |
| other side. | πέραν | peran | PAY-rahn |
Cross Reference
ମାର୍କଲିଖିତ ସୁସମାଚାର 4:35
ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।
ଲୂକଲିଖିତ ସୁସମାଚାର 8:22
ଦିନେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗୋଟିଏ ଡଙ୍ଗା ରେ ଚଢି଼ଲେ। ଯୀଶୁ ସମାନଙ୍କେୁ କହିଲେ, ଆସ, ଆମ୍ଭମାନେେ ହ୍ରଦ ଆରପାରିକି ୟିବା। ଶିଷ୍ଯମାନେ ଡଙ୍ଗା ଖାଲିେ ଦେଲେ।
ଯୋହନଲିଖିତ ସୁସମାଚାର 6:15
ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତବେେଳେ ତାହାଙ୍କୁ ଧରି ନଇେ ରାଜା କରିବାର ଯୋଜନା ଲୋକେ କଲେ, ସେତବେେଳେ ସେ ସହେି ସ୍ଥାନ ଛାଡି ଏକୁଟିଆ ପାହାଡ ଉପରକୁ ଚାଲିଗଲେ।
ମାଥିଉଲିଖିତ ସୁସମାଚାର 14:22
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।
ଲୂକଲିଖିତ ସୁସମାଚାର 4:42
ଯୀଶୁ ଏକାକୀ ରହିବା ଉଦ୍ଦେଶ୍ଯ ରେ ତା'ପର ଦିନ ସକାଳେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖାଜେିଲେ। ଖାଜେି ଖାଜେି େଶଷରେ ସମାନେେ ଯୀଶୁ ଯେଉଁଠା ରେ ଥିଲେ, ସଠାେରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେୁ ଛାଡି କରି କୁଆଡେ ନଯା'ନ୍ତୁ ବୋଲି ସମାନେେ ଚାହୁଁଥିଲେ। ତେଣୁ ସମାନେେ ଯାଶୁଙ୍କୁ ଅଟକଇବୋକୁ ଚେଷ୍ଟାକଲେ।
ମାର୍କଲିଖିତ ସୁସମାଚାର 8:13
ତା'ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡି ପୁନଃ ଡଙ୍ଗା ଭିତରକୁ ଚାଲି ଆସିଲେ। ସେ ଡଙ୍ଗା ରେ ବସି ହ୍ରଦର ଅପର ପାରିକୁ ଚାଲିଗଲେ।
ମାର୍କଲିଖିତ ସୁସମାଚାର 6:45
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।
ମାର୍କଲିଖିତ ସୁସମାଚାର 5:21
ଯୀଶୁ ନେ ୗକା ରେ ବସି ହ୍ରଦର ଅପର ପାଶର୍ବକୁ ଫରେିଗଲେ। ପୁଣି ହ୍ରଦ କୂଳ ରେ ତାହାଙ୍କ ଚାରି ପଟେ ବହୁତ ଲୋକ ଜମିଗଲେ।
ମାର୍କଲିଖିତ ସୁସମାଚାର 1:35
ତା'ପର ଦିନ ସକାଳେ ଯୀଶୁ ଶୀଘ୍ର ଉଠି ପଡିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ସଠାେରେ ସେ ପ୍ରାର୍ଥନା କଲେ।
ମାଥିଉଲିଖିତ ସୁସମାଚାର 8:1
ଯୀଶୁ ପାହାଡ ଉପରୁ ଓହ୍ଲଇେ ତଳକୁ ଆସିଲେ। ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା।