ମାଥିଉଲିଖିତ ସୁସମାଚାର 24:40 in Oriya

ଓଡିଆ ଓଡିଆ ବାଇବେଲ ମାଥିଉଲିଖିତ ସୁସମାଚାର ମାଥିଉଲିଖିତ ସୁସମାଚାର 24 ମାଥିଉଲିଖିତ ସୁସମାଚାର 24:40

Matthew 24:40
ଜମି ରେ ଦୁଇଜଣ ଲୋକ ଏକାଠି କାମ କରିଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ଛାଡ଼ି ଆର ଜଣକୁ ନିଆୟିବ।

Matthew 24:39Matthew 24Matthew 24:41

Matthew 24:40 in Other Translations

King James Version (KJV)
Then shall two be in the field; the one shall be taken, and the other left.

American Standard Version (ASV)
Then shall two man be in the field; one is taken, and one is left:

Bible in Basic English (BBE)
Then two men will be in the field; one is taken, and one let go;

Darby English Bible (DBY)
Then two shall be in the field, one is taken and one is left;

World English Bible (WEB)
Then two men will be in the field: one will be taken and one will be left;

Young's Literal Translation (YLT)
Then two men shall be in the field, the one is received, and the one is left;

Then
τότεtoteTOH-tay
shall
two
δύοdyoTHYOO-oh
be
ἔσονταιesontaiA-sone-tay
in
ἐνenane
the
τῷtoh
field;
ἀγρῷagrōah-GROH
the
hooh
one
εἷςheisees
shall
be
taken,
παραλαμβάνεταιparalambanetaipa-ra-lahm-VA-nay-tay
and
καὶkaikay
the
hooh
other
εἷςheisees
left.
ἀφίεται·aphietaiah-FEE-ay-tay

Cross Reference

ଲୂକଲିଖିତ ସୁସମାଚାର 17:34
ମୁଁ ଫରେି ଆସିବା ସମୟରେ ଗୋଟିଏ କଠାେରୀ ରେ ହୁଏତ ସହେି ରାତି ରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସମାନଙ୍କେ ମଧ୍ଯରୁ ଜଣକୁ ନିଆ ହବେ ଓ ଅନ୍ୟ ଜଣକୁ ଛାଡି ଦିଆୟିବ।

ପିତରଙ୍କ ଦିତୀୟ ପତ୍ର 2:5
ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।

ପିତରଙ୍କ ଦିତୀୟ ପତ୍ର 2:7
କିନ୍ତୁ ସହେି ନଗର ମଧ୍ଯରୁ ପରମେଶ୍ବର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହତେୁ ସେ ଦୁଃଖ ପାଉଥିଲେ।

ଦିତୀୟ ବଂଶାବଳୀ 33:12
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।

ଲୂକଲିଖିତ ସୁସମାଚାର 23:39
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:7
କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।