ଲେବୀୟ ପୁସ୍ତକ 8:32 in Oriya

ଓଡିଆ ଓଡିଆ ବାଇବେଲ ଲେବୀୟ ପୁସ୍ତକ ଲେବୀୟ ପୁସ୍ତକ 8 ଲେବୀୟ ପୁସ୍ତକ 8:32

Leviticus 8:32
ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନି ରେ ଦଗ୍ଧ କରିବ।

Leviticus 8:31Leviticus 8Leviticus 8:33

Leviticus 8:32 in Other Translations

King James Version (KJV)
And that which remaineth of the flesh and of the bread shall ye burn with fire.

American Standard Version (ASV)
And that which remaineth of the flesh and of the bread shall ye burn with fire.

Bible in Basic English (BBE)
And that which is over of the flesh and of the bread is to be burned with fire.

Darby English Bible (DBY)
And that which remaineth of the flesh and of the bread shall ye burn with fire.

Webster's Bible (WBT)
And that which remaineth of the flesh and of the bread shall ye burn with fire.

World English Bible (WEB)
What remains of the flesh and of the bread you shall burn with fire.

Young's Literal Translation (YLT)
`And the remnant of the flesh and of the bread with fire ye burn;

And
that
which
remaineth
וְהַנּוֹתָ֥רwĕhannôtārveh-ha-noh-TAHR
of
the
flesh
בַּבָּשָׂ֖רbabbāśārba-ba-SAHR
bread
the
of
and
וּבַלָּ֑חֶםûballāḥemoo-va-LA-hem
shall
ye
burn
בָּאֵ֖שׁbāʾēšba-AYSH
with
fire.
תִּשְׂרֹֽפוּ׃tiśrōpûtees-roh-FOO

Cross Reference

ଯାତ୍ରା ପୁସ୍ତକ 29:34
ଯଦି ପଦ ନି ଯୋଗର୍ଥକ ମାଂସର କିଛି ଏଂଶ କିମ୍ବା ରୋଟୀ ସକାର ପର୍ୟ୍ଯନ୍ତ ରହିୟାଏ, ତବେେ ତାକୁ ଅଗ୍ନି ରେ ଦଗ୍ଧ କର। ତୁମ୍ଭମାନେେ କହେି ଏହାକୁ ଖାଇବା ଉଚିତ୍ ନୁହଁ, କରଣ ଏହା ପବିତ୍ର ଅଟେ।

ଯାତ୍ରା ପୁସ୍ତକ 12:10
ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।

ଲେବୀୟ ପୁସ୍ତକ 7:17
ମାତ୍ର ଯବେେ କୌଣସି ବଳି ମାଂସ ପୁଣି ରହିୟାଏ, ତବେେ ତାହା ତୃତୀୟ ଦିନ ରେ ଅଗ୍ନି ରେ ଦଗ୍ଧ କରିବ।

ହିତୋପଦେଶ 27:1
କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ'ଣ ଘଟିବାକୁ ଯାଉଛି।

ଉପଦେଶକ 9:10
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:2
ପରମେଶ୍ବର କହିଛନ୍ତି :

ଏବ୍ରୀମାନଙ୍କ ନିକଟକୁ ପତ୍ର 3:13
କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।