Lamentations 3:43
ତୁମ୍ଭେ ନିଜେ କୋରଧ ରେ ଆଚ୍ଛାଦିତ ହାଇେଛ ଏବଂ ତୁମ୍ଭେ ଆମ୍ଭ ପଛ ରେ ଗୋଡ଼ାଇଛ ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦଯ ଭାବରେ ବଧ କରିଛ।
Lamentations 3:43 in Other Translations
King James Version (KJV)
Thou hast covered with anger, and persecuted us: thou hast slain, thou hast not pitied.
American Standard Version (ASV)
Thou hast covered with anger and pursued us; thou hast slain, thou hast not pitied.
Bible in Basic English (BBE)
Covering yourself with wrath you have gone after us, cutting us off without pity;
Darby English Bible (DBY)
Thou hast covered thyself with anger, and pursued us; thou hast slain, thou hast not spared.
World English Bible (WEB)
You have covered with anger and pursued us; you have killed, you have not pitied.
Young's Literal Translation (YLT)
Thou hast covered Thyself with anger, And dost pursue us; Thou hast slain -- Thou hast not pitied.
| Thou hast covered | סַכּ֤וֹתָה | sakkôtâ | SA-koh-ta |
| with anger, | בָאַף֙ | bāʾap | va-AF |
| and persecuted | וַֽתִּרְדְּפֵ֔נוּ | wattirdĕpēnû | va-teer-deh-FAY-noo |
| slain, hast thou us: | הָרַ֖גְתָּ | hāragtā | ha-RAHɡ-ta |
| thou hast not | לֹ֥א | lōʾ | loh |
| pitied. | חָמָֽלְתָּ׃ | ḥāmālĕttā | ha-MA-leh-ta |
Cross Reference
ଯିରିମିୟଙ୍କ ବିଳାପ 2:21
ୟୁବକ ଓ ବୃଦ୍ଧ ନଗରର ରାସ୍ତା ରେ ପତିତ ହାଇେଛନ୍ତି। ୟୁବକ, ୟୁବତୀ ଖଡ୍ଗ ରେ ହତ ହାଇେ ପଡ଼ିଛନ୍ତି। ସଦାପ୍ରଭୁ ସମାନଙ୍କେୁ ଆପଣା କୋର୍ଧ ଦିନ ରେ ବଧ କରିଛନ୍ତି ଓ ସମାନଙ୍କେ ପ୍ରତି ନିର୍ଦ୍ଦଯ ହାଇେଛନ୍ତି।
ଯିରିମିୟଙ୍କ ବିଳାପ 2:17
ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସହେି ବାକ୍ଯ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାଁନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପ ରେ ଆନନ୍ଦ କରିବାକୁ ଦଇେଅଛନ୍ତି ଓ ସେ ତୁମ୍ଭ ବିପକ୍ଷ ରେ ସମାନଙ୍କେୁ ଉନ୍ନତ କରିଅଛନ୍ତି।
ଯିରିମିୟଙ୍କ ବିଳାପ 3:66
କୋର୍ଧ ରେ ସମାନଙ୍କେ ପେଛ ପେଛ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସମାନଙ୍କେୁ ଉଚ୍ଛିନ୍ନ କରିବ।
ଗୀତସଂହିତା 83:15
ହେ ପରମେଶ୍ବର, ସହେି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରଇେ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ବାରା ସମାନଙ୍କେୁ ଭୟଭୀତ କର।
ଯିହିଜିକଲ 9:10
ଏଣୁ ମୁଁ କରୁଣା ଦଖାଇବେି ନାହିଁ। ମୁଁ ସମାନଙ୍କେୁ ଅନୁକମ୍ପା କରିବି ନାହିଁ। ମୁଁ ସମାନଙ୍କେର କର୍ମର ପ୍ରତିଫଳ ସମାନଙ୍କେ ମସ୍ତକକୁ ଆଣିବି।
ଯିହିଜିକଲ 8:18
ଏଣୁ ଆମ୍ଭେ ସମାନଙ୍କେ ବିଷଯ ରେ ଆମ୍ଭର କୋରଧଭାବ ଦଖାଇବୋ। ଆମ୍ଭେ ସମାନଙ୍କେୁ ଅନୁକମ୍ପା କରିବା ନାହିଁ କି ଦୟା ଦଖାଇବୋ ନାହିଁ। ଏବଂ ଏପରିକି ଯଦି ସମାନେେ ଆମ୍ଭ କର୍ଣ୍ଣ ପାଖ ରେ ଉଚ୍ଚ ସ୍ବର ରେ ଡ଼ାକନ୍ତି, ତଥାପି ଆମ୍ଭେ ସମାନଙ୍କେ କଥା ଶୁଣିବା ନାହିଁ।
ଯିହିଜିକଲ 7:9
ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ୟୋଗୁ ଓ ତୁମ୍ଭ ମଧିଅରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ୟିଏ ତୁମ୍ଭକୁ ଆଘାତ କରିଛନ୍ତି।
ଯିରିମିୟଙ୍କ ବିଳାପ 2:1
ଦେଖ, ସଦାପ୍ରଭୁ କିପରି ଆପଣା କୋର୍ଧ ରେ ସିୟୋନ କନ୍ଯାକୁ ମଘାେଚ୍ଛନ୍ନ କରିଛନ୍ତି। ସେ ଇଶ୍ରାୟେଲର ଗୌରବକୁ ସ୍ବର୍ଗରୁ ପୃଥିବୀକୁ ନିକ୍ଷପେ କରିଛନ୍ତି। ପୁଣି ତାଙ୍କର କୋରଧର ଦିନ ରେ ତାଙ୍କର ପାଦପୀଠ ଇଶ୍ରାୟେଲକୁ ସ୍ମରଣ କରିନାହାଁନ୍ତି।
ଗୀତସଂହିତା 44:19
ହେ ପରମେଶ୍ବର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦଲେ ୟାହା ମୃତ୍ଯୁଭଳି ଗାଢ଼ ଅନ୍ଧକାର ଅଟେ।
ଦିତୀୟ ବଂଶାବଳୀ 36:16
କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।