ବିଚାରକର୍ତାମାନଙ୍କ ବିବରଣ 9:1 in Oriya

ଓଡିଆ ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 9 ବିଚାରକର୍ତାମାନଙ୍କ ବିବରଣ 9:1

Judges 9:1
ଅବୀମଲେକ୍ ଥିଲା ୟିରକ୍ସ୍ଟଦ୍ଦାଲର ପକ୍ସ୍ଟତ୍ର। ଶିଖିମ ରେ ଥିବା ନିଜର ମାମୁ ମାନଙ୍କୁ ଦେଖିବାକକ୍ସ୍ଟ ଗଲା। ସେ ତାଙ୍କର ମାମୁ ମାନଙ୍କୁ ଏବଂ ତା'ର ମାଆର ସମସ୍ତ ପରିବାରକକ୍ସ୍ଟ କହିଲା।

Judges 9Judges 9:2

Judges 9:1 in Other Translations

King James Version (KJV)
And Abimelech the son of Jerubbaal went to Shechem unto his mother's brethren, and communed with them, and with all the family of the house of his mother's father, saying,

American Standard Version (ASV)
And Abimelech the son of Jerubbaal went to Shechem unto his mother's brethren, and spake with them, and with all the family of the house of his mother's father, saying,

Bible in Basic English (BBE)
Now Abimelech, the son of Jerubbaal, went to Shechem to his mother's family, and said to them and to all the family of his mother's father,

Darby English Bible (DBY)
Now Abim'elech the son of Jerubba'al went to Shechem to his mother's kinsmen and said to them and to the whole clan of his mother's family,

Webster's Bible (WBT)
And Abimelech the son of Jerubbaal went to Shechem to his mother's brethren, and communed with them, and with all the family of the house of his mother's father, saying,

World English Bible (WEB)
Abimelech the son of Jerubbaal went to Shechem to his mother's brothers, and spoke with them, and with all the family of the house of his mother's father, saying,

Young's Literal Translation (YLT)
and Abimelech son of Jerubbaal goeth to Shechem, unto his mother's brethren, and speaketh unto them, and unto all the family of the house of his mother's father, saying,

went
And
וַיֵּ֨לֶךְwayyēlekva-YAY-lek
Abimelech
the
אֲבִימֶ֤לֶךְʾăbîmelekuh-vee-MEH-lek
son
of
בֶּןbenben
Jerubbaal
יְרֻבַּ֙עַל֙yĕrubbaʿalyeh-roo-BA-AL
Shechem
to
שְׁכֶ֔מָהšĕkemâsheh-HEH-ma
unto
אֶלʾelel
brethren,
his
אֲחֵ֖יʾăḥêuh-HAY
mother's
אִמּ֑וֹʾimmôEE-moh
and
communed
וַיְדַבֵּ֣רwaydabbērvai-da-BARE
with
אֲלֵיהֶ֔םʾălêhemuh-lay-HEM
them,
and
with
וְאֶלwĕʾelveh-EL
all
כָּלkālkahl
the
family
מִשְׁפַּ֛חַתmišpaḥatmeesh-PA-haht
house
the
of
בֵּיתbêtbate
father,
of
his
אֲבִ֥יʾăbîuh-VEE
mother's
אִמּ֖וֹʾimmôEE-moh
saying,
לֵאמֹֽר׃lēʾmōrlay-MORE

Cross Reference

ବିଚାରକର୍ତାମାନଙ୍କ ବିବରଣ 8:31
ଗିଦ୍ଦିୟୋନଙ୍କର ଶିଖିମଠା ରେ ଏକ ଉପପତ୍ନୀ ଥିଲା। ସହେି ଉପପତ୍ନୀର ଏକ ପକ୍ସ୍ଟତ୍ର ଥିଲା ଯାହାର ନାମ ଥିଲା ଅବୀମଲେମ୍।

ଆଦି ପୁସ୍ତକ 33:18
ଏହି ପ୍ରକାସର ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳସର କିଣାନସଦଶସ୍ଥ ଶିଖିମର ଏକ ନଗରସର ଉପସ୍ଥିତସହାଇ ନଗରର ବାହାସର ତମ୍ବୁ ସ୍ଥାପନ କଲଲ।

ଆଦି ପୁସ୍ତକ 34:2
ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।

ଦିତୀୟ ଶାମୁୟେଲ 15:6
ଇଶ୍ରାୟେଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକକ୍ସ୍ଟ ଆସନ୍ତି, ଅବଶା ଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ଯବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇଶ୍ରାୟେଲ ଲୋକମାନଙ୍କର ହୃଦଯକକ୍ସ୍ଟ ଜଯ କଲେ।

ପ୍ରଥମ ରାଜାବଳୀ 12:1
ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,

ପ୍ରଥମ ରାଜାବଳୀ 12:3
ଇଶ୍ରାୟେଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିଯାମକୁ ସମାନଙ୍କେର ରାଜା କଲେ। ରିହବିଯାମ ମଧ୍ଯ ରାଜା ହବୋକୁ ଶିଖିମ ଗଲେ। ଲୋକମାନେ ତାଙ୍କୁ କହିଲେ,

ପ୍ରଥମ ରାଜାବଳୀ 12:20
ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।

ଗୀତସଂହିତା 83:2
ହେ ପରମେଶ୍ବର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସମାନେେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।

ଯିରିମିୟ 18:18
ଯିରିମିୟଙ୍କ ଶତ୍ରୁଗଣ କହିଲେ, ଆସ ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ଯୋଜନା କରିବା, କାରଣ ଯାଜକ ନିକଟରୁ ବ୍ଯବସ୍ଥା, ଶିକ୍ଷିତ ନିକଟରୁ ଜ୍ଞାନ ଅଥବା ଭବିଷ୍ଯଦ୍ ବକ୍ତା ନିକଟରୁ ବାକ୍ଯ ଲୁପ୍ତ ହବେ ନାହିଁ। ତେଣୁ ଆସ ଆମ୍ଭମାନେେ ତାଙ୍କୁ ପ୍ରବଞ୍ଚନା ଦ୍ବାରା ଧ୍ବଂସ କରିବା। ଆମ୍ଭମାନେେ ତାଙ୍କର କୌଣସି କଥା ଶୁଣିବା ନାହିଁ।