Index
Full Screen ?
 

ବିଚାରକର୍ତାମାନଙ୍କ ବିବରଣ 16:31

న్యాయాధిపతులు 16:31 ଓଡିଆ ବାଇବେଲ ବିଚାରକର୍ତାମାନଙ୍କ ବିବରଣ ବିଚାରକର୍ତାମାନଙ୍କ ବିବରଣ 16

ବିଚାରକର୍ତାମାନଙ୍କ ବିବରଣ 16:31
ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।

Then
his
brethren
וַיֵּֽרְד֨וּwayyērĕdûva-yay-reh-DOO
and
all
אֶחָ֜יוʾeḥāyweh-HAV
house
the
וְכָלwĕkālveh-HAHL
of
his
father
בֵּ֣יתbêtbate
down,
came
אָבִיהוּ֮ʾābîhûah-vee-HOO
and
took
וַיִּשְׂא֣וּwayyiśʾûva-yees-OO
him,
and
brought
him
up,
אֹתוֹ֒ʾōtôoh-TOH
buried
and
וַֽיַּעֲל֣וּ׀wayyaʿălûva-ya-uh-LOO
him
between
וַיִּקְבְּר֣וּwayyiqbĕrûva-yeek-beh-ROO
Zorah
אוֹת֗וֹʾôtôoh-TOH
Eshtaol
and
בֵּ֤יןbênbane
in
the
buryingplace
צָרְעָה֙ṣorʿāhtsore-AH
Manoah
of
וּבֵ֣יןûbênoo-VANE
his
father.
אֶשְׁתָּאֹ֔לʾeštāʾōlesh-ta-OLE
And
he
בְּקֶ֖בֶרbĕqeberbeh-KEH-ver
judged
מָנ֣וֹחַmānôaḥma-NOH-ak

אָבִ֑יוʾābîwah-VEEOO
Israel
וְה֛וּאwĕhûʾveh-HOO
twenty
שָׁפַ֥טšāpaṭsha-FAHT
years.
אֶתʾetet
יִשְׂרָאֵ֖לyiśrāʾēlyees-ra-ALE
עֶשְׂרִ֥יםʿeśrîmes-REEM
שָׁנָֽה׃šānâsha-NA

Cross Reference

ବିଚାରକର୍ତାମାନଙ୍କ ବିବରଣ 15:20
ତେଣୁ ଶାମ୍ଶାେନ୍ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହାଇେ କୋଡିଏ ବର୍ଷ ପର୍ୟ୍ଯନ୍ତ ରହିଲେ। ଯାହାକି ଥିଲା ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।

ବିଚାରକର୍ତାମାନଙ୍କ ବିବରଣ 13:2
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।

ବିଚାରକର୍ତାମାନଙ୍କ ବିବରଣ 13:25
ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।

ଯିହୋଶୂୟ 19:41
ଏହିସବୁ ଭୂମି ଯାହାକି ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକ ହେଲା ସରିଯ ଇଷ୍ଟାଯୋଲ ଇରଶମେଶ,

ଯୋହନଲିଖିତ ସୁସମାଚାର 19:39
ନୀକଦୀମ ମଧ୍ଯ ଯୋଷଫଙ୍କେ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରି ରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହାଇେଥିଲେ। ସେ ଯୀଶୁଙ୍କ ଦହେ ରେ ଲଗାଇବା ପାଇଁ ପ୍ରାୟ ପ୍ରଚାଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁର ଘନେି ଆସିଲେ।

Chords Index for Keyboard Guitar