Joshua 24:10
କିନ୍ତୁ ମୁ ସଦାପ୍ରଭୁ ବିଲିଯମର କଥାକକ୍ସ୍ଟ ଧ୍ଯାନ ଦଲେି ନାହିଁ। ସେ ତୁମ୍ଭକୁ ବହକ୍ସ୍ଟବାର ଆଶୀର୍ବାଦ କଲା। ଏବଂ ମୁ ତୁମ୍ଭକୁ ତା'ର ଶକ୍ତି କବଳରକ୍ସ୍ଟ ରକ୍ଷା କଲି।
Joshua 24:10 in Other Translations
King James Version (KJV)
But I would not hearken unto Balaam; therefore he blessed you still: so I delivered you out of his hand.
American Standard Version (ASV)
but I would not hearken unto Balaam; therefore he blessed you still: so I delivered you out of his hand.
Bible in Basic English (BBE)
But I did not give ear to Balaam; and so he went on blessing you; and I kept you safe from him.
Darby English Bible (DBY)
but I would not hearken unto Balaam, and he blessed you expressly, and I delivered you out of his hand.
Webster's Bible (WBT)
But I would not hearken to Balaam; therefore he blessed you still: so I delivered you out of his hand.
World English Bible (WEB)
but I would not listen to Balaam; therefore he blessed you still: so I delivered you out of his hand.
Young's Literal Translation (YLT)
and I have not been willing to hearken to Balaam, and he doth greatly bless you, and I deliver you out of his hand.
| But I would | וְלֹ֥א | wĕlōʾ | veh-LOH |
| not | אָבִ֖יתִי | ʾābîtî | ah-VEE-tee |
| hearken | לִשְׁמֹ֣עַ | lišmōaʿ | leesh-MOH-ah |
| Balaam; unto | לְבִלְעָ֑ם | lĕbilʿām | leh-veel-AM |
| therefore he blessed | וַיְבָ֤רֶךְ | waybārek | vai-VA-rek |
| still: you | בָּרוֹךְ֙ | bārôk | ba-roke |
| so I delivered | אֶתְכֶ֔ם | ʾetkem | et-HEM |
| you out of his hand. | וָֽאַצִּ֥ל | wāʾaṣṣil | va-ah-TSEEL |
| אֶתְכֶ֖ם | ʾetkem | et-HEM | |
| מִיָּדֽוֹ׃ | miyyādô | mee-ya-DOH |
Cross Reference
ଗଣନା ପୁସ୍ତକ 22:11
ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସମାନଙ୍କେର ସଂଖ୍ଯା ଏତେ ଅଧିକ ଯେ ସମାନେେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମାେ ତରଫରୁ ସମାନଙ୍କେୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସମର୍ଥ ହବେୁ ଓ ସମାନଙ୍କେୁ ତଡି ଦଇେ ପାରିବୁ।
ଗଣନା ପୁସ୍ତକ 22:18
ଏଥି ରେ ବିଲିଯମ ବାଲାକ୍ର ଦାସମାନଙ୍କୁ କହିଲେ, ଯଦି ବାଲାକ୍ ସୁନା ରୂପା ରେ ପରିପୂର୍ଣ ନିଜର ଗୃହକୁ ମାେତେ ଦଇେ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମାରେପରମେଶ୍ବରଙ୍କ ଆଜ୍ଞା ବାହାରକୁ ୟାଇ ପାରିବି ନାହିଁ।
ଗଣନା ପୁସ୍ତକ 22:35
ତା'ପରେ ସଦାପ୍ରଭୁଙ୍କ ଦୂତ ବିଲିଯମକୁ କହିଲେ, ସହେି ଲୋକମାନଙ୍କ ସଙ୍ଗେ ୟାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କବଳେ ତାହା ତୁମ୍ଭେ କହିବ। ତହୁଁ ବିଲିଯମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
ଗଣନା ପୁସ୍ତକ 23:3
ତହୁଁ ବିଲିଯମ ବାଲାକକୁ କହିଲେ, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ୟିବି। ପ୍ରାଯ ସଦାପ୍ରଭୁ ମାେତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦବେେ, ତାହା ହିଁ ତୁମ୍ଭକୁ କହିବି। ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।
ଗଣନା ପୁସ୍ତକ 23:15
ବିଲିଯମ ବାଲାକକୁ କହିଲେ, ତୁମ୍ଭେ ତୁମ୍ଭର ହାମବେଳି ନିକଟରେ ଛିଡାହୁଅ। ମୁଁ ସହେି ସ୍ଥାନ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବି।
ଗଣନା ପୁସ୍ତକ 24:5
ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର! ହେ ଇଶ୍ରାୟେଲ, ତୁମ୍ଭର ଆବାସ ସବୁ କଡେେ ମ ନୋହର।
ଦିତୀୟ ବିବରଣ 23:5
ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।
ଯିଶାଇୟ 54:17
ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'