ଯୋହନଲିଖିତ ସୁସମାଚାର 19

1 ତା'ପରେ ପୀଲାତ ଯୀଶୁଙ୍କୁ ନଇେ ଯାଇ କୋରଡା ପ୍ରହାର କରିବା ପାଇଁ ଆଦେଶ ଦେଲେ।

2 ସୈନିକମାନେ କଣ୍ଟା ଗଛର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡ ରେ ପିନ୍ଧାଇଲେ। ତା'ପରେ ସମାନେେ ତାହାଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ।

3 ସୈନିକମାନେ ଯୀଶୁଙ୍କ ପାଖକୁ ବହୁତ ଥର ଆସିଲେ ଓ କହିଲେ, ହେ! ଯିହୂଦୀମାନଙ୍କ ରାଜା। ସମାନେେ ଯୀଶୁଙ୍କୁ ଚାପୁଡା ମାରିଲେ।

4 ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦବୋକୁ ଚା ହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧ ରେ କୌଣସି ଅଭିଯୋଗ ପାଉ ନାହିଁ।

5 ତାପରେ ଯୀଶୁ ବାହାରକୁ ଆସିଲେ। ସେ କଣ୍ଟାର ମୁକୁଟ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିଲେ। ପୀଲାତ କହିଲେ, ଦେଖ, ସହେି ଲୋକ।

6 ତାହାଙ୍କୁ ଦେଖିଲା ମାତ୍ ରେ ପ୍ରଧାନ ଯାଜକଗଣ ଓ ଯିହୂଦୀ ପ୍ରହରୀମାନେ ଚିତ୍କାର କଲେ, ତାକୁ କୃଶ ରେ ଚଢାଇ ମାର, ତାକୁ କୃଶ ରେ ଚଢାଇ ମାର।

7 ୟିଦୂଦୀମାନେ ଉତ୍ତର ଦେଲେ, ଆମ୍ଭର ବ୍ଯବସ୍ଥା ଅନୁସାରେ ସେ ମୃତ୍ଯୁଦଣ୍ଡ ପାଇବା ଉଚିତ କାରଣ ସେ ନିଜକୁ ପରମେଶ୍ବରଙ୍କର ପୁତ୍ର ବୋଲି କହିଅଛି।

8 ପୀଲାତ ଏହା ଶୁଣି ଆହୁରି ଭୟଭୀତ ହେଲେ।

9 ସେ ପ୍ରାସାଦ ଭିତରକୁ ଫରେିଗଲେ ଓ ଯୀଶୁଙ୍କ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଛ? ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ।

10 ପୀଲାତ କହିଲେ, ତୁମ୍ଭେ କ'ଣ ମାେ ସହିତ କଥା କହିବ ନାହିଁ? ମନରେଖ, ତୁମ୍ଭକୁ ମୁକ୍ତି ଦବୋକୁ କି କୃଶ ରେ ଚଢାଇବାକୁ ମଧ୍ଯ ଆମ୍ଭର କ୍ଷମତା ଅଛି।

11 ଯୀଶୁ ଉତ୍ତର ଦେଲେ, ମାେ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କବଳେ ସହେି କ୍ଷମତା ପରମେଶ୍ବର ଆପଣଙ୍କୁ ଦଇେଛନ୍ତି। ତେଣୁ ୟିଏ ମାେତେ ଆପଣଙ୍କ ପାଖ ରେ ସମର୍ପଣ କରିଛି, ତା'ର ପାପ ଆହୁରି ଗୁରୁତର।

12 ଏହାପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦବୋକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, ଆପଣ ଯଦି ଏ ବ୍ଯକ୍ତିକୁ ମୁକ୍ତ କରି ଦିଅନ୍ତି, ତବେେ ଆପଣ କାଇସରଙ୍କର ବନ୍ଧୁ ନୁହଁନ୍ତି। ୟିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।

13 ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ 'ପ୍ରସ୍ତରମଣ୍ଡପ' ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷା ରେ ଏହାର ନାମ 'ଗବ୍ବଥା' ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଚାରସନ ରେ ବସିଲେ।

14 ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।

15 ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।

16 ତେଣୁ ପୀଲାତ ଯୀଶୁଙ୍କୁ କୃଶ ରେ ମାରିବା ପାଇଁ ସମାନଙ୍କେ ହାତ ରେ ସମର୍ପି ଦେଲେ।

17 ଯୀଶୁ ତାହାଙ୍କ ନିଜର କୃଶ ବୋହି କପାଳସ୍ଥଳ ନାମକ ସ୍ଥାନକୁ ଗଲେ। ଏବ୍ରୀ ଭାଷା ରେ ସହେି ସ୍ଥାନକୁ 'ଗଲଗଥା' କହନ୍ତି।

18 ସହେି 'ଗଲଗଥା' ରେ ସମାନେେ ଯୀଶୁଙ୍କୁ କୃଶବିଦ୍ଧ କଲେ। ଯୀଶୁଙ୍କୁ ମଝି ରେ ରଖି ତାହାଙ୍କର ଦୁଇ ପାଶର୍‌ବ ରେ ଆଉ ଦୁଇଜଣଙ୍କୁ ମଧ୍ଯ କୃଶବିଦ୍ଧ କଲେ।

19 ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

20 ଯୀଶୁଙ୍କର କୃଶବିଦ୍ଧ ହବୋ ସ୍ଥାନ ନଗରର ନିକଟବର୍ତ୍ତୀ ହାଇେଥିବା କାରଣରୁ ଅନକେ ଯିହୂଦୀ ସହେି ସଙ୍କତେ ପଢିଲେ। ଏହା ଏବ୍ରୀ, ଲାଟିନ୍ ଓ ଗ୍ରୀକ୍ ଭାଷା ରେ ଲଖାେ ହାଇେଥିଲା।

21 ମୁଖ୍ଯ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୂଦୀମାନଙ୍କ ରାଜା, ଏହି କଥା ଲେଖନ୍ତୁ ନାହିଁ। କିନ୍ତୁ ଏହି ଲୋକ ନିଜକୁ 'ମୁଁ ଯିହୂଦୀମାନଙ୍କ ରାଜା ବୋଲି କହିଲା' ବୋଲି ଲେଖନ୍ତୁ।

22 ପୀଲାତ ଉତ୍ତର ଦେଲେ, ମୁଁ ଯାହା ଲେଖିଛି, ତାହା ପରିବର୍ତ୍ତନ କରିବି ନାହିଁ।

23 ଯୀଶୁଙ୍କୁ କୃଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନଇଗେଲେ। ସମାନେେ ତାହାଙ୍କର ବସ୍ତ୍ର ଚାରି ଭାଗ କଲେ। ପ୍ରେତ୍ୟକକ ସୈନିକ ଗୋଟିଏ ଭାଗ ରଖିଲେ। ସମାନେେ ତାହାଙ୍କର ପିନ୍ଧା ପୋଷାକ ମଧ୍ଯ ନଇଗେଲେ। ଏହା ତଳୁ ଉପର ପର୍ୟ୍ଯନ୍ତ ବିନା ସିଲଇେ ରେ ଗୋଟିଏ ପୋଷାକ ଥିଲା।

24 ତେଣୁ ସମାନେେ ପରସ୍ପର କଥା ହେଲେ, ଆମ୍ଭେ ଏହାକୁ ଚିରି ଭାଗ କରିବା ନାହିଁ। ଏହା କିଏ ପାଇବ, ତାହା ଜାଣିବା ପାଇଁ ଆମ୍ଭେ ଗୁଳାବାଣ୍ଟ କରିବା ଉଚିତ। ଏହାଦ୍ବାରା ଧର୍ମଶାସ୍ତ୍ରର ଉକ୍ତି ସତ୍ଯ ହେଲା:

25 ଯୀଶୁଙ୍କର ମା' ତାହାଙ୍କ କୃଶ ନିକଟରେ ଠିଆ ହାଇେଥିଲେ, ସଠାେରେ ତାହାଙ୍କର ମାଉସୀ, କ୍ ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ଯ ଠିଆ ହାଇେଥିଲେ।

26 ଯୀଶୁ ତାହାଙ୍କ ମାଆଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ଯକୁ ମଧ୍ଯ ତାହାଙ୍କ ପାଖ ରେ ଠିଆ ହାଇେଥିବା ଦେଖିଲେ। ତାହାଙ୍କ ମାଆଙ୍କୁ କହିଲେ, ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!

27 ତାପରେ ଯୀଶୁ ତାହାଙ୍କର ସହେି ଶିଷ୍ଯଙ୍କୁ କହିଲେ, ଦେଖ, ଏଠା ରେ ତୁମ୍ଭର ମାଆ। ତେଣୁ ଏହି ଶିଷ୍ଯ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନଇଗେଲେ।

28 ଏବେ ସମସ୍ତ କିଛି ଶଷେ ହାଇଯୋଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ଯ ହବୋ ପାଇଁ ସେ କହିଲେ, ମାେତେ ଶୋଷ କରୁଛି।

29 ସଠାେରେ ଗୋଟିଏ ପାତ୍ର ରେ ଭର୍ତ୍ତି ଖଟାପିତା ସ୍ବାଦୟୁକ୍ତ ରସ ରଖାଯାଇଥିଲା। ସମାନେେ ଖଣ୍ଡେ ସ୍ପଞ୍ଜକୁ ରସ ରେ ବୁଡଇେ ଏଜୋପ ନଳ ରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢାଇଲେ।

30 ଯୀଶୁ ତାହା ପାନ କରି କହିଲେ, ସମାପ୍ତ ହେଲା। ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ଯାଗ କଲେ।

31 ସଦେିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶଷେ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଚାହୁଁ ନଥିଲେ ଯେ, ମୃତ ଶରୀରଗୁଡିକ କୃଶ ଉପରେ ବିଶ୍ରାମବାର ଦିନ ପର୍ୟ୍ଯନ୍ତ ଝୁଲି ରହୁ। ତେଣୁ ସମାନେେ ପୀଲାତଙ୍କୁ ଅନୁ ରୋଧ କଲେ ଯେ, ସମାନଙ୍କେର ଗୋଡ ଭାଙ୍ଗିଦବୋ ପାଇଁ ଆଦେଶ ଦିଅନ୍ତୁ। ଯେପରି ସମାନେେ ଶ୍ରୀଘ୍ର ମରିଯିବେ ଓ ସମାନଙ୍କେର ଦହେ କୃଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।

32 ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ ଭାଙ୍ଗି ଦେଲେ। ତା'ପରେ ସମାନେେ ଅନ୍ୟ ଲୋକଟିର ଗୋଡ ଭାଙ୍ଗି ଦେଲେ।

33 କିନ୍ତୁ ସମାନେେ ଯେତବେେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତବେେଳେ ସମାନେେ ଦେଖିଲେ ଯେ, ସେ ମରି ସାରିଲଣେି। ତେଣୁ ସମାନେେ ତାହାଙ୍କ ଗୋଡ ଭାଙ୍ଗିଲେ ନାହିଁ।

34 କିନ୍ତୁ ଜଣେ ସୈନିକ ବର୍ଚ୍ଛା ଦ୍ବାରା ତାହାଙ୍କର କକ୍ଷଦେଶକୁ ବିଦ୍ଧ କଲା। ସଙ୍ଗେ ସଙ୍ଗେ ତହିଁରୁ ରକ୍ତ ଓ ଜଳ ବୋହି ଆସିଲା।

35 ୟିଏ ଏହା ଦେଖିଛନ୍ତି ସେ ଏହା ବର୍ଣ୍ଣନା କରିଛନ୍ତି। ୟଦ୍ବାରା ତୁମ୍ଭେ ମଧ୍ଯ ଶୁଣି ବିଶ୍ବାସ କରିବ। ସେ ଯାହା କହନ୍ତି, ତାହା ସତ୍ଯ। ସେ ଜାଣନ୍ତି ଯେ, ସେ ସତ୍ଯ କହନ୍ତି।

36 ଏସବୁ ଘଟିଛି, ଅତଏବ ଧର୍ମଶାସ୍ତ୍ର ରେ ଯାହା ଲଖାେ ଅଛି, ତାହା ସତ୍ଯ ହବେ, ତାହାଙ୍କର ଗୋଟିଏ ହାଡ ମଧ୍ଯ ଭାଙ୍ଗି ୟିବ ନାହିଁ।

37 ଅନ୍ୟ ସ୍ଥାନ ରେ ଧର୍ମଶାସ୍ତ୍ର ରେ ଲଖାେଅଛି: ସମାନେେ ଯାହାଙ୍କୁ ବର୍ଚ୍ଛା ଦ୍ବାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।

38 ଏହାପରେ ହାରାମାଥୀଯାର ଯୋଷଫେ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋଷଫେ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯୋଷଫଙ୍କେୁ ଯୀଶୁଙ୍କର ଶରୀର ନବୋପାଇଁ ଅନୁମତି ଦେଲେ। ତେଣୁ ଯୋଷଫେ ଆସି ଯୀଶୁଙ୍କର ଶରୀର ନଇଗେଲେ।

39 ନୀକଦୀମ ମଧ୍ଯ ଯୋଷଫଙ୍କେ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରି ରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହାଇେଥିଲେ। ସେ ଯୀଶୁଙ୍କ ଦହେ ରେ ଲଗାଇବା ପାଇଁ ପ୍ରାୟ ପ୍ରଚାଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁର ଘନେି ଆସିଲେ।

40 ଯିହୂଦୀମାନଙ୍କର ସମାଧି ଦବୋ ପ୍ରଥାନୁସା ରେ ସମାନେେ ଦୁ ହେଁ ଯୀଶୁଙ୍କର ମୃତ ଦହକେୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗା ରେ ଗୁଡଇେ ଦେଲେ।

41 ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,

42 ବିଶ୍ରାମବାର ଆରମ୍ଭ ହବୋ ପୂର୍ବରୁ ତାହାର ପ୍ରସ୍ତୁତି କାର୍ୟ୍ଯ ଶଷେ କରିବା ପାଇଁ ସମାନେେ ଯୀଶୁଙ୍କୁ ସଠାେରେ ସମାଧିସ୍ଥ କଲେ, କାରଣ ସହେି ସମାଧିଟି ପାଖ ରେ ଥିଲା।

1 Then Pilate therefore took Jesus, and scourged him.

2 And the soldiers platted a crown of thorns, and put it on his head, and they put on him a purple robe,

3 And said, Hail, King of the Jews! and they smote him with their hands.

4 Pilate therefore went forth again, and saith unto them, Behold, I bring him forth to you, that ye may know that I find no fault in him.

5 Then came Jesus forth, wearing the crown of thorns, and the purple robe. And Pilate saith unto them, Behold the man!

6 When the chief priests therefore and officers saw him, they cried out, saying, Crucify him, crucify him. Pilate saith unto them, Take ye him, and crucify him: for I find no fault in him.

7 The Jews answered him, We have a law, and by our law he ought to die, because he made himself the Son of God.

8 When Pilate therefore heard that saying, he was the more afraid;

9 And went again into the judgment hall, and saith unto Jesus, Whence art thou? But Jesus gave him no answer.

10 Then saith Pilate unto him, Speakest thou not unto me? knowest thou not that I have power to crucify thee, and have power to release thee?

11 Jesus answered, Thou couldest have no power at all against me, except it were given thee from above: therefore he that delivered me unto thee hath the greater sin.

12 And from thenceforth Pilate sought to release him: but the Jews cried out, saying, If thou let this man go, thou art not Caesar’s friend: whosoever maketh himself a king speaketh against Caesar.

13 When Pilate therefore heard that saying, he brought Jesus forth, and sat down in the judgment seat in a place that is called the Pavement, but in the Hebrew, Gabbatha.

14 And it was the preparation of the passover, and about the sixth hour: and he saith unto the Jews, Behold your King!

15 But they cried out, Away with him, away with him, crucify him. Pilate saith unto them, Shall I crucify your King? The chief priests answered, We have no king but Caesar.

16 Then delivered he him therefore unto them to be crucified. And they took Jesus, and led him away.

17 And he bearing his cross went forth into a place called the place of a skull, which is called in the Hebrew Golgotha:

18 Where they crucified him, and two other with him, on either side one, and Jesus in the midst.

19 And Pilate wrote a title, and put it on the cross. And the writing was, JESUS OF NAZARETH THE KING OF THE JEWS.

20 This title then read many of the Jews: for the place where Jesus was crucified was nigh to the city: and it was written in Hebrew, and Greek, and Latin.

21 Then said the chief priests of the Jews to Pilate, Write not, The King of the Jews; but that he said, I am King of the Jews.

22 Pilate answered, What I have written I have written.

23 Then the soldiers, when they had crucified Jesus, took his garments, and made four parts, to every soldier a part; and also his coat: now the coat was without seam, woven from the top throughout.

24 They said therefore among themselves, Let us not rend it, but cast lots for it, whose it shall be: that the scripture might be fulfilled, which saith, They parted my raiment among them, and for my vesture they did cast lots. These things therefore the soldiers did.

25 Now there stood by the cross of Jesus his mother, and his mother’s sister, Mary the wife of Cleophas, and Mary Magdalene.

26 When Jesus therefore saw his mother, and the disciple standing by, whom he loved, he saith unto his mother, Woman, behold thy son!

27 Then saith he to the disciple, Behold thy mother! And from that hour that disciple took her unto his own home.

28 After this, Jesus knowing that all things were now accomplished, that the scripture might be fulfilled, saith, I thirst.

29 Now there was set a vessel full of vinegar: and they filled a spunge with vinegar, and put it upon hyssop, and put it to his mouth.

30 When Jesus therefore had received the vinegar, he said, It is finished: and he bowed his head, and gave up the ghost.

31 The Jews therefore, because it was the preparation, that the bodies should not remain upon the cross on the sabbath day, (for that sabbath day was an high day,) besought Pilate that their legs might be broken, and that they might be taken away.

32 Then came the soldiers, and brake the legs of the first, and of the other which was crucified with him.

33 But when they came to Jesus, and saw that he was dead already, they brake not his legs:

34 But one of the soldiers with a spear pierced his side, and forthwith came there out blood and water.

35 And he that saw it bare record, and his record is true: and he knoweth that he saith true, that ye might believe.

36 For these things were done, that the scripture should be fulfilled, A bone of him shall not be broken.

37 And again another scripture saith, They shall look on him whom they pierced.

38 And after this Joseph of Arimathaea, being a disciple of Jesus, but secretly for fear of the Jews, besought Pilate that he might take away the body of Jesus: and Pilate gave him leave. He came therefore, and took the body of Jesus.

39 And there came also Nicodemus, which at the first came to Jesus by night, and brought a mixture of myrrh and aloes, about an hundred pound weight.

40 Then took they the body of Jesus, and wound it in linen clothes with the spices, as the manner of the Jews is to bury.

41 Now in the place where he was crucified there was a garden; and in the garden a new sepulchre, wherein was never man yet laid.

42 There laid they Jesus therefore because of the Jews’ preparation day; for the sepulchre was nigh at hand.

Numbers 29 in Tamil and English

1 ஏழாம் மாதம் முதல்தேதி பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; அது உங்களுக்கு எக்காளமூதும் நாளாயிருக்கவேண்டும்.
And in the seventh month, on the first day of the month, ye shall have an holy convocation; ye shall do no servile work: it is a day of blowing the trumpets unto you.

2 அப்பொழுது நீங்கள் கர்த்தருக்குச் சுகந்த வாசனையான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
And ye shall offer a burnt offering for a sweet savour unto the Lord; one young bullock, one ram, and seven lambs of the first year without blemish:

3 அவைகளுக்கு அடுத்த போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals for a bullock, and two tenth deals for a ram,

4 ஏழு ஆட்டுக்குட்டிகளில் ஒவ்வொன்றிற்காக ஒரு பங்கையும்,
And one tenth deal for one lamb, throughout the seven lambs:

5 உங்கள் பாவநிவர்த்திக்கான பலியாக ஒரு வெள்ளாட்டுக்கடாவையும் செலுத்தி,
And one kid of the goats for a sin offering, to make an atonement for you:

6 மாதப்பிறப்பின் சர்வாங்க தகனபலியையும் அதின் போஜனபலியையும் தினந்தோறும் இடும் சர்வாங்க தகன பலியையும் அதன் போஜனபலியையும், அவைகளின் முறைமைக்கேற்ற பானபலிகளையும் அன்றி, இவைகளையும் கர்த்தருக்குச் சுகந்த வாசனையான சர்வாங்க தகனபலியாகச் செலுத்தக்கடவீர்கள்.
Beside the burnt offering of the month, and his meat offering, and the daily burnt offering, and his meat offering, and their drink offerings, according unto their manner, for a sweet savour, a sacrifice made by fire unto the Lord.

7 இந்த ஏழாம் மாதம் பத்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதிலே நீங்கள் யாதொரு வேலையும் செய்யாமல், உங்கள் ஆத்துமாக்களைத் தாழ்மைப்படுத்தο,
And ye shall have on the tenth day of this seventh month an holy convocation; and ye shall afflict your souls: ye shall not do any work therein:

8 ர்த்தக்க`் சுகந்த சனையான சர்வξங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering unto the Lord for a sweet savour; one young bullock, one ram, and seven lambs of the first year; they shall be unto you without blemish:

9 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், அந்த ஒரு ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals to a bullock, and two tenth deals to one ram,

10 ஏழு ஆட்டுக்குட்டிகளில் ஒவ்வொன்றிற்காகப் பத்தில் ஒரு பங்கையும்,
A several tenth deal for one lamb, throughout the seven lambs:

11 பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தி, பாவநிவாரனபலியையும், நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, இவைகளையும் செலுத்தக்கடவீர்கள்.
One kid of the goats for a sin offering; beside the sin offering of atonement, and the continual burnt offering, and the meat offering of it, and their drink offerings.

12 ஏழாம் மாதம் பதினைந்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; ஏழுநாள் கர்த்தருக்குப் பண்டிகை ஆசரிக்கக்கடவீர்கள்.
And on the fifteenth day of the seventh month ye shall have an holy convocation; ye shall do no servile work, and ye shall keep a feast unto the Lord seven days:

13 நீங்கள் கர்த்தருக்குச் சுகந்த வாசனையுள்ள சர்வாங்க தகனபலியாக பதின்மூன்று காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And ye shall offer a burnt offering, a sacrifice made by fire, of a sweet savour unto the Lord; thirteen young bullocks, two rams, and fourteen lambs of the first year; they shall be without blemish:

14 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே அந்தப் பதின்மூன்று காளைகளில் ஒவ்வொன்றிற்காகப் பத்தில் மூன்று பங்கையும், அந்த இரண்டு ஆட்டுக்கடாக்களில் ஒவ்வொன்றிற்காக இரண்டு பங்கையும்,
And their meat offering shall be of flour mingled with oil, three tenth deals unto every bullock of the thirteen bullocks, two tenth deals to each ram of the two rams,

15 பதினான்கு ஆட்டுக்குட்டிகளின் ஒவ்வொன்றிற்காக ஒரு பங்கையும்.
And a several tenth deal to each lamb of the fourteen lambs:

16 நித்திய தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.

17 இரண்டாம் நாளிலே பன்னிரண்டு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the second day ye shall offer twelve young bullocks, two rams, fourteen lambs of the first year without spot:

18 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத் தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:

19 நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, and the meat offering thereof, and their drink offerings.

20 மூன்றாம் நாளிலே பதினொரு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the third day eleven bullocks, two rams, fourteen lambs of the first year without blemish;

21 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:

22 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.

23 நான்காம் நாளிலே பத்துக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fourth day ten bullocks, two rams, and fourteen lambs of the first year without blemish:

24 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:

25 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.

26 ஐந்தாம் நாளிலே ஒன்பது காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fifth day nine bullocks, two rams, and fourteen lambs of the first year without spot:

27 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:

28 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.

29 ஆறாம் நாளிலே எட்டுக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the sixth day eight bullocks, two rams, and fourteen lambs of the first year without blemish:

30 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:

31 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலிகளையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.

32 ஏழாம் நாளிலே ஏழு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the seventh day seven bullocks, two rams, and fourteen lambs of the first year without blemish:

33 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:

34 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.

35 எட்டாம் நாள் உங்களுக்கு விசேஷித்த ஆசரிப்பு நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது.
On the eighth day ye shall have a solemn assembly: ye shall do no servile work therein:

36 அப்பொழுது நீங்கள் கர்த்தருக்குச் சுகந்த வாசனையுள்ள தகனமான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering, a sacrifice made by fire, of a sweet savour unto the Lord: one bullock, one ram, seven lambs of the first year without blemish:

37 காளையும் ஆட்டுக்கடாவும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullock, for the ram, and for the lambs, shall be according to their number, after the manner:

38 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.

39 உங்கள் பொருத்தனைகளையும், உங்கள் உற்சாகபலிகளையும், உங்கள் சர்வாங்க தகனபலிகளையும், உங்கள் போஜனபலிகளையும், உங்கள் பானபலிகளையும், உங்கள் சமாதானபலிகளையும் அன்றி, நீங்கள் உங்கள் பண்டிகைகளிலே கர்த்தருக்குச் செலுத்தவேண்டியவைகள் இவைகளே என்று சொல் என்றார்.
These things ye shall do unto the Lord in your set feasts, beside your vows, and your freewill offerings, for your burnt offerings, and for your meat offerings, and for your drink offerings, and for your peace offerings.

40 கர்த்தர் மோசேக்குக் கட்டளையிட்டபடியெல்லாம் மோசே இஸ்ரவேல் புத்திரருக்குச் சொன்னான்.
And Moses told the children of Israel according to all that the Lord commanded Moses.