ଆୟୁବ ପୁସ୍ତକ 11:12 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 11 ଆୟୁବ ପୁସ୍ତକ 11:12

Job 11:12
ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦଇପୋ ରେ ନାହିଁ। ଜଣେ ବୋକା କବେେ ଜ୍ଞାନୀ ହାଇପୋରିବ ନାହିଁ।

Job 11:11Job 11Job 11:13

Job 11:12 in Other Translations

King James Version (KJV)
For vain men would be wise, though man be born like a wild ass's colt.

American Standard Version (ASV)
But vain man is void of understanding, Yea, man is born `as' a wild ass's colt.

Bible in Basic English (BBE)
And so a hollow-minded man will get wisdom, when a young ass of the field gets teaching.

Darby English Bible (DBY)
Yet a senseless man will make bold, though man be born [like] the foal of a wild ass.

Webster's Bible (WBT)
For vain man would be wise, though man is born like a wild ass's colt.

World English Bible (WEB)
But vain man can become wise If a man can be born as a wild donkey's colt.

Young's Literal Translation (YLT)
And empty man is bold, And the colt of a wild ass man is born.

For
vain
וְאִ֣ישׁwĕʾîšveh-EESH
man
נָ֭בוּבnābûbNA-voov
would
be
wise,
יִלָּבֵ֑בyillābēbyee-la-VAVE
man
though
וְעַ֥יִרwĕʿayirveh-AH-yeer
be
born
פֶּ֝֗רֶאpereʾPEH-reh
like
a
wild
ass's
אָדָ֥םʾādāmah-DAHM
colt.
יִוָּלֵֽד׃yiwwālēdyee-wa-LADE

Cross Reference

ଉପଦେଶକ 3:18
ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷଯ ରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, ପରମେଶ୍ବର ସମାନଙ୍କେୁ ଦଖାଇେ ଦବୋକୁ ଚାହାନ୍ତି ଯେ, ସମାନେେ ପଶୁ ତୁଲ୍ଯ।

ଗୀତସଂହିତା 73:22
ପରମେଶ୍ବର ମୁଁ ତୁମ୍ଭ ଉପରେ ରାଗି ନିର୍ ବୋଧ ପଶୁ ପରି ବ୍ଯବହାର କରିଛି।

ଆୟୁବ ପୁସ୍ତକ 39:5
ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।

ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

ଯାକୁବଙ୍କ ପତ୍ 2:20
ହେ ମୂର୍ଖ ଲୋକ ! କର୍ମଗୁଡ଼ିକ ବିନା ବିଶ୍ବାସ ଯେ ମୂଲ୍ଯହୀନ ଅଟେ, ଏହାର ପ୍ରମାଣ କ'ଣ ତୁମ୍ଭେ ଦେଖିବାକୁ ଚାହୁଁଛ ?

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:3
ଅତୀତ ରେ ଆମ୍ଭେ ସମସ୍ତେ ସହେିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବା ରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦହେ ଚାହୁଁଥିଲା ଓ ମନ ଭାବୁଥିଲା, ସହେି କାର୍ୟ୍ଯ କରୁଥିଲୁ। ଆମ୍ଭେ ମନ୍ ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭମାନେେ ଅନ୍ୟମାନଙ୍କ ପରି ପରମେଶ୍ବରଙ୍କ କୋର୍ଧର ପାତ୍ର ହାଇେ ଦଣ୍ଡ ଭୋଗ କରିଥାନ୍ତୁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:18
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ୟୁଗ ଅନୁସାରେ ଜ୍ଞାନୀ ଅଟେ, ତା' ହେଲେ ତାକୁ ମୂର୍ଖ ହବୋକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହାଇପୋରିବା

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:16
ନିଜ ଭିତ ରେ ମିଳିମିଶି ଶାନ୍ତି ରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟ ରେ ମହତ୍ତ୍ବପୂର୍ଣ୍ଣ ନୁହଁନ୍ତି, ସମାନଙ୍କେ ସହିତ ସାଙ୍ଗ ହବୋ ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:22
ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତ ରେ ସମାନେେ ମୂର୍ଖ ହାଇଗେଲେ।

ଯିରିମିୟ 2:24
ଆଉ ତୁମ୍ଭେ ପ୍ରାନ୍ତର ରେ ବାସ କରୁଥିବା ବନ୍ଯ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାଯୁ ଆଘ୍ରାଣ କରେ। କିଏ ତା'ର କାମ ଲିପ୍ସାରୁ ଅବରୋଧ କରିପାରିବେ ? ତାହାର ଅନ୍ବଷେଣକାରୀମାନଙ୍କର ଆପଣାମାନଙ୍କ କ୍ଲାନ୍ତ କରିବାର ଦରକାର ନାହିଁ। ସମାନେେ ତାଙ୍କର ନିଯମିତ ମାସ ରେ ତାକୁ ସହଜ ରେ ପାଇପାରିବେ।

ହିତୋପଦେଶ 30:2
ମୁଁ ହେଉଛି ପୃଥିବୀର ସବୁଠାରୁ ନିର୍ବୋଧ ଲୋକ। ମାଠାେ ରେ ମନୁଷ୍ଯର ବିବଚେନା ନାହିଁ।

ଗୀତସଂହିତା 92:6
ପଶୁବତ୍ ଲୋକମାନେ ଏହାକୁ ଜାଣି ନାହାଁନ୍ତି, କିଅବା ନିର୍ ବୋଧମାନେ ବୁଝନ୍ତି ନାହିଁ।

ଗୀତସଂହିତା 62:9
ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।

ଗୀତସଂହିତା 51:5
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହଲିେ ଓ ପାପରୁ ହିଁ ମାରେ ମା ମାେତେ ଗର୍ଭରେ ଧାରଣ କଲା।

ଆୟୁବ ପୁସ୍ତକ 28:28
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।

ଆୟୁବ ପୁସ୍ତକ 15:14
ମନୁଷ୍ଯ କ'ଣ ସତ ରେ ଶୁଦ୍ଧ ହାଇପୋରିବ ? ଜଣେ ସ୍ତ୍ରୀ ଲୋକଠାରୁ ଜନ୍ମ ହାଇେଥିବା କହେି ଧାର୍ମିକ ହାଇପୋରିବ କି ?

ଆୟୁବ ପୁସ୍ତକ 12:2
ତୁମ୍ଭେ ଭାବୁଛ ତୁମ୍ଭେ କବଳେ ଜ୍ଞାନୀ ଲୋକ। ତୁମ୍ଭେ ଭାବୁଛ ତୁମ୍ଭେ ମରିଗଲେ ତୁମ୍ଭ ସହିତ ଜ୍ଞାନ ମଧ୍ଯ ମରିୟିବ।

ଆୟୁବ ପୁସ୍ତକ 6:5
ତୁମ୍ଭର ବାକ୍ଯସବୁ କହିବାକୁ ସହଜ, ଯେ ତବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ଯ କିଛି ଅଭିଯୋଗ କରେ ନାହିଁ ଯେ ତବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ଯ କିଛି ଅଭିଯୋଗ କରେ ନାହିଁ, ଯେତବେେଳେ ତା' ନିକଟରେ ତା' ନିଜର ଖାଦ୍ୟ ଥାଏ।

ଆୟୁବ ପୁସ୍ତକ 5:13
ପରମେଶ୍ବର ଚତୁର ଲୋକମାନଙ୍କୁ ମଧ୍ଯ ତାଙ୍କ ଫାନ୍ଦ ରେ ଧରନ୍ତି, ସମାନଙ୍କେର ଚତୁର ଯୋଜନା ସଫଳ କରାନ୍ତି ନାହିଁ।