ଯିଶାଇୟ 27:7 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 27 ଯିଶାଇୟ 27:7

Isaiah 27:7
ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦବେେ। ଯେପରି ଲୋକମାନଙ୍କୁ ଅତୀତ ରେ ଶତ୍ରୁଗଣ ପ୍ରହାର କରନ୍ତି ସଦାପ୍ରଭୁ ସହେିପରି ପ୍ରହାର କରିବେ। ସମାନେେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସହେିପରି ସଦାପ୍ରଭୁ ନିହତ କରିବେ।

Isaiah 27:6Isaiah 27Isaiah 27:8

Isaiah 27:7 in Other Translations

King James Version (KJV)
Hath he smitten him, as he smote those that smote him? or is he slain according to the slaughter of them that are slain by him?

American Standard Version (ASV)
Hath he smitten them as he smote those that smote them? or are they slain according to the slaughter of them that were slain by them?

Bible in Basic English (BBE)
Is his punishment like the punishment of those who overcame him? or are his dead as great in number as those he put to the sword?

Darby English Bible (DBY)
Hath he smitten him according to the smiting of those that smote him? Is he slain according to the slaughter of those slain by him?

World English Bible (WEB)
Has he struck them as he struck those who struck them? or are they slain according to the slaughter of those who were slain by them?

Young's Literal Translation (YLT)
As the smiting of his smiter hath He smitten him? As the slaying of his slain doth He slay?

Hath
he
smitten
הַכְּמַכַּ֥תhakkĕmakkatha-keh-ma-KAHT
smote
he
as
him,
מַכֵּ֖הוּmakkēhûma-KAY-hoo
those
that
smote
הִכָּ֑הוּhikkāhûhee-KA-hoo
slain
he
is
or
him?
אִםʾimeem
according
to
the
slaughter
כְּהֶ֥רֶגkĕheregkeh-HEH-reɡ
slain
are
that
them
of
הֲרֻגָ֖יוhărugāywhuh-roo-ɡAV
by
him?
הֹרָֽג׃hōrāghoh-RAHɡ

Cross Reference

ଯିଶାଇୟ 37:36
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।

ନାହୂମ 3:19
ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହାଇେଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରିପାରିବ ନାହିଁ। ଯେ କହେି ତୁମ୍ଭ ବିଷଯ ରେ ସଂବାଦ ଶୁଣେ ସମାନେେ ତାଳି ମାରନ୍ତି। ସମାନେେ ସମସ୍ତେ ଖୁସି ହୁଅନ୍ତି କାରଣ ସମାନେେ ସମସ୍ତେ ତୁମ୍ଭମାନଙ୍କର ଭୂଲ ଯୋଗୁ ସର୍ବଦା ପିଡୀତ ହେଉଛନ୍ତି।

ନାହୂମ 1:14
ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ ରେ ଏହି ଆଦେଶ ଦେଲେ। ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କହେି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ୟ୍ଯ ପିତୁଳାଗୁଡିକ ଓ ଧାତୁର ମୂର୍ତ୍ତିଗୁଡିକ ଯାହା କି ତୁମ୍ଭ ଦବେତାଙ୍କ ମନ୍ଦିର ରେ ଅଛି ସହେି ସବୁକୁ ଆମ୍ଭେ ଧ୍ବଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭମାନେେ ଭ୍ରଷ୍ଟ ହାଇେଛ।

ଦାନିଏଲ 2:31
ହେ ମହାରାଜ, ଆପଣ ସ୍ବପ୍ନ ରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶଯ ତଜେୋବନ୍ତ। ସହେି ପ୍ରତିମା ଆପଣଙ୍କ ସମ୍ମୁଖ ରେ ଠିଆ ହେଲା ଓ ତହିଁର ଦୃଶ୍ଯ ଭୟଙ୍କର ଥିଲା।

ଯିରିମିୟ 51:24
ଆଉ ଆମ୍ଭେ ବାବିଲକୁ ଓ କଲଦୀଯ ନିବାସୀ ସମସ୍ତଙ୍କୁ ସିୟୋନ ରେ ତୁମ୍ଭମାନଙ୍କ ଦୃଷ୍ଟି ଗୋଚର ରେ ସମାନଙ୍କେ କୃତ ସମସ୍ତ ଦୁଷ୍କର୍ମର ପ୍ରତିଫଳ ଦବୋ। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 50:40
ସଦାପ୍ରଭୁ କହନ୍ତି, ପରମେଶ୍ବର ସଦୋମ, ହ ମାରୋ ଓ ତନ୍ନିକଟବର୍ତ୍ତୀ ନଗରସବୁ ଯେଉଁପରି ଧ୍ବଂସ କରିଥିଲେ, ସହେିପରି ବାବିଲ ଧ୍ବଂସ ପାଇବ। ସଠାେ ରେ କହେି ଲୋକ ବାସ କରିବେ ନାହିଁ କି ମନୁଷ୍ଯପୁତ୍ର ତହିଁରେ ପ୍ରବାସ କରିବେ ନାହିଁ।

ଯିରିମିୟ 50:33
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଉଭୟ ଇଶ୍ରାୟେଲ ଓ ଯିହୁଦାର ପୁତ୍ରଗଣ ଅତ୍ଯାଚାରିତ ହାଇେଛନ୍ତି। ଯେଉଁ ଶତ୍ରୁଗଣ ସମାନଙ୍କେୁ ବନ୍ଦୀ କରି ନେଲେ ସମାନେେ ସମାନଙ୍କେୁ ଦୃଢ଼ ହସ୍ତ ରେ ଧରି ରଖିଲେ, ଛାଡ଼ିଲେ ନାହିଁ।

ଯିରିମିୟ 30:11
ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।

ଯିଶାଇୟ 17:14
ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

ଯିଶାଇୟ 17:3
ଇଶ୍ରାୟେଲର ଦୁର୍ଗନଗର, ଦମ୍ମେଶକର ରାଜ୍ଯ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହବେ। ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ, ଇଶ୍ରାୟେଲର ଖ୍ଯାତି ଲୋକଙ୍କ ପରି ସମାନେେ ମଧ୍ଯ କାଢ଼ି ନିଆଯିବେ।'

ଯିଶାଇୟ 14:22
ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, ମୁଁ ସମାନଙ୍କେ ବିପକ୍ଷ ରେ ଉଠିବି ଓ ଲଢ଼ିବି। ମୁଁ ପ୍ରସିଦ୍ଧ ବାବିଲ ନଗର ଧ୍ବଂସ କରିବି। ତା'ର ସମସ୍ତ ଲୋକଙ୍କୁ ଉଚ୍ଛନ୍ନ କରିବି। ଆଉ ମଧ୍ଯ ସମାନଙ୍କେର ପୁତ୍ର, ନାତି ଓ ଅଣନାତିମାନଙ୍କୁ ଧ୍ବଂସ କରିବି।' ସଦାପ୍ରଭୁ ନିଜେ ଏହିସବୁ କହିଥିଲେ।

ଯିଶାଇୟ 10:20
ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।