Isaiah 2:5
ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।
Isaiah 2:5 in Other Translations
King James Version (KJV)
O house of Jacob, come ye, and let us walk in the light of the LORD.
American Standard Version (ASV)
O house of Jacob, come ye, and let us walk in the light of Jehovah.
Bible in Basic English (BBE)
O family of Jacob, come, and let us go in the light of the Lord.
Darby English Bible (DBY)
House of Jacob, come ye, and let us walk in the light of Jehovah.
World English Bible (WEB)
House of Jacob, come, and let us walk in the light of Yahweh.
Young's Literal Translation (YLT)
O house of Jacob, come, And we walk in the light of Jehovah.'
| O house | בֵּ֖ית | bêt | bate |
| of Jacob, | יַעֲקֹ֑ב | yaʿăqōb | ya-uh-KOVE |
| come | לְכ֥וּ | lĕkû | leh-HOO |
| walk us let and ye, | וְנֵלְכָ֖ה | wĕnēlĕkâ | veh-nay-leh-HA |
| in the light | בְּא֥וֹר | bĕʾôr | beh-ORE |
| of the Lord. | יְהוָֽה׃ | yĕhwâ | yeh-VA |
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:8
ଅତୀତ ରେ ତୁମ୍ଭେ ଅନ୍ଧକାର ରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠା ରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର।
ଯୋହନଙ୍କ ପ୍ରଥମ ପତ୍ର 1:7
ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:23
ସହେି ନଗରୀକୁ ଆଲୋକ ଦବୋପାଇଁ ସୂର୍ୟ୍ଯ ବା ଚନ୍ଦ୍ରର ଆବଶ୍ଯକତା ନାହିଁ। ପରମେଶ୍ବରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମଷେଶାବକ ସହେି ନଗରୀର ପ୍ରଦୀପ ସ୍ବରୂପ।
ଯୋହନଙ୍କ ପ୍ରଥମ ପତ୍ର 1:5
ଆମ୍ଭେ ପରମେଶ୍ବରଙ୍କଠାରୁ ଯେଉଁ ସତ୍ଯଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ବର ଜ୍ଯୋତିଃସ୍ବରୂପ। ଆଉ ତାହାଙ୍କଠା ରେ ଆଦୌ ଅନ୍ଧକାର ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:5
ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭମାନେେ ରାତ୍ରି ରେ କିମ୍ବା ଅନ୍ଧକାର ରେ ନାହୁଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:12
'ରାତି' ପ୍ରାଯଃ କଟି ଗଲାଣି। 'ଦିନ' ପ୍ରାଯଃ ଏହିଠା ରେ। ଅତଏବ ଅନ୍ଧକାର ରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ। ଆମ୍ଭେ ପ୍ରକାଶ ରେ ହେଉଥିବା ଭଲ କାମ କରିବାପାଇଁ ପ୍ରସ୍ତୁତ କରିବା ଉଚିତ।
ଯୋହନଲିଖିତ ସୁସମାଚାର 12:35
ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।
ଲୂକଲିଖିତ ସୁସମାଚାର 1:79
ମୃତ୍ଯୁର ଭୟ ରେ ଅନ୍ଧକାର ଭିତ ରେ ବାସ କରୁଥିବା ଲୋକଙ୍କୁ ପରମେଶ୍ବର ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗ ରେ ବାଟ କଢଇେ ନବେେ।
ଯିଶାଇୟ 60:19
ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।
ଯିଶାଇୟ 60:1
ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।
ଯିଶାଇୟ 58:1
ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।
ଯିଶାଇୟ 50:10
ତୁମ୍ଭମାନଙ୍କ ମଧିଅରେ ଏପରି କିଏ ଅଛି ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାଙ୍କ ସବେକର ବାକ୍ଯ ପାଳନ କରେ ? ପୁଣି ଯେ ଆଲୋକ ବିନା ଅନ୍ଧକାର ରେ ଗମନ କରେ ସେ ସଦାପ୍ରଭୁଙ୍କ ନାମ ଉପ ରେ ବିଶ୍ବାସ କର ଓ ଆପଣା ପରମେଶ୍ବରଙ୍କ ଉପ ରେ ନିର୍ଭରଶୀଳ ହେଉ।
ଯିଶାଇୟ 2:3
ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।
ଗୀତସଂହିତା 89:15
ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସମାନେେ ତୁମ୍ଭର ଦୟାର ଆ ଲୋକରେ ବଞ୍ଚନ୍ତି।