ଯିଶାଇୟ 10:13 in Oriya

ଓଡିଆ ଓଡିଆ ବାଇବେଲ ଯିଶାଇୟ ଯିଶାଇୟ 10 ଯିଶାଇୟ 10:13

Isaiah 10:13
ଅଶୂରର ରାଜା କ ହେ, ମୁଁ ଅତି ଜ୍ଞାନୀ, ମାରେ ଜ୍ଞାନ ଓ ଶକ୍ତି ବଳ ରେ ମୁଁ ବହୁ ମହାନ୍ କାର୍ୟ୍ଯ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ଯ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ।

Isaiah 10:12Isaiah 10Isaiah 10:14

Isaiah 10:13 in Other Translations

King James Version (KJV)
For he saith, By the strength of my hand I have done it, and by my wisdom; for I am prudent: and I have removed the bounds of the people, and have robbed their treasures, and I have put down the inhabitants like a valiant man:

American Standard Version (ASV)
For he hath said, By the strength of my hand I have done it, and by my wisdom; for I have understanding: and I have removed the bounds of the peoples, and have robbed their treasures, and like a valiant man I have brought down them that sit `on thrones':

Bible in Basic English (BBE)
For he has said, By the strength of my hand I have done it, and by my knowledge, for I am wise: and I have taken away the limits of the peoples' lands, and the stores of their wealth have become mine; and I have made towns low in the dust, sending destruction on those living in them;

Darby English Bible (DBY)
For he saith, By the strength of my hand I have done [it], and by my wisdom, for I am intelligent; and I have removed the bounds of the peoples, and have robbed their treasures, and, like a valiant man, I have brought down them that sit [on thrones];

World English Bible (WEB)
For he has said, By the strength of my hand I have done it, and by my wisdom; for I have understanding: and I have removed the bounds of the peoples, and have robbed their treasures, and like a valiant man I have brought down those who sit [on thrones]:

Young's Literal Translation (YLT)
For he hath said, `By the power of my hand I have wrought, And by my wisdom, for I have been intelligent, And I remove borders of the peoples, And their chief ones I have spoiled, And I put down as a mighty one the inhabitants,

For
כִּ֣יkee
he
saith,
אָמַ֗רʾāmarah-MAHR
strength
the
By
בְּכֹ֤חַbĕkōaḥbeh-HOH-ak
of
my
hand
יָדִי֙yādiyya-DEE
done
have
I
עָשִׂ֔יתִיʿāśîtîah-SEE-tee
it,
and
by
my
wisdom;
וּבְחָכְמָתִ֖יûbĕḥokmātîoo-veh-hoke-ma-TEE
for
כִּ֣יkee
I
am
prudent:
נְבֻנ֑וֹתִיnĕbunôtîneh-voo-NOH-tee
removed
have
I
and
וְאָסִ֣יר׀wĕʾāsîrveh-ah-SEER
the
bounds
גְּבוּלֹ֣תgĕbûlōtɡeh-voo-LOTE
people,
the
of
עַמִּ֗יםʿammîmah-MEEM
and
have
robbed
וַעֲתֽיּדֹתֵיהֶם֙waʿătyydōtêhemva-ut-ydoh-tay-HEM
treasures,
their
שׁוֹשֵׂ֔תִיšôśētîshoh-SAY-tee
and
I
have
put
down
וְאוֹרִ֥ידwĕʾôrîdveh-oh-REED
inhabitants
the
כַּאבִּ֖ירkaʾbîrka-BEER
like
a
valiant
יוֹשְׁבִֽים׃yôšĕbîmyoh-sheh-VEEM

Cross Reference

ଦାନିଏଲ 4:30
ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଯିହିଜିକଲ 25:3
ଏବଂ ଅମ୍ ନୋନ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ସଦାପ୍ରଭୁ, ମାରେ ପ୍ରଭୁଙ୍କର ବାକ୍ଯ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇଶ୍ରାୟେଲ ଦେଶ ଧ୍ବଂସିତ ହେଲା ବେଳେ ଓ ୟିହୁଦୀଯ ଲୋକମାନେ ନିର୍ବାସିତ ହେଲେ।

ଯିହିଜିକଲ 26:2
ହେ ମନୁଷ୍ଯ ପୁତ୍ର, କାରଣ ସୋର ୟିରୁଶାଲମର ଦୁର୍ଭାଗ୍ଯ ସମୟରେ ଏହା କହି ପରିହାସ କରିଛି, କହିଛି : 'ଜଯଧ୍ବନି ରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମାେ ପାଇଁ ଖାଲିେ ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।

ଯିହିଜିକଲ 28:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 29:3
ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ହୋଶେୟ 13:15
ଇଶ୍ରାୟେଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବଇେ ପବନ ଆସିବ, ଏହା ସଦାପ୍ରଭୁ ପ୍ ରରେିତ ବାଯୁ ମରୁଭୂମିରୁ ପ୍ରବାହିତ ହବେ। ତା'ପ ରେ ଇଶ୍ରାୟେଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। ସହେି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାୟେଲର ଭଣ୍ତାରରୁ ଉଡାଇ ନଇୟିବେ।

ଆମୋଷ 5:27
ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦମ୍ମେଶକ ସହରର ବହୁତ ଦୂରକୁ ବନ୍ଦୀକରି ନିର୍ବାସିତ କରାଇବା। ସର୍ବଶକ୍ତିମାନ ପରମେଶ୍ବର ଏହି କଥା କହିଲେ।

ଆମୋଷ 6:13
ତୁମ୍ଭମାନେେ ତୁଚ୍ଛା ରେ ଆନନ୍ଦ କରୁଛ। ଆଉ ତୁମ୍ଭମାନେେ କହୁଛ, ଆମ୍ଭେ ନିଜ ତୁଚ୍ଛା ରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।

ହବକକୂକ 1:16
ତା'ର ଜାଲ ତାକୁ ଧନୀଲୋକ ପରି ଚଳିବା ରେ ସାହାୟ୍ଯ କରେ ଏବଂ ଉତ୍ତମ ଖାଦ୍ୟ ଯୋଗଏ। ତେଣୁ ଶତୃ ତା'ର ଜାଲକୁ ପୂଜା କରେ। ସେ ତା'ର ଜାଲକୁ ସମ୍ମାନ ଦବୋକୁ ବଳିଦାନ ଓ ଧୂପ ଦିଏ।

ଯିଶାଇୟ 37:23
ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

ଯିଶାଇୟ 10:8
ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।

ପ୍ରଥମ ବଂଶାବଳୀ 5:26
ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।

ଦିତୀୟ ରାଜାବଳୀ 15:29
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ରାଜାବଳୀ 16:8
ଆଉ ମଧ୍ଯ ଆହସ୍ ସଦାପ୍ରଭୁଙ୍କ ମନ୍ଦିରସର ଓ ରାଜଗୃହର ଭଣ୍ତାରସର ଥିବା ସୁବର୍ଣ୍ଣ ଓ ରୋପ୍ଯସନଲଲ ଓ ଅଶୂରର ରାଜା ନିକଟକୁ ଉପହାର ସ୍ବରୂପ ପଠାଇଲଲ।

ଦିତୀୟ ରାଜାବଳୀ 17:6
ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।

ଦିତୀୟ ରାଜାବଳୀ 17:24
ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅଦ୍ଦା, ହମାତ୍ ଓ ସଫର୍ବଯିମଠାରୁ ଲୋକ ଆଣି ଇଶ୍ରାୟେଲୀୟମାନଙ୍କ ବଦଳ ରେ ଶମରିଯାର ବିଭିନ୍ନ ନଗର ରେ ସ୍ଥାପନ କଲେ। ତହୁଁ ସମାନେେ ଶମରିଯା ଅଧିକାର କରି ସଠାେରେ ନାନା ନଗର ରେ ବାସ କଲେ।

ଦିତୀୟ ରାଜାବଳୀ 18:11
ଏହାପରେ ଅଶୂରର ରାଜା ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନଇେ ହଲହ ରେ, ହାବୋର ରେ, ଗୋଶନ ନଦୀ କୂଳ ରେ ଓ ମାଦୀଯମାନଙ୍କ ବିଭିନ୍ନ ନଗର ରେ ସମାନଙ୍କେୁ ରଖିଲେ।

ଦିତୀୟ ରାଜାବଳୀ 18:15
ତେଣୁ ହିଜକିଯ ସଦାପ୍ରଭୁଙ୍କ ମନ୍ଦିର ରେ ଓ ରାଜଗୃହର ଭଣ୍ତାରମାନ ରେ ଥିବା ସମସ୍ତ ରୂପା ତାଙ୍କୁ ଦଇେ ଦେଲେ।

ଦିତୀୟ ରାଜାବଳୀ 18:32
ଶଷେ ରେ ମୁଁ ଆସି ତୁମ୍ଭମାନଙ୍କର ସ୍ବଦେଶ ତୁଲ୍ଯ ଏକ ଦେଶକୁ ନଇୟିବେି ଯେଉଁଠା ରେ ଶସ୍ଯ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜିତତୈଳ ଓ ମଧୂ ବିପୁଳ ପରିମାଣ ରେ ଅଛି, ସଠାେରେ ତୁମ୍ଭମାନେେ ବଞ୍ଚିବ ଓ ମରିବ ନାହିଁ। ମାତ୍ର ରାଜା ହିଜକିଯ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।'

ଦିତୀୟ ରାଜାବଳୀ 19:22
କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା? କିଏ ତୁମ୍ଭ ବିରୁଦ୍ଧ ରେ କହିଲା। ତେଣୁ ତୁମ୍ଭେ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ବିରୁଦ୍ଧ ରେ ଥିଲ। ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ୟ୍ଯ କଲ।

ଦିତୀୟ ବିବରଣ 8:17
ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'