Habakkuk 2:10
ତୁମ୍ଭେ ବହୁତ ଲୋକଙ୍କୁ ଧ୍ବଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷ ରେ ପାପ କରିଅଛ।
Habakkuk 2:10 in Other Translations
King James Version (KJV)
Thou hast consulted shame to thy house by cutting off many people, and hast sinned against thy soul.
American Standard Version (ASV)
Thou hast devised shame to thy house, by cutting off many peoples, and hast sinned against thy soul.
Bible in Basic English (BBE)
You have been a cause of shame to your house by cutting off a number of peoples, and sinning against your soul.
Darby English Bible (DBY)
Thou hast devised shame to thy house, by cutting off many peoples, and hast sinned against thine own soul.
World English Bible (WEB)
You have devised shame to your house, by cutting off many peoples, and have sinned against your soul.
Young's Literal Translation (YLT)
Thou hast counselled a shameful thing to thy house, To cut off many peoples, and sinful `is' thy soul.
| Thou hast consulted | יָעַ֥צְתָּ | yāʿaṣtā | ya-ATS-ta |
| shame | בֹּ֖שֶׁת | bōšet | BOH-shet |
| to thy house | לְבֵיתֶ֑ךָ | lĕbêtekā | leh-vay-TEH-ha |
| off cutting by | קְצוֹת | qĕṣôt | keh-TSOTE |
| many | עַמִּ֥ים | ʿammîm | ah-MEEM |
| people, | רַבִּ֖ים | rabbîm | ra-BEEM |
| and hast sinned | וְחוֹטֵ֥א | wĕḥôṭēʾ | veh-hoh-TAY |
| against thy soul. | נַפְשֶֽׁךָ׃ | napšekā | nahf-SHEH-ha |
Cross Reference
ନାହୂମ 1:14
ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ ରେ ଏହି ଆଦେଶ ଦେଲେ। ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କହେି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ୟ୍ଯ ପିତୁଳାଗୁଡିକ ଓ ଧାତୁର ମୂର୍ତ୍ତିଗୁଡିକ ଯାହା କି ତୁମ୍ଭ ଦବେତାଙ୍କ ମନ୍ଦିର ରେ ଅଛି ସହେି ସବୁକୁ ଆମ୍ଭେ ଧ୍ବଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭମାନେେ ଭ୍ରଷ୍ଟ ହାଇେଛ।
ଦିତୀୟ ରାଜାବଳୀ 9:26
ସଦାପ୍ରଭୁ କହିଥିଲେ, 'ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା'ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବ୍କୁ ଏହି ଭୂମିରେ ପ୍ରତିଫଳ ଦବେି।' ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ୟୋରାମଙ୍କୁ ନଇେ ସହେି କ୍ଷେତ୍ର ଭୁମି ରେ ପକାଅ।
ମାଥିଉଲିଖିତ ସୁସମାଚାର 27:25
ସବୁ ଲୋକ ଉତ୍ତର ଦେଲେ, ଆମ୍ଭେ ତାହାଙ୍କ ମୃତ୍ଯୁ ପାଇଁ ଦାଯୀ ରହିବୁ। ତାହାଙ୍କ ମୃତ୍ଯୁ ପାଇଁ ଯେ କୌଣସି ଦଣ୍ଡ ପାଇବାକୁ ଯୋଗ୍ଯ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥି ରେ ରାଜି ଅଛୁ।
ହବକକୂକ 2:16
କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡକୁ ଆସିବ। ତୁମ୍ଭେ ସମ୍ମାନ ବଦଳ ରେ ଅପମାନ ରେ ପରିପୂର୍ଣ୍ଣ ହବେ।
ଯିରିମିୟ 36:31
ପୁଣି ଆମ୍ଭେ ରାଜା ଯିହାୟୋଦାରକୀମକୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ। ଆଉ ଆମ୍ଭେ ସମାନଙ୍କେ ପ୍ରତିକୂଳ ରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସମାନଙ୍କେ ଉପ ରେ, ୟିରୁଶାଲମ ନିବାସୀମାନଙ୍କ ଉପ ରେ ଓ ଯିହୁଦାର ଲୋକମାନଙ୍କ ଉପ ରେ ଘଟାଇବା। କାରଣ ସମାନେେ ଆମ୍ଭ କଥା ଶୁଣିଲେ ନାହିଁ।'
ଯିରିମିୟ 26:19
ଯିହୁଦାର ରାଜା ହିଜକିଯ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିଯ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସମାନଙ୍କେ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭମାନେେ ଯିରିମିୟଙ୍କ ପ୍ରତି କିଛି କରୁ, ତବେେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳ ରେ ଅମଙ୍ଗଳ କରୁଅଛୁ।
ଯିରିମିୟ 22:30
ସଦାପ୍ରଭୁ କହନ୍ତି, କନିଯ ବିଷଯ ରେ ଏହି କଥା ଲେଖ, ' ସେ ନିଃସନ୍ତାନ ହବେ। ସେ ନିଜ ଜୀବନକାଳ ମଧିଅରେ ଭାଗ୍ଯବାନ୍ ହବେ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନ ରେ ବସିବ ନାହିଁ କି ଯିହୁଦା ଉପ ରେ ଆପଣା ଶାସନ କତ୍ତୃର୍ତ୍ବ କରି ଭାଗ୍ଯବାନ ହବେ ନାହିଁ।'
ଯିଶାଇୟ 33:11
ତୁମ୍ଭମାନେେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ।
ଯିଶାଇୟ 14:20
ଅନକେ ରାଜା ମୃତ୍ଯୁବରଣ କରିଛନ୍ତି ଓ ନିଜ ନିଜ କବର ରେ ସମାଧିସ୍ଥ ହାଇେଛନ୍ତି। ତୁମ୍ଭେ ସମାନଙ୍କେ ପରି କବରସ୍ଥ ହବେ ନାହିଁ। କାରଣ ତୁମ୍ଭେ ତୁମ୍ଭ ନିଜ ଦେଶକୁ ଧ୍ବଂସ କରିଛ। ତୁମ୍ଭ ନିଜ ଲୋକଙ୍କୁ ହତ୍ଯା କରିଛ। ତୁମ୍ଭର ପିଲାମାନେ ତୁମ୍ଭପରି ଧ୍ବଂସ ପଥ ଅନୁସରଣ କରିବେ ନାହିଁ। ସମାନେେ ସହେି କୁକାର୍ୟ୍ଯରୁ ନିବୃତ୍ତ ହବେେ।
ହିତୋପଦେଶ 8:36
କିନ୍ତୁ ଯେ ମାରେ ବିରୁଦ୍ଧ ରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ। ଯେଉଁ ସବୁ ଲୋକ ମାେତେ ଘୃଣା କରନ୍ତି, ସମାନେେ ମୃତ୍ଯୁକୁ ଭୟ କରନ୍ତି।
ହିତୋପଦେଶ 1:18
ତେଣୁ ଏହି ଲୋକମାନେ ଗୁପ୍ତ ରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ଯା କରିବା ପାଇଁ। କିନ୍ତୁ ବାସ୍ତବ ରେ ସମାନେେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥାନ୍ତି।
ଦିତୀୟ ରାଜାବଳୀ 10:7
ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।
ପ୍ରଥମ ରାଜାବଳୀ 2:23
ରାଜା ଶଲୋମନ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରି କହିଲେ, ମୁଁ ଶପଥ କରୁଛି ଯେ, ମୁଁ ଅଦୋନିଯକୁ ଏଥିପାଇଁ ମୂଲ୍ଯ ଦିଆ କରାଇବି। ଏବଂ ତା'ର ଜୀବନ ନବେି। ଅଦୋନିଯ ଏହି କଥା ଆପଣା ପ୍ରାଣ ବିରୁଦ୍ଧ ରେ କହି ନଥାଏ।
ଗଣନା ପୁସ୍ତକ 16:38
ଏଣୁ ସେସବୁକୁ ପିଟାପାତ୍ର କରାଯାଉ ଓ ତାହା ୟଜ୍ଞବଦେୀର ଆଚ୍ଛାଦକ ନିମନ୍ତେ ବ୍ଯବହୃତ ହେଉ। ଏହିସବୁ ଇଶ୍ରାୟେଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ବରୂପ ହବେ।