ଆଦି ପୁସ୍ତକ 35:2 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 35 ଆଦି ପୁସ୍ତକ 35:2

Genesis 35:2
ତେଣୁ ଯାକୁବ ତା'ର ପରିବାର ଓ ତା'ର ଦାସମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀଯ ଦବେତାଗଣ ଅଛନ୍ତି ସମାନଙ୍କେୁ ଦୂରକର, ନିଜ ନିଜକୁ ଶୁଚିକର ଏବଂ ବସ୍ତ୍ର ପରି ପରିବର୍ତ୍ତନ କର।

Genesis 35:1Genesis 35Genesis 35:3

Genesis 35:2 in Other Translations

King James Version (KJV)
Then Jacob said unto his household, and to all that were with him, Put away the strange gods that are among you, and be clean, and change your garments:

American Standard Version (ASV)
Then Jacob said unto his household, and to all that were with him, Put away the foreign gods that are among you, and purify yourselves, and change your garments:

Bible in Basic English (BBE)
Then Jacob said to all his people, Put away the strange gods which are among you, and make yourselves clean, and put on a change of clothing:

Darby English Bible (DBY)
And Jacob said to his household, and to all that were with him, Put away the strange gods that are among you, and cleanse yourselves, and change your garments;

Webster's Bible (WBT)
Then Jacob said to his household, and to all that were with him, Put away the strange gods that are among you, and be clean, and change your garments:

World English Bible (WEB)
Then Jacob said to his household, and to all who were with him, "Put away the foreign gods that are among you, purify yourselves, change your garments.

Young's Literal Translation (YLT)
And Jacob saith unto his household, and unto all who `are' with him, `Turn aside the gods of the stranger which `are' in your midst, and cleanse yourselves, and change your garments;

Then
Jacob
וַיֹּ֤אמֶרwayyōʾmerva-YOH-mer
said
יַֽעֲקֹב֙yaʿăqōbya-uh-KOVE
unto
אֶלʾelel
his
household,
בֵּית֔וֹbêtôbay-TOH
to
and
וְאֶ֖לwĕʾelveh-EL
all
כָּלkālkahl
that
אֲשֶׁ֣רʾăšeruh-SHER
were
with
עִמּ֑וֹʿimmôEE-moh
him,
Put
away
הָסִ֜רוּhāsirûha-SEE-roo

אֶתʾetet
the
strange
אֱלֹהֵ֤יʾĕlōhêay-loh-HAY
gods
הַנֵּכָר֙hannēkārha-nay-HAHR
that
אֲשֶׁ֣רʾăšeruh-SHER
are
among
you,
בְּתֹֽכְכֶ֔םbĕtōkĕkembeh-toh-heh-HEM
clean,
be
and
וְהִֽטַּהֲר֔וּwĕhiṭṭahărûveh-hee-ta-huh-ROO
and
change
וְהַֽחֲלִ֖יפוּwĕhaḥălîpûveh-ha-huh-LEE-foo
your
garments:
שִׂמְלֹֽתֵיכֶֽם׃śimlōtêkemseem-LOH-tay-HEM

Cross Reference

ଯିହୋଶୂୟ 24:15
ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!

ଯାତ୍ରା ପୁସ୍ତକ 19:10
ଏବଂ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶଷେ ସଭାର ଆଯୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।

ଆଦି ପୁସ୍ତକ 31:19
ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।

ଆଦି ପୁସ୍ତକ 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

ଯାତ୍ରା ପୁସ୍ତକ 19:14
ତେଣୁ ମାଶାେ ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସମାନଙ୍କେର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।

ଯିହୋଶୂୟ 24:23
ଏହାପରେ ଯିହାଶୂେୟ କହିଲେ, ତୁମ୍ଭମାନଙ୍କ ମଧିଅରେ ଥିବା ଭଣ୍ତ ଦବେତାମାନଙ୍କୁ ଫୋପାଡି ଦିଅ ଏବଂ ଇଶ୍ରାୟେଲର ସଦାପ୍ରଭୁ ପରମେଶଓରଙ୍କୁ ଉପାସନା କର।

ପ୍ରଥମ ଶାମୁୟେଲ 7:3
ତା'ପରେ ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ପ୍ରକୃତ ରେ ତୁମ୍ଭମାନେେ ଯଦି ହୃଦଯର ସହିତ ସଦାପ୍ରଭୁଙ୍କ ପାଖକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିଛ, ତବେେ ତୁମ୍ଭମାନେେ ବିଦେଶୀ ପ୍ରତିମାଗୁଡିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କବଳେ ତାଙ୍କୁ ହିଁ ସବୋ କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।

ପିତରଙ୍କ ପ୍ରଥମ ପତ୍ 2:1
ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।

ଆଦି ପୁସ୍ତକ 31:34
ରାହେଲ ସହେି ଦବେତାଗଣଙ୍କୁ ତାଙ୍କର ଓଟର ହାଉଦା ଭିତ ରେ ରଖି ତହିଁ ଉପରେ ବସିଥିଲା। ଲାବନ ସମସ୍ତ ତମ୍ବୁକୁ ଖାଜେିଲେ କିନ୍ତୁ କେଉଁଠା ରେ ପାଇଲେ ନାହିଁ।

ଯିହିଜିକଲ 36:25
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।

ଯିହିଜିକଲ 20:7
ଏବଂ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖୁଥିବା ଘୃଣ୍ଯ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀଯମାନଙ୍କ ମୂର୍ତ୍ତି ଦ୍ବାରା ତୁମ୍ଭମାନେେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟେ।

ଯିହିଜିକଲ 18:31
ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜେ ତୁମ୍ଭମାନଙ୍କର ମୃତ୍ଯୁର କାରଣ ହୁଅ ନାହିଁ।

ଯିରିମିୟ 16:20
ମନୁଷ୍ଯ କ'ଣ ଆପଣା ନିମନ୍ତେ ପରମେଶ୍ବର ନିର୍ମାଣ କରିପାରିବ ? ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ବର ନୁହଁନ୍ତି।

ଯିରିମିୟ 13:27
ଆମ୍ଭେ ପର୍ବତଗୁଡ଼ିକ ଉପ ରେ ତୁମ୍ଭର ଘୃଣ୍ଯକର୍ମ, ବ୍ଯଭିଚାର, ହିଁ ହିଁ ହବୋର ଶବ୍ଦ ଓ ବେଶ୍ଯାବୃତ୍ତିର ଦୁଷ୍ଟତା ଦେଖିଅଛୁ। ୟିରୁଶାଲମ, ଦୁଃଖ ପାଉ। ତୁମ୍ଭେ ସୁପଥକୁ ଆସିବାକୁ ଚେଷ୍ଟା କରୁ ନାହଁ। କେତକୋଳ ଏହି ପାପକର୍ମ କରିଚାଲିବ ?

ଯିରିମିୟ 5:7
ପରମେଶ୍ବର ପୁଣି କହିଲେ, ଏ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା ? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ଯେଉଁମାନେ ଈଶ୍ବର ନୁହଁନ୍ତି ସମାନେେ ସମାନଙ୍କେ ନାମ ରେ ଶପଥ କରିଅଛନ୍ତି। ଆମ୍ଭେ ସମାନଙ୍କେୁ ସମସ୍ତ ଭୋଜନ ଦଇେ ପରିତୃପ୍ତ କରାଇଲେ ମଧ୍ଯ ସମାନେେ ବ୍ଯଭିଚାରୀ ହେଲେ। ସମାନେେ ଦଳ ଦଳ ହାଇେ ବେଶ୍ଯାମାନଙ୍କ ଗୃହ ରେ ବହୁ ସମୟ ଅତିବାହିତ କଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:8
ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।

ଯିଶାଇୟ 52:11
ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

ଦାନିଏଲ 5:4
ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।

ଯୋହନଲିଖିତ ସୁସମାଚାର 13:10
ଯୀଶୁ କହିଲେ, ଜଣେ ଲୋକ ସ୍ନାନ କରିବାପରେ ତା'ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହାଇଯୋଏ। କବଳେ ତା'ର ପାଦ ସେ ଧୋଇବ ଦରକାର। ମୁଁ ଜାଣେ ତୁମ୍ଭମାନେେ ପରିଷ୍କାର ହାଇେଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:26
ତୁମ୍ଭମାନେେ ଦେଖୁଛ ଓ ଶୁଣୁଛ ଯେ, ଏହି ପାଉଲ କବଳେ ଏଫିସ ନଗର ରେ ନୁହେଁ, ପୁରା ଏସିଆ ରେ ଲୋକମାନଙ୍କୁ ମତଇେ ପ୍ରଭାବିତ କରୁଛି। ସେ କହୁଛି ଯେ, ମନୁଷ୍ଯର ହାତ ତିଆରି ଦବେତାମାନେ ପ୍ରକୃତ ଦବେତା ନୁହଁନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:7
ସମାନଙ୍କେ ଭିତ ରେ କେତକଙ୍କେ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁ ହେ : ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:15
ଯୀଶୁ ଖ୍ରୀଷ୍ଟ ଓ ବିଲିଯାର୍ ଭିତ ରେ ଚୁକ୍ତି ହାଇପୋ ରେ କି ? ଜଣେ ବିଶ୍ବାସୀ ଓ ଜଣେ ଅବିଶ୍ବାସୀଙ୍କ ଭିତ ରେ କ'ଣ କିଛି ମଳେ ହାଇପୋ ରେ ?

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:1
ଅତଏବ, ଆସ ପରମମେଶ୍ବରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନ ଯାପନ ପ୍ରଣାଳୀ ରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରେତ୍ୟକକ ବିଷୟକୁ ଦୂର କରିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 10:22
ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।

ଯାକୁବଙ୍କ ପତ୍ 4:8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।

ଯିହୂଦାଙ୍କ ପତ୍ର 1:23
ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସହେି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦଖାଇବୋ ବେଳେ ସାବଧାନ ରେ ରୁହ। ପାପରେ କଳଙ୍କିତ ହାଇେଥିବା ସମାନଙ୍କେର ଲୁଗାପଟାକୁ ମଧ୍ଯ ଘୃଣା କର।

ଲେବୀୟ ପୁସ୍ତକ 17:16
ଯଦି ସେ ତା'ର ବସ୍ତ୍ର ନଧୂଏ କିମ୍ବା ସ୍ନାନ ନକରେ, ତବେେ ସେ ପାପର ଅପରାଧ ବହନ କରିବ।

ଯିଶାଇୟ 1:16
ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।

ଉପଦେଶକ 5:1
ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦବୋ ଅପେକ୍ଷା ପରମେଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ଯ ନାହିଁ, ଯେତବେେଳେ ସମାନେେ ମନ୍ଦକର୍ମ କରନ୍ତି।

ଦିତୀୟ ବିବରଣ 32:16
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ଦିତୀୟ ବିବରଣ 11:28
ଯଦି ତୁମ୍ଭମାନେେ ତାହାସବୁ ପାଳନ ନକର ତବେେ ତୁମ୍ଭମାନେେ ଅଭିଶାପ ପାଇବ। ଯଦି ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ପାଳନ ନକର ଓ ଅନ୍ୟଦେଶୀଯ ଦବଗେଣଙ୍କର ପଶ୍ଚାତ ଗମନକର, ତବେେ ଅଭିଶାପ ପାଇବ।

ଦିତୀୟ ବିବରଣ 7:25
ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।

ଦିତୀୟ ବିବରଣ 6:14
ତୁମ୍ଭମାନେେ ଅନ୍ୟ ଦବଗେଣର, ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ଲୋକଙ୍କ ଦବଗେଣର ପଶ୍ଚାଦଗାମୀ ହବେ ନାହିଁ।

ଦିତୀୟ ବିବରଣ 5:7
ଆମ୍ଭ ଛଡା ତକ୍ସ୍ଟମ୍ଭମାନେ ଅନ୍ୟ କୌଣସି ଦବେତା ପୂଜା କର ନାହିଁ।

ଗଣନା ପୁସ୍ତକ 31:24
ତୁମ୍ଭମାନେେ ସପ୍ତମ ଦିନ ରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭମାନେେ ଶୁଚି ହବେ; ତା'ପରେ ତୁମ୍ଭମାନେେ ଛାଉଣୀ ରେ ପ୍ରବେଶ କରିପାରିବ।

ଲେବୀୟ ପୁସ୍ତକ 15:5
ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।

ଯାତ୍ରା ପୁସ୍ତକ 23:13
ସାବଧାନ, ତୁମ୍ଭେ ମାରେ ସମସ୍ତ ବ୍ଯବସ୍ଥା ମାନିବ। ଅନ୍ୟ ଦବେତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖ ରେ ଧର ନାହିଁ।

ଯାତ୍ରା ପୁସ୍ତକ 20:3
ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

ଆଦି ପୁସ୍ତକ 35:22
ଇଶ୍ରାୟେଲ ଯେତବେେଳେ ସଠାେରେ ରହୁଥିଲେ, ରୁବନ୍େ ୟାଇ ଏବଂ ବିଲହା ସହିତ ଶଯନ କଲା। ୟିଏ ଇଶ୍ରାୟେଲର ଉପପତ୍ନୀ ଥିଲା। ଏହି ବିଷଯ ରେ ଇଶ୍ରାୟେଲ ଜାଣିବାକୁ ପାଇଲେ।

ଆଦି ପୁସ୍ତକ 34:24
ସଭାସ୍ଥଳ ରେ ସମସ୍ତ ଲୋକ ଏହି କଥା ଶୁଣି ରାଜି ହାଇଗେଲେ। ହ ମାରେଓ ଶିଖିମ କଥା ରେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।

ଯିହୋଶୂୟ 23:7
ଏପରି ମଧ୍ଯ ବହକ୍ସ୍ଟତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସମାନେେ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ସମାନେେ, ସମାନଙ୍କେର ନିଜର ପ୍ରଭକ୍ସ୍ଟଙ୍କକ୍ସ୍ଟ ମାନକ୍ସ୍ଟଛନ୍ତି। ସମାନଙ୍କେ ସହିତ ବନ୍ଧକ୍ସ୍ଟତା ରଖ ନାହିଁ। ସମାନଙ୍କେ ପ୍ରଭକ୍ସ୍ଟଙ୍କର ପୂଜା କର ନାହିଁ। କି ସମାନଙ୍କେର ସବୋ କର ନାହିଁ।

ଯିହୋଶୂୟ 24:2
ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।

ଯିହୋଶୂୟ 24:20
ତକ୍ସ୍ଟମ୍ଭମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ଯାଗ କରି ବିଦେଶୀଯ ଦବେତାମାନଙ୍କୁ ସବୋ କର, ତବେେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।

ଗୀତସଂହିତା 101:2
ମୁଁ ଯତ୍ନଶୀଳ ହାଇେ ସିଦ୍ଧ ପଥରେ ଜୀବନୟାପନ କରିବି। ହେ ସଦାପ୍ରଭୁ, କବେେ ତୁମ୍ଭେ ମାେ ନିକଟକୁ ଆସିବ। ମୁଁ ମାେ ରାଜ ପ୍ରାସାଦରେ ଧାର୍ମିକତା ଜୀବନୟାପନ କରିବି।

ଗୀତସଂହିତା 51:7
ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।

ଗୀତସଂହିତା 51:2
ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।

ଆୟୁବ ପୁସ୍ତକ 1:5
ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶୟ୍ଯା ତ୍ଯାଗ କରି ତା'ର ପ୍ରେତ୍ୟକକ ପୁଅର ମଙ୍ଗଳ ପାଇଁ ପରମେଶ୍ବରଙ୍କ ନିକଟରେ ହାମବେଳି ଅର୍ପଣ କରୁଥିଲା। ସେ ଭାବୁଥିଲା, ମାେ ପିଲାମାନେ ହୁଏତ ହୃଦଯ ରେ ପାପକରି ପରମେଶ୍ବରଙ୍କୁ ଶାପ ଦଇେଥାଇ ପାରନ୍ତି। ଆୟୁବ ପ୍ରେତ୍ୟକକ ଥର ଏପରି କଲେ।

ପ୍ରଥମ ବଂଶାବଳୀ 16:26
କାହିଁକି ? କାରଣ ପୃଥିବୀର ସମସ୍ତ ଦବେତାଗଣ କବଳେ ମୂଲ୍ଯହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।

ଦିତୀୟ ରାଜାବଳୀ 17:29
ମାତ୍ର ପ୍ରେତ୍ୟକକ ଗୋଷ୍ଠୀ ଆପଣା ଆପଣା ଦବେତା ନିର୍ମାଣ କଲେ। ସମାନେେ ତାଙ୍କର ଦବେତାମାନଙ୍କୁ ଉଚ୍ଚସ୍ଥାନମାନଙ୍କ ରେ ପୂଜା କଲେ। ଯେଉଁ ସବୁ ମନ୍ଦିର ଶମରିଯା ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ଯରୁ ସମାନେେ ମିଥ୍ଯା ଦବେତାମାନଙ୍କୁ ସମାନଙ୍କେର ସମସ୍ତ ନଗରଗୁଡିକରେ ସ୍ଥାପନ କଲେ। ଯେଉଁଠା ରେ ସମାନେେ ବାସସ୍ଥଳୀ କଲେ।

ଦିତୀୟ ରାଜାବଳୀ 5:12
ଇଶ୍ରାୟେଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀ ରେ ସ୍ନାନ କରି କାହିଁକି ଶୁଚି ନ ହବେି? ତେଣୁ ସେ ରାଗି ଗ୍ଭଲିଗଲେ।

ଦିତୀୟ ରାଜାବଳୀ 5:10
ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, ୟାଅ, ୟର୍ଦ୍ଦନ ନଦୀ ରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହବେ ଓ ତୁମ୍ଭେ ଶୁଚି ହବେ।

ଦିତୀୟ ଶାମୁୟେଲ 7:23
ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସମାନେେ ଗୋଟିଏ ବିଶଷେ ଲୋକ ଅଟନ୍ତି। ସଦାପ୍ରଭୁ ସମାନଙ୍କେୁ ମିଶରର ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରି ଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସମାନଙ୍କେ ପାଇଁ ମହତ କର୍ମ ଓ ତକ୍ସ୍ଟମ୍ଭ ଦେଶ ପାଇଁ ଆଶ୍ଚର୍ୟ୍ଯ କର୍ମ କରନ୍ତି।

ରୂତର ବିବରଣ 1:15
ନୟମୀ କହିଲା, ଦେଖ, ତୁମ୍ଭର ୟାଆ ତା'ର ନିଜର ଲୋକମାନଙ୍କ ନିକଟକକ୍ସ୍ଟ ପକ୍ସ୍ଟଣି ଆପଣା ଦବେତାମାନଙ୍କ ନିକଟକକ୍ସ୍ଟ ଫରେିଗଲେ। ତୁମ୍ଭେ ମଧ୍ଯ ସହେିପରି କରିବା ଉଚିତ୍।

ବିଚାରକର୍ତାମାନଙ୍କ ବିବରଣ 10:16
ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।

ଆଦି ପୁସ୍ତକ 34:2
ସହେି ଦେଶର ରାଜା ଥିଲେ ହମାରେ। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନଇଗେଲା ଏବଂ ତାକୁ ଧର୍ଷଣ କଲା।