ଆଦି ପୁସ୍ତକ 31:46 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 31 ଆଦି ପୁସ୍ତକ 31:46

Genesis 31:46
ପୁଣି ଯାକୁବ ଆପଣା ନିଜ ଲୋକମାନଙ୍କୁ କହିଲା, ତୁମ୍ଭମାନେେ ପ୍ରସ୍ତର ସଂଗ୍ରହକର। ତହିଁରେ ସମାନେେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ ସମସ୍ତେ ସହେି ସ୍ଥାନ ରେ ସହେି ପଥରଗଦା ଉପରେ ଭୋଜନ କଲେ।

Genesis 31:45Genesis 31Genesis 31:47

Genesis 31:46 in Other Translations

King James Version (KJV)
And Jacob said unto his brethren, Gather stones; and they took stones, and made an heap: and they did eat there upon the heap.

American Standard Version (ASV)
And Jacob said unto his brethren, Gather stones; and they took stones, and made a heap: and they did eat there by the heap.

Bible in Basic English (BBE)
And Jacob said to his people, Get stones together; and they did so; and they had a meal there by the stones.

Darby English Bible (DBY)
And Jacob said to his brethren, Gather stones. And they took stones, and made a heap, and ate there upon the heap.

Webster's Bible (WBT)
And Jacob said to his brethren, Gather stones; and they took stones, and made a heap: and they ate there upon the heap.

World English Bible (WEB)
Jacob said to his relatives, "Gather stones." They took stones, and made a heap. They ate there by the heap.

Young's Literal Translation (YLT)
and Jacob saith to his brethren, `Gather stones,' and they take stones, and make a heap; and they eat there on the heap;

And
Jacob
וַיֹּ֨אמֶרwayyōʾmerva-YOH-mer
said
יַֽעֲקֹ֤בyaʿăqōbya-uh-KOVE
unto
his
brethren,
לְאֶחָיו֙lĕʾeḥāywleh-eh-hav
Gather
לִקְט֣וּliqṭûleek-TOO
stones;
אֲבָנִ֔יםʾăbānîmuh-va-NEEM
and
they
took
וַיִּקְח֥וּwayyiqḥûva-yeek-HOO
stones,
אֲבָנִ֖יםʾăbānîmuh-va-NEEM
made
and
וַיַּֽעֲשׂוּwayyaʿăśûva-YA-uh-soo
an
heap:
גָ֑לgālɡahl
eat
did
they
and
וַיֹּ֥אכְלוּwayyōʾkĕlûva-YOH-heh-loo
there
שָׁ֖םšāmshahm
upon
עַלʿalal
the
heap.
הַגָּֽל׃haggālha-ɡAHL

Cross Reference

ଆଦି ପୁସ୍ତକ 31:23
ତେଣୁ ଲାଗନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା'ପଛ ରେ ଗୋଡ଼ାଇଲା। ସାତଦିନ ପରେ ଲାବନ ଯାକୁବକୁ ଗିଲିଯଦର ପର୍ବତମଯ ଦେଶ ରେ ଭଟେିଲେ।

ଆଦି ପୁସ୍ତକ 31:32
କିନ୍ତୁ ମୁଁ ତୁମ୍ଭର ଦବେତାଗଣଙ୍କୁ ଚୋରାଇ ଆଣି ନାହିଁ। ମାତ୍ର ତୁମ୍ଭେ ଯାହା ନିକଟରୁ ତାହା ପାଇବ ତାକୁ ହତ୍ଯା କରାୟିବ। ତୁମ୍ଭର ଲୋକମାନେ ମାରେ ସାକ୍ଷୀ ରହିଲେ। ତୁମ୍ଭର ଏଠା ରେ ଯାହାସବୁ ଅଛି ତୁମ୍ଭେ ତୁମ୍ଭର ଲୋବତାଗଣଙ୍କୁ ଖାଜେି ପାରିବ। ତୁମ୍ଭର ଯାହା ଅଛି ତୁମ୍ଭେ ନଇେ ପାରିବ। ରାହେଲ ତାହା ଚୋରି କରିଛନ୍ତି ବୋଲି, ଯାକୁବ ଜାଣି ନଥିଲେ।

ଆଦି ପୁସ୍ତକ 31:37
ମାରେ ସମସ୍ତ ଦ୍ରବ୍ଯ ତୁମ୍ଭେ ଖାଜେିଲ କିନ୍ତୁ ତୁମ୍ଭର ଦବେତାଗଣଙ୍କୁ ପାଇଲ ନାହିଁ। ଯଦି ତୁମ୍ଭେ ତାହା ପାଇଛ ତବେେ ତୁମ୍ଭେ ତାହା ଦଖାେଅ, ଆମ୍ଭର ସମସ୍ତ ଲୋକ ତାହା ଦେଖିବେ। କେଉଁଟି ଠିକ୍ ତାହା ଲୋକମାନଙ୍କୁ ନିଷ୍ପତ୍ତି କରିବାକୁ ଦିଅ।

ଆଦି ପୁସ୍ତକ 31:54
ଏହାପରେ ସେ ସହେି ପର୍ବତ ରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡ଼ାକିଲା। ତହିଁରେ ସମାନେେ ଭୋଜନ କରି ପର୍ବତ ରେ ରାତ୍ରିସାରା ରହିଲେ।

ଯିହୋଶୂୟ 4:5
ଯିହାଶୂେୟ ସହେି ବାରଜଣ ଲୋକଙ୍କକ୍ସ୍ଟ କହିଲେ, ୟର୍ଦ୍ଦନ ନଦୀର ମଝିକକ୍ସ୍ଟ ୟାଅ ଯେଉଁଠା ରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେ ଥିଲେ, ତୁମ୍ଭମାନେେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସଠାେରକ୍ସ୍ଟ ତୁମ୍ଭମାନେେ ପ୍ରେତ୍ୟକକ ଗୋଟିଏ ଲଖାେଁଏ ଶିଳା ତକ୍ସ୍ଟମ୍ଭ କାନ୍ଧ ରେ ବହି ଆଣିବ।

ଯିହୋଶୂୟ 4:20
ସମାନେେ ୟର୍ଦ୍ଦନରକ୍ସ୍ଟ ଆଣିଥିବା ସହେି ବାରଟି ଶିଳାଖଣ୍ତକକ୍ସ୍ଟ ଯିହାଶୂେୟା ଗିଲଗାଲ୍ଠା ରେ ସ୍ଥାପନ କଲେ।

ଯିହୋଶୂୟ 7:26
ଆଖନକକ୍ସ୍ଟ ପୋଡି଼ ସାରିବା ପରେ ତାହାକକ୍ସ୍ଟ ପଥର ରେ ପୋତି ଦେଲେ, ସହେି ପଥର ଗଦା ଆଜି ପର୍ୟ୍ଯନ୍ତ ସଠାେରେ ଅଛି। ଯେ ହତେକ୍ସ୍ଟ ସଦାପ୍ରଭୁ ଆଖନକକ୍ସ୍ଟ ସଠାେରେ ଏପରି ଦକ୍ସ୍ଟଃଖ ଦେଲେ, ସେଥିପାଇଁ ସହେି ସ୍ଥାନ ଆଜି ପର୍ୟ୍ଯନ୍ତ ଆଖୋର ଉପତ୍ୟକା ନାମ ରେ ପରିଚିତ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କ ଉପରକ୍ସ୍ଟ କୋର୍ଧରକ୍ସ୍ଟ ନିବୃତ୍ତ ହାଇେ ଶାନ୍ତ ହେଲେ।

ଦିତୀୟ ଶାମୁୟେଲ 18:17
ତା'ପରେ ଯୋୟାବର ଲୋକମାନେ ଅବଶା ଲୋମର ମୃତ ଶରୀରକକ୍ସ୍ଟ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତ ରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକକ୍ସ୍ଟ ପଥର ପକଇେ ପୋତି ଦେଲେ।

ଉପଦେଶକ 3:5
ପ୍ରସ୍ତର ପକାଇବାର ସମୟ ଅଛି ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ଯ ସମୟ ଅଛି। ଆଲିଙ୍ଗନ ପାଇଁ ସମୟ ଅଛି ଓ ଆଲିଙ୍ଗନରୁ ନିବୃତ୍ତ ହବୋର ମଧ୍ଯ ସମୟ ଅଛି।