Genesis 28:10
ଯାକୁବ ବରେଶବୋ ଛାଡ଼ି ହାରଣକୁ ଗଲେ।
Genesis 28:10 in Other Translations
King James Version (KJV)
And Jacob went out from Beersheba, and went toward Haran.
American Standard Version (ASV)
And Jacob went out from Beer-sheba, and went toward Haran.
Bible in Basic English (BBE)
So Jacob went out from Beer-sheba to go to Haran.
Darby English Bible (DBY)
And Jacob went out from Beer-sheba, and went towards Haran.
Webster's Bible (WBT)
And Jacob went out from Beer-sheba, and went towards Haran.
World English Bible (WEB)
Jacob went out from Beersheba, and went toward Haran.
Young's Literal Translation (YLT)
And Jacob goeth out from Beer-Sheba, and goeth toward Haran,
| And Jacob | וַיֵּצֵ֥א | wayyēṣēʾ | va-yay-TSAY |
| went out | יַֽעֲקֹ֖ב | yaʿăqōb | ya-uh-KOVE |
| Beer-sheba, from | מִבְּאֵ֣ר | mibbĕʾēr | mee-beh-ARE |
| and went | שָׁ֑בַע | šābaʿ | SHA-va |
| toward Haran. | וַיֵּ֖לֶךְ | wayyēlek | va-YAY-lek |
| חָרָֽנָה׃ | ḥārānâ | ha-RA-na |
Cross Reference
ଆଦି ପୁସ୍ତକ 11:31
ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:2
ସେ ଉତ୍ତର ଦେଲେ, ମାରେ ଯିହୂଦୀ ପିତାମାନେ ଓ ଭାଇମାନେ, ମାେ କଥା ଶୁଣ। ଆମ୍ଭର ପିତା ଅବ୍ରାହାମ ହାରୋଣ ନଗର ରେ ବାସ କରିବା ପୂର୍ବରୁ ଯେତବେେଳେ ମସପେତାମିଆ ରେ ଥିଲେ, ସେତବେେଳେ ଗୌରବମୟ ପରମେଶ୍ବର ତାହାଙ୍କୁ ଦର୍ଶନ ଦଇେ କହିଲେ,
ଆଦି ପୁସ୍ତକ 32:10
ତୁମ୍ଭେ ମାେତେ ଦୟା ଦଖାଇେ ଆସିଅଛ। ତୁମ୍ଭେ ମାରେ ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷଯ ପାଇଁ ୟୋଗ୍ଯ ନୁହେଁ। ମୁଁ ଯେତବେେଳେ ପ୍ରଥମଥର ୟର୍ଦ୍ଦନ ନଦୀ ପାରି ହଲିେ, କବଳେ ଏ ବାଡ଼ି ଛଡ଼ା ମାରେ କିଛି ନଥିଲା। କିନ୍ତୁ ବର୍ତ୍ତମାନ ମାରେପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହାଇପୋ ରେ।
ହୋଶେୟ 12:12
ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:13
କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗ ରେ ଦଖାେ କରିବାକୁ କାଇସରୀଆ ନଗରକୁ ଗଲେ।