ଯିହିଜିକଲ 21:11 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 21 ଯିହିଜିକଲ 21:11

Ezekiel 21:11
ପୁଣି ହାତ ରେ ଧରାୟିବା ପାଇଁ ଖଡ୍ଗ ଗଣିତ ହାଇେଅଛି। ଘାତକର ହାତ ରେ ଦବୋ ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହାଇେଅଛି।

Ezekiel 21:10Ezekiel 21Ezekiel 21:12

Ezekiel 21:11 in Other Translations

King James Version (KJV)
And he hath given it to be furbished, that it may be handled: this sword is sharpened, and it is furbished, to give it into the hand of the slayer.

American Standard Version (ASV)
And it is given to be furbished, that it may be handled: the sword, it is sharpened, yea, it is furbished, to give it into the hand of the slayer.

Bible in Basic English (BBE)
And I have given it to the polisher so that it may be taken in the hand: he has made the sword sharp, he has had it polished, to put it into the hand of him who gives death.

Darby English Bible (DBY)
And he hath given it to be furbished that it may be handled. The sword, -- it is sharpened, and it is furbished to give it into the hand of the slayer.

World English Bible (WEB)
It is given to be furbished, that it may be handled: the sword, it is sharpened, yes, it is furbished, to give it into the hand of the killer.

Young's Literal Translation (YLT)
And he giveth it for polishing, For laying hold of by the hand. It is sharpened -- the sword -- and polished, To give it into the hand of a slayer.

And
he
hath
given
וַיִּתֵּ֥ןwayyittēnva-yee-TANE
furbished,
be
to
it
אֹתָ֛הּʾōtāhoh-TA
that
it
may
be
handled:
לְמָרְטָ֖הlĕmorṭâleh-more-TA

לִתְפֹּ֣שׂlitpōśleet-POSE
this
בַּכָּ֑ףbakkāpba-KAHF
sword
הִֽיאhîʾhee
is
sharpened,
הוּחַ֤דָּהhûḥaddâhoo-HA-da
and
it
חֶ֙רֶב֙ḥerebHEH-REV
is
furbished,
וְהִ֣יאwĕhîʾveh-HEE
give
to
מֹרָ֔טָּהmōrāṭṭâmoh-RA-ta
it
into
the
hand
לָתֵ֥תlātētla-TATE
of
the
slayer.
אוֹתָ֖הּʾôtāhoh-TA
בְּיַדbĕyadbeh-YAHD
הוֹרֵֽג׃hôrēghoh-RAɡE

Cross Reference

ଯିହିଜିକଲ 21:19
ହେ ମନୁଷ୍ଯ ପୁତ୍ର, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ୟାଇଥିବା ସଡ଼କର ମୁଣ୍ଡ ରେ ଏକ ପଥ ନିର୍ଦ୍ଦଶେ କରୁଥିବା ପ୍ରସ୍ତର ଫଳକ ରଖ।

ଯିରିମିୟ 25:9
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 25:33
ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶଷେ ସୀମା ପର୍ୟ୍ଯନ୍ତ ଦଖାୟିବେ। ସମାନଙ୍କେ ପାଇଁ ବିଳାପ କରିବାକୁ କହେି ନ ଥିବେ ଓ କବର ଦବୋପାଇଁ ମଧ୍ଯ କହେି ନ ଥିବେ। ସମାନେେ ଭୂଇଁର ଗୋବର ଖତ ହବେେ।

ଯିରିମିୟ 51:20
ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।