Index
Full Screen ?
 

ଯାତ୍ରା ପୁସ୍ତକ 28:34

ଯାତ୍ରା ପୁସ୍ତକ 28:34 ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 28

ଯାତ୍ରା ପୁସ୍ତକ 28:34
ସହେି ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗ ରେ ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ବର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ।

Cross Reference

ଯାତ୍ରା ପୁସ୍ତକ 19:16
ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।

ଗୀତସଂହିତା 139:7
ମୁଁ ୟୁଆଡ଼େ ୟାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। ମୁଁ ତୁମ୍ଭର ଉପସ୍ଥିତିରୁ ଖସିୟାଇ ପାରିବି ନାହିଁ।

ଯିରିମିୟ 23:23
ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:18
ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।

A
golden
פַּֽעֲמֹ֤ןpaʿămōnpa-uh-MONE
bell
זָהָב֙zāhābza-HAHV
pomegranate,
a
and
וְרִמּ֔וֹןwĕrimmônveh-REE-mone
a
golden
פַּֽעֲמֹ֥ןpaʿămōnpa-uh-MONE
bell
זָהָ֖בzāhābza-HAHV
pomegranate,
a
and
וְרִמּ֑וֹןwĕrimmônveh-REE-mone
upon
עַלʿalal
the
hem
שׁוּלֵ֥יšûlêshoo-LAY
of
the
robe
הַמְּעִ֖ילhammĕʿîlha-meh-EEL
round
about.
סָבִֽיב׃sābîbsa-VEEV

Cross Reference

ଯାତ୍ରା ପୁସ୍ତକ 19:16
ତୃତୀୟ ଦିନ ପ୍ରଭାତ ରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡଘଡି, ବିଜୁଳି ଏବଂ ଏକ ଗମ୍ଭୀର ଶିଙ୍ଗା ଧ୍ବନି ଶୁଣାଗଲା। ଛାଉଣୀର ଲୋକମାନେ ଭୟଭୀତ ହାଇଗେଲେ।

ଗୀତସଂହିତା 139:7
ମୁଁ ୟୁଆଡ଼େ ୟାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। ମୁଁ ତୁମ୍ଭର ଉପସ୍ଥିତିରୁ ଖସିୟାଇ ପାରିବି ନାହିଁ।

ଯିରିମିୟ 23:23
ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:18
ତୁମ୍ଭମାନେେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇଶ୍ରାୟେଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭମାନେେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁ ରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭମାନେେ ଅନ୍ଧାରୁଆ, ଝାପ୍ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ।

Chords Index for Keyboard Guitar