ଯାତ୍ରା ପୁସ୍ତକ 22:7 in Oriya

ଓଡିଆ ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 22 ଯାତ୍ରା ପୁସ୍ତକ 22:7

Exodus 22:7
ଆଉ କହେି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ଯ ରଖିବା ପାଇଁ ସମର୍ପଣ କଲେ ତାହା ଯବେେ କହେି ସହେି ଲୋକର ଗୃହରୁ ଚୋରିକରେ ଓ ସହେି ଚୋର ଧରାପଡେ, ତବେେ ସେ ତା'ର ଦୁଇଗୁଣ ଦବେ।

Exodus 22:6Exodus 22Exodus 22:8

Exodus 22:7 in Other Translations

King James Version (KJV)
If a man shall deliver unto his neighbor money or stuff to keep, and it be stolen out of the man's house; if the thief be found, let him pay double.

American Standard Version (ASV)
If a man shall deliver unto his neighbor money or stuff to keep, and it be stolen out of the man's house; if the thief be found, he shall pay double.

Bible in Basic English (BBE)
If a man puts money or goods in the care of his neighbour to keep for him, and it is taken from the man's house, if they get the thief, he will have to make payment of twice the value.

Darby English Bible (DBY)
-- If a man deliver unto his neighbour money or stuff to keep, and it be stolen out of the man's house; if the thief be found, let him restore double;

Webster's Bible (WBT)
If a man shall deliver to his neighbor money or stuff to keep, and it be stolen out of the man's house; if the thief shall be found, let him pay double.

World English Bible (WEB)
"If a man delivers to his neighbor money or stuff to keep, and it is stolen out of the man's house; if the thief is found, he shall pay double.

Young's Literal Translation (YLT)
`When a man doth give unto his neighbour silver, or vessels to keep, and it hath been stolen out of the man's house; if the thief is found, he repayeth double.

If
כִּֽיkee
a
man
יִתֵּן֩yittēnyee-TANE
shall
deliver
אִ֨ישׁʾîšeesh
unto
אֶלʾelel
neighbour
his
רֵעֵ֜הוּrēʿēhûray-A-hoo
money
כֶּ֤סֶףkesepKEH-sef
or
אֽוֹʾôoh
stuff
כֵלִים֙kēlîmhay-LEEM
to
keep,
לִשְׁמֹ֔רlišmōrleesh-MORE
stolen
be
it
and
וְגֻנַּ֖בwĕgunnabveh-ɡoo-NAHV
out
of
the
man's
מִבֵּ֣יתmibbêtmee-BATE
house;
הָאִ֑ישׁhāʾîšha-EESH
if
אִםʾimeem
thief
the
יִמָּצֵ֥אyimmāṣēʾyee-ma-TSAY
be
found,
הַגַּנָּ֖בhaggannābha-ɡa-NAHV
let
him
pay
יְשַׁלֵּ֥םyĕšallēmyeh-sha-LAME
double.
שְׁנָֽיִם׃šĕnāyimsheh-NA-yeem

Cross Reference

ଯାତ୍ରା ପୁସ୍ତକ 22:4
ଯଦି ଚୋରି ହାଇେଥିବା ପଶୁଟି ସହେି ଲୋକ ପାଖ ରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମଷେ ହେଉ, ସେ ଚୋରି କରିଥିବା ଜିନିଷର ଦୁଇଗୁଣା ଦବେ।

ହିତୋପଦେଶ 6:30
ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ।

ଯିରିମିୟ 2:26
ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।

ଯୋହନଲିଖିତ ସୁସମାଚାର 12:6
କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:10
ଯେଉଁମାନେ ୟୌନଗତ ପାପ କରନ୍ତି, ପୁଣି ମୂର୍ତ୍ତିପୂଜକ, ବ୍ଯଭିଚାରୀ, ସମଲିଙ୍ଗୀ, ସ୍ବାର୍ଥପର, ଚୋର, ମଦୁଆ, ପରନିନ୍ଦକ ଓ ଠକୁଆ, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧିକାରୀ ହବେେ ନାହିଁ।