ଏଷ୍ଟର ବିବରଣ 9:18
ମାତ୍ର ଶ୍ବଶନ ରେ ବାସ କରୁଥିବା ୟିହୁଦୀଯମାନେ ସହେି ମାସର ତ୍ରଯୋଦଶ ଓ ଚତୁର୍ଦ୍ଦଶ ଦିନ ରେ ଏକତ୍ରୀତ ହେଲେ। ସହେି ମାସର ପଞ୍ଚଦଶ ଦିନ ରେ ବିଶ୍ରାମ କରି ତାହା ଭୋଜନ ପାନର ଓ ଆନନ୍ଦର ଦିନ କଲେ।
But the Jews | וְהַיְּהוּדִ֣יים | wĕhayyĕhûdîym | veh-ha-yeh-hoo-DEE-m |
that | אֲשֶׁר | ʾăšer | uh-SHER |
Shushan at were | בְּשׁוּשָׁ֗ן | bĕšûšān | beh-shoo-SHAHN |
assembled together | נִקְהֲלוּ֙ | niqhălû | neek-huh-LOO |
thirteenth the on | בִּשְׁלֹשָׁ֤ה | bišlōšâ | beesh-loh-SHA |
עָשָׂר֙ | ʿāśār | ah-SAHR | |
fourteenth the on and thereof, day | בּ֔וֹ | bô | boh |
וּבְאַרְבָּעָ֥ה | ûbĕʾarbāʿâ | oo-veh-ar-ba-AH | |
fifteenth the on and thereof; | עָשָׂ֖ר | ʿāśār | ah-SAHR |
בּ֑וֹ | bô | boh | |
rested, they same the of day | וְנ֗וֹחַ | wĕnôaḥ | veh-NOH-ak |
made and | בַּֽחֲמִשָּׁ֤ה | baḥămiššâ | ba-huh-mee-SHA |
it a day | עָשָׂר֙ | ʿāśār | ah-SAHR |
of feasting | בּ֔וֹ | bô | boh |
and gladness. | וְעָשֹׂ֣ה | wĕʿāśō | veh-ah-SOH |
אֹת֔וֹ | ʾōtô | oh-TOH | |
י֖וֹם | yôm | yome | |
מִשְׁתֶּ֥ה | mište | meesh-TEH | |
וְשִׂמְחָֽה׃ | wĕśimḥâ | veh-seem-HA |
Cross Reference
ଏଷ୍ଟର ବିବରଣ 9:21
ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।
ଏଷ୍ଟର ବିବରଣ 9:1
ଅଦର ନାମକ ଦ୍ବାଦଶ ମାସ ରେ ତ୍ରଯୋଦଶ ଦିନ ରେ ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁଦିନ ୟିହୁଦୀଯମାନଙ୍କ ଶତୃଗଣ ସମାନଙ୍କେ ଉପରେ କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିଲେ। ସହେିଦିନ ଏପରି ବିପରୀତ ଘଟଣା ହେଲା, ଯେ ୟିହୁଦୀଯମାନେ ନିଜର ଘୃଣାକାରୀମାନଙ୍କ ଉପରେ କତ୍ତୁର୍ତ୍ବ କଲେ।
ଏଷ୍ଟର ବିବରଣ 9:11
ସହେିଦିନ କେତଜେଣ ଲୋକଙ୍କୁ ରାଜଧାନୀ ଶୂଶନ ରେ ହତ୍ଯା କରାୟାଇଥିଲା, ଏହା ରାଜାଙ୍କୁ କୁହାଗଲା।
ଏଷ୍ଟର ବିବରଣ 9:13
ଏଷ୍ଟର କହିଲେ, ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡୁଛି, ତବେେ ଆଜି ପରି କାଲି ମଧ୍ଯ ଶୂଶନ ରେ ହେଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାୟାନ୍ତୁ।
ଏଷ୍ଟର ବିବରଣ 9:15
ୟିହୁଦୀଯମାନେ ତଚୁର୍ଦ୍ଦଶ ଦିନ ରେ ମଧ୍ଯ ସଠାେରେ ଏକତ୍ରୀତ ହେଲେ। ଅଦର ମାସ ରେ ସମାନେେ ଶୂଶନ ରେ 300 ଲୋକଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସମାନଙ୍କେର ଦ୍ରବ୍ଯ ଲୁଣ୍ଠନ କଲେ ନାହିଁ।