ଉପଦେଶକ 1:18 in Oriya

ଓଡିଆ ଓଡିଆ ବାଇବେଲ ଉପଦେଶକ ଉପଦେଶକ 1 ଉପଦେଶକ 1:18

Ecclesiastes 1:18
ବହୁତ ଜ୍ଞାନ ରେ ବହୁତ କ୍ଲେଶ ଥାଏ। ଯେ ବିଦ୍ଯା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।

Ecclesiastes 1:17Ecclesiastes 1

Ecclesiastes 1:18 in Other Translations

King James Version (KJV)
For in much wisdom is much grief: and he that increaseth knowledge increaseth sorrow.

American Standard Version (ASV)
For in much wisdom is much grief; and he that increaseth knowledge increaseth sorrow.

Bible in Basic English (BBE)
Because in much wisdom is much grief, and increase of knowledge is increase of sorrow.

Darby English Bible (DBY)
For in much wisdom is much vexation, and he that increaseth knowledge increaseth sorrow.

World English Bible (WEB)
For in much wisdom is much grief; and he who increases knowledge increases sorrow.

Young's Literal Translation (YLT)
for, in abundance of wisdom `is' abundance of sadness, and he who addeth knowledge addeth pain.'

For
כִּ֛יkee
in
much
בְּרֹ֥בbĕrōbbeh-ROVE
wisdom
חָכְמָ֖הḥokmâhoke-MA
is
much
רָבrābrahv
grief:
כָּ֑עַסkāʿasKA-as
increaseth
that
he
and
וְיוֹסִ֥יףwĕyôsîpveh-yoh-SEEF
knowledge
דַּ֖עַתdaʿatDA-at
increaseth
יוֹסִ֥יףyôsîpyoh-SEEF
sorrow.
מַכְאֽוֹב׃makʾôbmahk-OVE

Cross Reference

ଉପଦେଶକ 12:12
କିନ୍ତୁ ମାରେ ପୁତ୍ର, ସେଥି ରେ ଯାହା ୟୋଗ କରାୟାଇଛି ତା ପାଇଁ ଯତ୍ନବାନ୍ ହୁଅ। ପୁସ୍ତକଗୁଡ଼ିକ ଲେଖିବାର ଅନ୍ତ ନାହିଁ ଏବଂ ଅତ୍ଯଧିକ ପଠନ ତୁମ୍ଭକୁ ଅତ୍ଯନ୍ତ କ୍ଲାନ୍ତ ପ୍ରଦାନ କରିବ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:18
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ୟୁଗ ଅନୁସାରେ ଜ୍ଞାନୀ ଅଟେ, ତା' ହେଲେ ତାକୁ ମୂର୍ଖ ହବୋକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହାଇପୋରିବା

ଆୟୁବ ପୁସ୍ତକ 28:28
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।

ଉପଦେଶକ 2:15
ତେଣୁ ମୁଁ ଆପଣା ମନେ ମନେ କହିଲି,ମୂର୍ଖ ପ୍ରତି ଯେପରି ଘଟେ, ମାେ ପ୍ରତି ହିଁ ସହେିପରି ଘଟିବ। ତବେେ ମୁଁ କାହିଁକି ଅଧିକ ଜ୍ଞାନବାନ ହଲିେ। ତେଣୁ ମୁଁ ଭାବିଲି, ଏହା ମଧ୍ଯ ଅସାର।'3

ଉପଦେଶକ 2:23
କାରଣ ତାହାର ଦିନସବୁ କବଳେ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅଟେ। ରାତ୍ରି ରେ ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର।

ଉପଦେଶକ 7:16
ତୁମ୍ଭମାନେେ ନିଜକୁ ଅତି ଧାର୍ମିକ ବୋଲି ଦଖାେଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦଖାଇେ ହୁଅ ନାହିଁ। କାହିଁକି ? ଏଥି ରେ ତୁମ୍ଭେ ନିଜକୁ ବିନାଶ କରିବ।

ଯାକୁବଙ୍କ ପତ୍ 3:13
ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।