ହିତୋପଦେଶ 26:11 in Oriya

ଓଡିଆ ଓଡିଆ ବାଇବେଲ ହିତୋପଦେଶ ହିତୋପଦେଶ 26 ହିତୋପଦେଶ 26:11

Proverbs 26:11
ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି।

Proverbs 26:10Proverbs 26Proverbs 26:12

Proverbs 26:11 in Other Translations

King James Version (KJV)
As a dog returneth to his vomit, so a fool returneth to his folly.

American Standard Version (ASV)
As a dog that returneth to his vomit, `So is' a fool that repeateth his folly.

Bible in Basic English (BBE)
Like a dog going back to the food which he has not been able to keep down, is the foolish man doing his foolish acts over again.

Darby English Bible (DBY)
As a dog turneth back to its vomit, [so] a fool repeateth his folly.

World English Bible (WEB)
As a dog that returns to his vomit, So is a fool who repeats his folly.

Young's Literal Translation (YLT)
As a dog hath returned to its vomit, A fool is repeating his folly.

As
a
dog
כְּ֭כֶלֶבkĕkelebKEH-heh-lev
returneth
שָׁ֣בšābshahv
to
עַלʿalal
his
vomit,
קֵא֑וֹqēʾôkay-OH
fool
a
so
כְּ֝סִ֗ילkĕsîlKEH-SEEL
returneth
שׁוֹנֶ֥הšôneshoh-NEH
to
his
folly.
בְאִוַּלְתּֽוֹ׃bĕʾiwwaltôveh-ee-wahl-TOH

Cross Reference

ଯାତ୍ରା ପୁସ୍ତକ 8:15
ଫାରୋ ହୃଦଯଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲ। ସେ ସମାନଙ୍କେ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସହେିପରି ସବୁ ଘଟିଗଲା।

ପିତରଙ୍କ ଦିତୀୟ ପତ୍ର 2:22
ସହେି ଲୋକମାନଙ୍କ ପ୍ରତି ଯାହା ଘଟିଲା, ତାହା ନିମ୍ନ ସତ୍ଯ ପ୍ରବାଦ ଭଳି : କୁକୁର ବାନ୍ତି କଲା ପରେ ପୁନର୍ବାର ତା' ବାନ୍ତି ଖାଇବାକୁକ ଆ ସେ341 ଓ ଘୁଷୁରୀଟିକୁ ଧୋଇ ପରିଷ୍କାର କଲା ପରେ ସେ ପୁନର୍ବାର ଯାଇ ପଙ୍କ ରେ ଗଡ଼େ।

ମାଥିଉଲିଖିତ ସୁସମାଚାର 12:45
ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସଠାେରେ ବସବାସ କରନ୍ତି। ସେତବେେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚ଼ନୀୟ ହାଇପେଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସହେି ଏକାକଥା ଘଟିବ।