Nehemiah 11:11
ହିଲ୍କିଯର ପୁତ୍ର ସରାଯ, ହିଲ୍କିଯ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାଯୋତର ପୁତ୍ର, ମରାଯୋତ୍ ଅହୀଟୁବ୍ର ପୁତ୍ର, ସରାଯ ପରମେଶ୍ବରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।
Nehemiah 11:11 in Other Translations
King James Version (KJV)
Seraiah the son of Hilkiah, the son of Meshullam, the son of Zadok, the son of Meraioth, the son of Ahitub, was the ruler of the house of God.
American Standard Version (ASV)
Seraiah the son of Hilkiah, the son of Meshullam, the son of Zadok, the son of Meraioth, the son of Ahitub, the ruler of the house of God,
Bible in Basic English (BBE)
Seraiah, the son of Hilkiah, the son of Meshullam, the son of Zadok, the son of Meraioth, the son of Ahitub, the ruler of the house of God,
Darby English Bible (DBY)
Seraiah the son of Hilkijah, the son of Meshullam, the son of Zadok, the son of Meraioth, the son of Ahitub, the ruler of the house of God.
Webster's Bible (WBT)
Seraiah the son of Hilkiah, the son of Meshullam, the son of Zadok, the son of Meraioth, the son of Ahitub, was the ruler of the house of God.
World English Bible (WEB)
Seraiah the son of Hilkiah, the son of Meshullam, the son of Zadok, the son of Meraioth, the son of Ahitub, the ruler of the house of God,
Young's Literal Translation (YLT)
Seraiah son of Hilkiah, son of Meshullam, son of Zadok, son of Meraioth, son of Ahitub, leader of the house of God,
| Seraiah | שְׂרָיָ֨ה | śĕrāyâ | seh-ra-YA |
| the son | בֶן | ben | ven |
| of Hilkiah, | חִלְקִיָּ֜ה | ḥilqiyyâ | heel-kee-YA |
| the son | בֶּן | ben | ben |
| Meshullam, of | מְשֻׁלָּ֣ם | mĕšullām | meh-shoo-LAHM |
| the son | בֶּן | ben | ben |
| of Zadok, | צָד֗וֹק | ṣādôq | tsa-DOKE |
| son the | בֶּן | ben | ben |
| of Meraioth, | מְרָיוֹת֙ | mĕrāyôt | meh-ra-YOTE |
| the son | בֶּן | ben | ben |
| of Ahitub, | אֲחִיט֔וּב | ʾăḥîṭûb | uh-hee-TOOV |
| ruler the was | נְגִ֖ד | nĕgid | neh-ɡEED |
| of the house | בֵּ֥ית | bêt | bate |
| of God. | הָֽאֱלֹהִֽים׃ | hāʾĕlōhîm | HA-ay-loh-HEEM |
Cross Reference
ଗଣନା ପୁସ୍ତକ 3:32
ଯାଜକ ହାରୋଣର ପୁତ୍ର ଇଲିଯାସର ସମସ୍ତଙ୍କ ମଧିଅରେ ପ୍ରଧାନ ଲବେୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷଯର କାର୍ୟ୍ଯ କରନ୍ତି ସମାନଙ୍କେର ତତ୍ତ୍ବାବଧାନ କରିବ।
ପ୍ରଥମ ବଂଶାବଳୀ 6:7
ମରାଯୋତ ଅମରିଯଙ୍କ ପିତା ଥିଲେ। ଅମରିଯ ଅହୀଟୂବ୍ଙ୍କ ପିତା ଥିଲେ।
ପ୍ରଥମ ବଂଶାବଳୀ 9:1
ଇଶ୍ରାୟେଲର ସମସ୍ତ ଲୋକଙ୍କର ନାମ ସମାନଙ୍କେ ପରିବାରର ଇତିହାସ ରେ ଲିଖିତ ହାଇେଅଛି। ସହେି ପାରିବାରିକ ଇତହାସକୁ ଇଶ୍ରାୟେଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତଭୁର୍କ୍ତ କରାୟାଇଛି।
ପ୍ରଥମ ବଂଶାବଳୀ 9:11
ଅସରିଯ ହିଲକିଯଙ୍କ ପୁତ୍ର ଥିଲେ। ହିଲକିଯ ମଶୁଲ୍ଲମ୍ଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ସାଦୋକ୍ଙ୍କ ପୁତ୍ର ଥିଲେ। ସାଦୋକ୍ ମରାଯୋତଙ୍କ ପୁତ୍ର ଥିଲେ। ମରାଯୋତ ଅହୀଟୂବ୍ଙ୍କ ପୁତ୍ର ଥିଲେ। ଅହୀଟୂବ୍ ପରମେଶ୍ବରଙ୍କ ମନ୍ଦିରର ସୁରକ୍ଷା ଦାଯିତ୍ବ ରେ ଥିବା ବିଶଷେ କାର୍ୟ୍ଯକାରୀ ଥିଲେ। ଆହୁରି ମଧ୍ଯ ସଠାେରେ ୟିରୋହମଙ୍କ ପୁତ୍ର ଅଦାଯା ଥିଲେ। ୟିରୋହମ୍ ପଶ୍ହୂରଙ୍କ ପୁତ୍ର ଥିଲେ।
ଦିତୀୟ ବଂଶାବଳୀ 19:11
ଅମରିଯ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସେ ତୁମ୍ଭମାନଙ୍କର ମାଲିକ ହବେେ। ଆଉ ରାଜାଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସବଦିଯ ତୁମ୍ଭମାନଙ୍କର ମାଲିକ ହବେେ। ସବଦିଯଙ୍କ ପିତାଙ୍କର ନାମ ଇଶ୍ମାଯଲେ ଅଟେ। ସବଦିଯ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ଯ, ଲବେୀୟମାନେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭମାନେେ ସମସ୍ତ କାର୍ୟ୍ଯ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସମାନଙ୍କେର ସହିତ ରହନ୍ତି।
ଦିତୀୟ ବଂଶାବଳୀ 31:13
କନାନିଯ ଓ ତାଙ୍କର ଭୟାତା ଶିମିଯି ଏହି ଲୋକମାନଙ୍କର ତତ୍ତ୍ବାବଧାରକ ଥିଲେ : ୟିହୀଯେଲ୍, ଅସସିଯ, ନହତ୍, ଅସା ହେଲ୍, ଯିରମୋେତ୍, ୟୋଷାବଦ୍, ଇଲୀଯଲେ, ୟିଷ୍ମଖିଯ ମାହତ୍ ଓ ବନାଯ। ରାଜା ହିଜକିଯ ଓ ପରମେଶ୍ବର ମନ୍ଦିର ଦାଯିତ୍ବ ରେ ଥିବା ପଦାଧିକାରୀ ଅସରିଯ ସହେି ଲୋକମାନଙ୍କୁ ମନୋନୀତ କଲେ।
ଏଜ୍ରା 7:1
ଏହିସବୁ ଘଟଣାପରେ ପାରସ୍ଯ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାଯର ପୁତ୍ର ଏଜ୍ରା ବାବିଲରୁ ୟାତ୍ରା କଲେ। ଉକ୍ତ ସରାଯ ଅସରିଯର ପୁତ୍ର, ଅସରିଯ ହିଲ୍କିଯର ପୁତ୍ର ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:24
ଏକଥା ଶୁଣି ମନ୍ଦିରର ସନୋପତି ଓ ମହାୟାଜକ ବିବ୍ରତ ହାଇପେଡ଼ିଲେ ଓ ଏହାର ପରିଣାମ କ'ଣ ହବେ, ଏହା ଭାବି ସମସ୍ତେ ହତବୁଦ୍ଧି ହେଲେ।