ଆୟୁବ ପୁସ୍ତକ 36:26 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 36 ଆୟୁବ ପୁସ୍ତକ 36:26

Job 36:26
ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।

Job 36:25Job 36Job 36:27

Job 36:26 in Other Translations

King James Version (KJV)
Behold, God is great, and we know him not, neither can the number of his years be searched out.

American Standard Version (ASV)
Behold, God is great, and we know him not; The number of his years is unsearchable.

Bible in Basic English (BBE)
Truly, God is great, greater than all our knowledge; the number of his years may not be searched out.

Darby English Bible (DBY)
Lo, ùGod is great, and we comprehend [him] not, neither can the number of his years be searched out.

Webster's Bible (WBT)
Behold, God is great, and we know him not, neither can the number of his years be searched out.

World English Bible (WEB)
Behold, God is great, and we don't know him. The number of his years is unsearchable.

Young's Literal Translation (YLT)
Lo, God `is' high, And we know not the number of His years, Yea, there `is' no searching.

Behold,
הֶןhenhen
God
אֵ֣לʾēlale
is
great,
שַׂ֭גִּיאśaggîʾSA-ɡee
and
we
know
וְלֹ֣אwĕlōʾveh-LOH
him
not,
נֵדָ֑עnēdāʿnay-DA
neither
מִסְפַּ֖רmisparmees-PAHR
can
the
number
שָׁנָ֣יוšānāywsha-NAV
of
his
years
וְלֹאwĕlōʾveh-LOH
be
searched
out.
חֵֽקֶר׃ḥēqerHAY-ker

Cross Reference

ଗୀତସଂହିତା 90:2
ହେ ପରମେଶ୍ବର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ବର ଥିଲ। ତୁମ୍ଭେ ଚିରକାଳ ପରମେଶ୍ବର ହାଇେ ରହିବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:12
ତୁମ୍ଭେ ଚାଦର ଭଳି ସହେିସବୁ ଗୁଡ଼ାଇବ ଓ ସମାନେେ ବସ୍ତ୍ର ଭଳି ପରିବର୍ତ୍ତିତ ହବେେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶଷେ ହବେ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:12
ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।

ଗୀତସଂହିତା 145:3
ସଦାପ୍ରଭୁ ହେଉଛନ୍ତି ମହାନ୍ ଏବଂ ସେ ଅତ୍ଯନ୍ତ ପ୍ରଶଂସନୀଯ। ଆମ୍ଭମାନେେ ତାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।

ଆୟୁବ ପୁସ୍ତକ 37:23
ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।

ଆୟୁବ ପୁସ୍ତକ 37:5
ପରମେଶ୍ବରଙ୍କ ଘଡ଼ଘଡ଼ି କଣ୍ଠସ୍ବର ଅଦ୍ଭୁତ ଧରଣର ସେ ଅନକେ ମହାନ କାର୍ୟ୍ଯ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।

ଆୟୁବ ପୁସ୍ତକ 11:7
ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?

ପିତରଙ୍କ ଦିତୀୟ ପତ୍ର 3:8
ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।

ଆୟୁବ ପୁସ୍ତକ 26:14
ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।

ଆୟୁବ ପୁସ୍ତକ 10:5
ତୁମ୍ଭର ଆଯୁ କ'ଣ ମନୁଷ୍ଯର ଆଯୁ ଭଳି କ୍ଷୀଣ। ତୁମ୍ଭର ଜୀବନ କ'ଣ ମନୁଷ୍ଯର ଜୀବନଭଳି କ୍ଷଣସ୍ଥାଯୀ?

ପ୍ରଥମ ରାଜାବଳୀ 8:27
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?

ଗୀତସଂହିତା 102:24
ତଣେୁ ମୁଁ କହିଲି, ମାେ ପରମେଶ୍ବର ୟୁବାବସ୍ଥାରେ ମାରେ ପ୍ରାଣ ନିଅ ନାହିଁ। ତୁମ୍ଭେ ଚିରଦିନ ଆମର।