ଆୟୁବ ପୁସ୍ତକ 28:26 in Oriya

ଓଡିଆ ଓଡିଆ ବାଇବେଲ ଆୟୁବ ପୁସ୍ତକ ଆୟୁବ ପୁସ୍ତକ 28 ଆୟୁବ ପୁସ୍ତକ 28:26

Job 28:26
ପରମେଶ୍ବର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠଇବେେ ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ଯା ୟିବ।

Job 28:25Job 28Job 28:27

Job 28:26 in Other Translations

King James Version (KJV)
When he made a decree for the rain, and a way for the lightning of the thunder:

American Standard Version (ASV)
When he made a decree for the rain, And a way for the lightning of the thunder;

Bible in Basic English (BBE)
When he made a law for the rain, and a way for the thunder-flames;

Darby English Bible (DBY)
In appointing a statute for the rain, and a way for the thunder's flash:

Webster's Bible (WBT)
When he made a decree for the rain, and a way for the lightning of the thunder:

World English Bible (WEB)
When he made a decree for the rain, And a way for the lightning of the thunder;

Young's Literal Translation (YLT)
In His making for the rain a limit, And a way for the brightness of the voices,

When
he
made
בַּעֲשֹׂת֣וֹbaʿăśōtôba-uh-soh-TOH
a
decree
לַמָּטָ֣רlammāṭārla-ma-TAHR
for
the
rain,
חֹ֑קḥōqhoke
way
a
and
וְ֝דֶ֗רֶךְwĕderekVEH-DEH-rek
for
the
lightning
לַחֲזִ֥יזlaḥăzîzla-huh-ZEEZ
of
the
thunder:
קֹלֽוֹת׃qōlôtkoh-LOTE

Cross Reference

ଆୟୁବ ପୁସ୍ତକ 38:25
ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶ ରେ ଖାଲ ଖାେଳି ରଖିଛି ? କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି।

ଆୟୁବ ପୁସ୍ତକ 37:3
ପରମେଶ୍ବର ତାଙ୍କର ବିଜୁଳିକୁ ମାରନ୍ତି ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ଯ ଝଲସାଇ ଦିଏ।

ଯିଖରିୟ 10:1
ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।

ଆମୋଷ 4:7
ଆମ୍ଭେ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗର ରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର ରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶ ରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।

ଯିରିମିୟ 14:22
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।

ଗୀତସଂହିତା 148:8
ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।

ଗୀତସଂହିତା 29:3
ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।

ଆୟୁବ ପୁସ୍ତକ 38:27
ସହେି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ। ଘାସ ଉଠିବାକୁ ଆରମ୍ଭ କରେ।

ଆୟୁବ ପୁସ୍ତକ 37:11
ପରମେଶ୍ବର ବାଦଲକୁ ଜଳ ରେ ପୂର୍ଣ୍ଣ କରନ୍ତି ଓ ସହେି ମେଘ ରେ ବିଜୁଳି ସୃଷ୍ଟି କରିଛନ୍ତି।

ଆୟୁବ ପୁସ୍ତକ 36:32
ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।

ଆୟୁବ ପୁସ୍ତକ 36:26
ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।