ଯିହିଜିକଲ 1:15 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 1 ଯିହିଜିକଲ 1:15

Ezekiel 1:15
ମୁଁ ଜୀବିତ ପ୍ରାଣୀମାନଙ୍କୁ ଦେଖିଲି ଏବଂ ଦେଖିଲି ଯେ, ପ୍ରେତ୍ୟକକ ଜୀବିତ ପ୍ରାଣୀମାନଙ୍କର ଚାରି ମୁଖର ସହିତ, ପାଶର୍‌ବ ରେ ଗୋଟିଏ ଗୋଟିଏ ଚକ ଥିଲା।

Ezekiel 1:14Ezekiel 1Ezekiel 1:16

Ezekiel 1:15 in Other Translations

King James Version (KJV)
Now as I beheld the living creatures, behold one wheel upon the earth by the living creatures, with his four faces.

American Standard Version (ASV)
Now as I beheld the living creatures, behold, one wheel upon the earth beside the living creatures, for each of the four faces thereof.

Bible in Basic English (BBE)
Now while I was looking at the four living beings, I saw one wheel on the earth, by the side of the living beings, for the four of them.

Darby English Bible (DBY)
And I looked at the living creatures, and behold, one wheel upon the earth beside the living creatures, toward their four faces.

World English Bible (WEB)
Now as I saw the living creatures, behold, one wheel on the earth beside the living creatures, for each of the four faces of it.

Young's Literal Translation (YLT)
And I see the living creatures, and lo, one wheel `is' in the earth, near the living creatures, at its four faces.

Now
as
I
beheld
וָאֵ֖רֶאwāʾēreʾva-A-reh
creatures,
living
the
הַחַיּ֑וֹתhaḥayyôtha-HA-yote
behold
וְהִנֵּה֩wĕhinnēhveh-hee-NAY
one
אוֹפַ֨ןʾôpanoh-FAHN
wheel
אֶחָ֥דʾeḥādeh-HAHD
earth
the
upon
בָּאָ֛רֶץbāʾāreṣba-AH-rets
by
אֵ֥צֶלʾēṣelA-tsel
the
living
creatures,
הַחַיּ֖וֹתhaḥayyôtha-HA-yote
with
his
four
לְאַרְבַּ֥עַתlĕʾarbaʿatleh-ar-BA-at
faces.
פָּנָֽיו׃pānāywpa-NAIV

Cross Reference

ଯିହିଜିକଲ 10:9
ତା'ପ ରେ ମୁଁ ଅନାଇ ଦେଖିଲି ଏକ କିରୂବର ପାଶର୍‌ବ ରେ ଏକ ଚକ ଓ ଅନ୍ୟ କିରୂବର ପାଶର୍‌ବ ରେ ଅନ୍ୟ ଚକ, ଏହିରୂପେ କିରୂବମାନଙ୍କ ପାଶର୍‌ବ ରେ ଏକାଠି ଚାରି ଚକ ଥିଲା। ଏବଂ ସହେି ଚକମାନର ଆଭା ବୈଦୁର୍ୟ୍ଯମଣିର ଆଭା ତୁଲ୍ଯ ଥିଲା।

ଯିହିଜିକଲ 1:6
ଏବଂ ପ୍ରେତ୍ୟକକ ପ୍ରାଣୀର ଚାରିମୁଖ ଓ ଚାରିପକ୍ଷ ଥିଲା।

ଯିହିଜିକଲ 1:19
ସହେି ଜୀବିତ ପ୍ରାଣୀମାନଙ୍କ ଗତି ସହିତ ସହେି ଚକସବୁ ଚାଳିତ ହେଲା। ପୁଣି ଜୀବିତ ପ୍ରାଣୀମାନେ ଭୂମିରୁ ଉତଥିତ ହେଲା ବେଳେ ଚକଗୁଡ଼ିକ ଉତ୍ଥିତ ହେଲା।

ଦାନିଏଲ 7:9
ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ଯିହିଜିକଲ 10:13
ଆଉ ସହେି ଚକମାନଙ୍କୁ ଘୂର୍ଣ୍ଣାଯମାନ ଚକ ବୋଲି ଡ଼କାୟାଇଥିବାର ମୁଁ ଶୁଣିଲି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:7
ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ବିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ଯର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।