Daniel 8:26
ସେ ସମୟରେ ଦର୍ଶନ ବିଷଯ ରେ ମୁଁ ଯାହା କହିଲି ସେସବୁ ସତ୍ଯ, ମାତ୍ର ତୁମ୍ଭେ ସହେି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁଦିନ ପର୍ୟ୍ଯନ୍ତ ଘଟିବ ନାହିଁ।
Daniel 8:26 in Other Translations
King James Version (KJV)
And the vision of the evening and the morning which was told is true: wherefore shut thou up the vision; for it shall be for many days.
American Standard Version (ASV)
And the vision of the evenings and mornings which hath been told is true: but shut thou up the vision; for it belongeth to many days `to come'.
Bible in Basic English (BBE)
And the vision of evenings and mornings which has been talked of is true: and keep the vision secret; for it has to do with the far-off future.
Darby English Bible (DBY)
And the vision of the evening and the morning which hath been told is true; but close thou up the vision, for it is for many days [to come].
World English Bible (WEB)
The vision of the evenings and mornings which has been told is true: but seal up the vision; for it belongs to many days [to come].
Young's Literal Translation (YLT)
And the appearance of the evening and of the morning, that is told, is true; and thou, hide thou the vision, for `it is' after many days.'
| And the vision | וּמַרְאֵ֨ה | ûmarʾē | oo-mahr-A |
| of the evening | הָעֶ֧רֶב | hāʿereb | ha-EH-rev |
| morning the and | וְהַבֹּ֛קֶר | wĕhabbōqer | veh-ha-BOH-ker |
| which | אֲשֶׁ֥ר | ʾăšer | uh-SHER |
| was told | נֶאֱמַ֖ר | neʾĕmar | neh-ay-MAHR |
| is true: | אֱמֶ֣ת | ʾĕmet | ay-MET |
| up thou shut wherefore | ה֑וּא | hûʾ | hoo |
| וְאַתָּה֙ | wĕʾattāh | veh-ah-TA | |
| the vision; | סְתֹ֣ם | sĕtōm | seh-TOME |
| for | הֶֽחָז֔וֹן | heḥāzôn | heh-ha-ZONE |
| many for be shall it | כִּ֖י | kî | kee |
| days. | לְיָמִ֥ים | lĕyāmîm | leh-ya-MEEM |
| רַבִּֽים׃ | rabbîm | ra-BEEM |
Cross Reference
ଦାନିଏଲ 10:1
ପାରସ୍ଯର ରାଜା କୋରସର ରାଜତ୍ବର ତୃତୀୟ ବର୍ଷ ରେ ବେଲ୍ଟଶତ୍ସର ନାମ ରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷଯ ପ୍ରକାଶିତ ହେଲା। ସେ ସବୁ ସତ୍ଯ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷଯ ତାଙ୍କୁ ଗୋଚର ହେଲା।
ଦାନିଏଲ 12:9
ତେଣୁ ସେ କହିଲେ, ' ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ ଓ ମୁଦ୍ରିତ ହାଇେଅଛି।
ଦାନିଏଲ 12:4
ମାତ୍ର ହେ ଦାନିୟେଲ, ତୁମ୍ଭେ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନକେ ଏଣତେଣେେ ପ୍ରକୃତ ଜ୍ଞାନର ଅନ୍ବଷେଣ କରିବେ ଓ ଜ୍ଞାନର ବୃଦ୍ଧି ହବେ।'
ଦାନିଏଲ 10:14
ଏବେ ଭବିଷ୍ଯତ ରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦବୋପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ଯତ ବିଷଯ ରେ ଅଟେ।'
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:10
ତା'ପରେ ସ୍ବର୍ଗଦୂତ ମାେତେ କହିଲେ, ଏହି ପୁସ୍ତକରେ ଥିବା ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖଇେ ଆସିଲାଣି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:4
ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହଲିେ। ସେତବେେଳେ ମାେତେ ଆକାଶବାଣୀ ଶୁଭିଲା, ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସଗେୁଡ଼ିକ ଗୁପ୍ତ ରଖ।
ଯିହିଜିକଲ 12:27
ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶୀଯ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନକେ ବିଳମ୍ବର କଥା ଓ ତାହା ବହୁବର୍ଷ ପ ରେ ଭବିଷ୍ଯଦ୍କାଳ ରେ ଘଟିବ।
ହୋଶେୟ 3:3
ତା'ପ ରେ ମୁଁ ତାକୁ କହିଲି, ତୁମ୍ଭେ ମାେ ସହିତ ଗୃହ ରେ ବହୁଦିନ ପର୍ୟ୍ଯନ୍ତ ରହିବ। ତୁମ୍ଭେ ବ୍ଯଭିଗ୍ଭରିଣୀ ପରି ହବେନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ବାମୀ ହବେି।
ଦାନିଏଲ 8:11
ଆଉ ସହେି ଶିଙ୍ଗଟି ଅତି ବଳିଷ୍ଠ ହାଇେ ପରମେଶ୍ବରଙ୍କ ସ୍ବର୍ଗୀଯ ସୈନ୍ଯମାନଙ୍କ ଦଳପତି ବିରୁଦ୍ଧ ରେ ଗଲା, ଏହା ତାଙ୍କଠାରୁ ଦୈନ୍ଯଦିନ ହାମାେର୍ଥକ ବଳି ଛଡଇେ ନଲୋ ଓ ମନ୍ଦିରକୁ ଧ୍ବଂସ କଲା।
ଯିଶାଇୟ 24:22
ବନ୍ଦୀମାନେ କୂପ ରେ ଏକତ୍ରୀତ ହେଲାପରି ସମାନେେ ଏକତ୍ରୀତ ହବେେ। ସମାନଙ୍କେ ମଧ୍ଯରୁ କେତକେ ବନ୍ଦୀ ଗୃହ ରେ ରୁଦ୍ଧ ହବେେ। ବହୁଦିନ ପ ରେ ସମାନେେ ଦଣ୍ଡିତ ହବେେ।