ଦିତୀୟ ରାଜାବଳୀ 17:32 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ରାଜାବଳୀ ଦିତୀୟ ରାଜାବଳୀ 17 ଦିତୀୟ ରାଜାବଳୀ 17:32

2 Kings 17:32
ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ଉପାସନା କଲେ। ସମାନେେ ଉଚ୍ଚସ୍ଥଳୀ ରେ ଯାଜକଗଣଙ୍କୁ ନିୟୁକ୍ତ କଲେ। ସମାନେେ ସମାନଙ୍କେୁ ଲୋକମାନଙ୍କ ମଧ୍ଯରୁ ବାଛିଲେ। ଏହି ଯାଜକମାନେ ସହେି ଉଚ୍ଚସ୍ଥଳୀ ରେ ମନ୍ଦିରସବୁ ରେ ପଶୁଗୁଡିକ ବଳିଦାନ କଲେ।

2 Kings 17:312 Kings 172 Kings 17:33

2 Kings 17:32 in Other Translations

King James Version (KJV)
So they feared the LORD, and made unto themselves of the lowest of them priests of the high places, which sacrificed for them in the houses of the high places.

American Standard Version (ASV)
So they feared Jehovah, and made unto them from among themselves priests of the high places, who sacrificed for them in the houses of the high places.

Bible in Basic English (BBE)
So they went on worshipping the Lord, and made for themselves, from among all the people, priests for the high places, to make offerings for them in the houses of the high places.

Darby English Bible (DBY)
So they feared Jehovah, and made to themselves from all classes of them priests of the high places, who offered [sacrifices] for them in the houses of the high places.

Webster's Bible (WBT)
So they feared the LORD, and made to themselves of the lowest of them priests of the high places, who sacrificed for them in the houses of the high places.

World English Bible (WEB)
So they feared Yahweh, and made to them from among themselves priests of the high places, who sacrificed for them in the houses of the high places.

Young's Literal Translation (YLT)
And they are fearing Jehovah, and make to themselves from their extremities priests of high places, and they are acting for them in the house of the high places.

So
they
feared
וַיִּֽהְי֥וּwayyihĕyûva-yee-heh-YOO

יְרֵאִ֖יםyĕrēʾîmyeh-ray-EEM

אֶתʾetet
the
Lord,
יְהוָ֑הyĕhwâyeh-VA
made
and
וַיַּֽעֲשׂ֨וּwayyaʿăśûva-ya-uh-SOO
unto
themselves
of
the
lowest
לָהֶ֤םlāhemla-HEM
priests
them
of
מִקְצוֹתָם֙miqṣôtāmmeek-tsoh-TAHM
of
the
high
places,
כֹּֽהֲנֵ֣יkōhănêkoh-huh-NAY
which
sacrificed
בָמ֔וֹתbāmôtva-MOTE
houses
the
in
them
for
וַיִּֽהְי֛וּwayyihĕyûva-yee-heh-YOO
of
the
high
places.
עֹשִׂ֥יםʿōśîmoh-SEEM
לָהֶ֖םlāhemla-HEM
בְּבֵ֥יתbĕbêtbeh-VATE
הַבָּמֽוֹת׃habbāmôtha-ba-MOTE

Cross Reference

ପ୍ରଥମ ରାଜାବଳୀ 12:31
ଏହାପରେ ୟାରବିଯାମ ଉଚ୍ଚସ୍ଥଳୀ ରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲବେୀକୁ ଛାଡି ଇଶ୍ରାୟେଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ।

ଦିତୀୟ ରାଜାବଳୀ 17:29
ମାତ୍ର ପ୍ରେତ୍ୟକକ ଗୋଷ୍ଠୀ ଆପଣା ଆପଣା ଦବେତା ନିର୍ମାଣ କଲେ। ସମାନେେ ତାଙ୍କର ଦବେତାମାନଙ୍କୁ ଉଚ୍ଚସ୍ଥାନମାନଙ୍କ ରେ ପୂଜା କଲେ। ଯେଉଁ ସବୁ ମନ୍ଦିର ଶମରିଯା ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ଯରୁ ସମାନେେ ମିଥ୍ଯା ଦବେତାମାନଙ୍କୁ ସମାନଙ୍କେର ସମସ୍ତ ନଗରଗୁଡିକରେ ସ୍ଥାପନ କଲେ। ଯେଉଁଠା ରେ ସମାନେେ ବାସସ୍ଥଳୀ କଲେ।

ପ୍ରଥମ ରାଜାବଳୀ 13:31
ସେ ଶବଟିକୁ କବର ଦଲୋପରେ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, ମୁଁ ମଲେ, ଯେଉଁ କବର ରେ ପରମେଶ୍ବରଙ୍କ ଲୋକ କବର ପାଇଅଛି ମାେତେ ସହେି ସ୍ଥାନ ରେ କବର ଦବେ ଓ ତାହାର ଅସ୍ଥି ନିକଟରେ ମାରେ ଅସ୍ଥି ରଖିବ।

ପ୍ରଥମ ରାଜାବଳୀ 13:33
ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।

ଦିତୀୟ ରାଜାବଳୀ 23:19
ପୁଣି ଇଶ୍ରାୟେଲର ରାଜାମାନେ ସଦାପ୍ରଭୁଙ୍କୁ ବିରକ୍ତି କରିବା ପାଇଁ ଶମରିଯାର ନାନା ନଗର ରେ ଉଚ୍ଚସ୍ଥଳୀମାନଙ୍କ ରେ ମନ୍ଦିର ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁ ଧ୍ବଂସ କଲେ। ବୈଥଲେ ରେ ଯେପରି କରିଥିଲେ ସଠାେରେ ମଧ୍ଯ ସହେିପରି କଲେ।

ସିଫନିୟ 1:5
ଯେଉଁମାନେ କି ଛାତ ଉପରକୁ ୟାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡି ଦବୋ। କତଜେଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ଯାପ୍ରଭୁ ମାଲିକମାନଙ୍କୁ ମଧ୍ଯ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସହେି ଲୋକମାନଙ୍କୁ ସହେି ସ୍ଥାନରୁ ତଡିଦବୋ।