2 Chronicles 4:20
ଶଲୋମନ ଦୀପ ଓ ଦୀପବଳୀ ସବୁ ଶୁଦ୍ଧ ସୁନା ରେ ତିଆରି କରାଇଲେ। ମନ୍ଦିର ଭିତ ରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖ ରେ ନିଯମାନୁୟାଯୀ ଜ଼ଳାୟିବା ନିମନ୍ତେ ଦୀପଗୁଡ଼ିକ ରଖାୟାଇଥିଲା।
2 Chronicles 4:20 in Other Translations
King James Version (KJV)
Moreover the candlesticks with their lamps, that they should burn after the manner before the oracle, of pure gold;
American Standard Version (ASV)
and the candlesticks with their lamps, to burn according to the ordinance before the oracle, of pure gold;
Bible in Basic English (BBE)
And the supports for the lights with their lights, to be burning in the regular way in front of the inmost room, of the best gold;
Darby English Bible (DBY)
and the candlesticks with their lamps to burn according to the ordinance before the oracle, of pure gold;
Webster's Bible (WBT)
Moreover the candlesticks with their lamps, that they should burn after the manner before the oracle, of pure gold;
World English Bible (WEB)
and the lampstands with their lamps, to burn according to the ordinance before the oracle, of pure gold;
Young's Literal Translation (YLT)
and the candlesticks, and their lamps, for their burning according to the ordinance, before the oracle, of gold refined;
| Moreover the candlesticks | וְאֶת | wĕʾet | veh-ET |
| with their lamps, | הַמְּנֹר֞וֹת | hammĕnōrôt | ha-meh-noh-ROTE |
| burn should they that | וְנֵרֹֽתֵיהֶ֗ם | wĕnērōtêhem | veh-nay-roh-tay-HEM |
| after the manner | לְבַֽעֲרָ֧ם | lĕbaʿărām | leh-va-uh-RAHM |
| before | כַּמִּשְׁפָּ֛ט | kammišpāṭ | ka-meesh-PAHT |
| the oracle, | לִפְנֵ֥י | lipnê | leef-NAY |
| of pure | הַדְּבִ֖יר | haddĕbîr | ha-deh-VEER |
| gold; | זָהָ֥ב | zāhāb | za-HAHV |
| סָגֽוּר׃ | sāgûr | sa-ɡOOR |
Cross Reference
ଯାତ୍ରା ପୁସ୍ତକ 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
ଦିତୀୟ ବଂଶାବଳୀ 4:7
ସମାନଙ୍କେର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶଟି ବତୀଦଣ୍ଡ ନିର୍ମାଣ କଲେ। ସହେି ବତୀଦଣ୍ଡଗୁଡ଼ିକ ମନ୍ଦିର ରେ ଖଞ୍ଜାଗଲା। ପ୍ରେତ୍ୟକକ ଦକ୍ଷିଣ ଓ ବାମ ପାଶର୍ବ ରେ ପାଞ୍ଚଟି ବତୀଦଣ୍ଡ ଖଞ୍ଜା ହେଲା।
ଯାତ୍ରା ପୁସ୍ତକ 27:20
ବର୍ତ୍ତମାନ ଇଶ୍ରାୟେଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପଷୋ ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ।
ପ୍ରଥମ ରାଜାବଳୀ 6:5
ଶଲୋମନ ମନ୍ଦିର ମୂଖ୍ଯ ପାଶର୍ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
ପ୍ରଥମ ରାଜାବଳୀ 6:16
ସହେି ମନ୍ଦିରର ପଶ୍ଚାତ୍ ଭାଗ ରେ ଭିତରକୁ କୋଡିଏ ହାତ ର୍ଦୈଘ୍ଯର ଏକ କଠାେରୀ ନିର୍ମିତ ହେଲା ଓ ତା'ର ଚଟାଣରୁ କାନ୍ଥର ଛାତ ପର୍ୟ୍ଯନ୍ତ ଏରସ କାଠର ପଟା ରେ ଆଚ୍ଛାଦିତ ହେଲା। ଏହା ମଧ୍ଯ କଠାେରୀଟି ମହାପବିତ୍ରସ୍ଥାନ ନାମ ରେ କଥିତ ହେଲା।
ପ୍ରଥମ ରାଜାବଳୀ 8:6
ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକକୁ ଯଥା ସ୍ଥାନ ରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।
ଗୀତସଂହିତା 28:2
ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।