ଦିତୀୟ ବଂଶାବଳୀ 32:17 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 32 ଦିତୀୟ ବଂଶାବଳୀ 32:17

2 Chronicles 32:17
ଅଶୂରର ରାଜା ଆହୁରି ମଧ୍ଯ ଏପରି ପତ୍ରମାନ ଲେଖିଲା, ଯାହା ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କୁ ଅପମାନିତ କରୁଥିଲା। ଅଶୂରର ରାଜା ସହେି ପତ୍ରଗୁଡ଼ିକରେ ଏହିପରି ଲେଖିଲା : ଅନ୍ୟ ଦେଶର ଦବେତାମାନେ ମାେତେ ସମାନଙ୍କେର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିଲେ ନାହିଁ। ସହେିପ୍ରକା ରେ ମଧ୍ଯ ହିଜକିଯର ପରମେଶ୍ବର ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକିପାରିବ ନାର୍ହି।

2 Chronicles 32:162 Chronicles 322 Chronicles 32:18

2 Chronicles 32:17 in Other Translations

King James Version (KJV)
He wrote also letters to rail on the LORD God of Israel, and to speak against him, saying, As the gods of the nations of other lands have not delivered their people out of mine hand, so shall not the God of Hezekiah deliver his people out of mine hand.

American Standard Version (ASV)
He wrote also letters, to rail on Jehovah, the God of Israel, and to speak against him, saying, As the gods of the nations of the lands, which have not delivered their people out of my hand, so shall not the God of Hezekiah deliver his people out of my hand.

Bible in Basic English (BBE)
And he sent letters, in addition, to put shame on the Lord, the God of Israel, and to say evil against him, saying, As the gods of the nations of other lands have not been able to keep their people safe from my hands, no more will the God of Hezekiah keep his people safe from my hands.

Darby English Bible (DBY)
And he wrote a letter to rail at Jehovah the God of Israel, and to speak against him saying, As the gods of the nations of the countries have not delivered their people out of my hand, so shall not the God of Hezekiah deliver his people out of my hand.

Webster's Bible (WBT)
He wrote also letters to rail at the LORD God of Israel, and to speak against him, saying, As the gods of the nations of other lands have not delivered their people out of my hand, so shall not the God of Hezekiah deliver his people out of my hand.

World English Bible (WEB)
He wrote also letters, to rail on Yahweh, the God of Israel, and to speak against him, saying, As the gods of the nations of the lands, which have not delivered their people out of my hand, so shall the God of Hezekiah not deliver his people out of my hand.

Young's Literal Translation (YLT)
and letters he hath written to give reproach to Jehovah, God of Israel, and to speak against Him, saying, `As the gods of the nations of the lands that have not delivered their people from my hand, so the God of Hezekiah doth not deliver His people from my hand.'

other
also
וּסְפָרִ֣יםûsĕpārîmoo-seh-fa-REEM
letters
He
כָּתַ֔בkātabka-TAHV
wrote
to
לְחָרֵ֕ףlĕḥārēpleh-ha-RAFE
rail
on
the
לַֽיהוָ֖הlayhwâlai-VA
Lord
אֱלֹהֵ֣יʾĕlōhêay-loh-HAY
God
of
יִשְׂרָאֵ֑לyiśrāʾēlyees-ra-ALE
Israel,
to
speak
וְלֵֽאמֹ֨רwĕlēʾmōrveh-lay-MORE
and
עָלָ֜יוʿālāywah-LAV
against
him,
לֵאמֹ֗רlēʾmōrlay-MORE
saying,
the
gods
כֵּֽאלֹהֵ֞יkēʾlōhêkay-loh-HAY
As
of
the
גּוֹיֵ֤יgôyêɡoh-YAY
nations
of
lands
הָֽאֲרָצוֹת֙hāʾărāṣôtha-uh-ra-TSOTE
not
have
אֲשֶׁ֨רʾăšeruh-SHER
delivered
לֹֽאlōʾloh
their
people
הִצִּ֤ילוּhiṣṣîlûhee-TSEE-loo
hand,
mine
of
out
עַמָּם֙ʿammāmah-MAHM
so
מִיָּדִ֔יmiyyādîmee-ya-DEE
shall
not
כֵּ֣ןkēnkane
deliver
the
לֹֽאlōʾloh
God
Hezekiah
יַצִּ֞ילyaṣṣîlya-TSEEL
of
אֱלֹהֵ֧יʾĕlōhêay-loh-HAY
his
people
יְחִזְקִיָּ֛הוּyĕḥizqiyyāhûyeh-heez-kee-YA-hoo
out
of
mine
hand.
עַמּ֖וֹʿammôAH-moh
מִיָּדִֽי׃miyyādîmee-ya-DEE

Cross Reference

ଯିଶାଇୟ 37:28
ମାତ୍ର ତୁମ୍ଭେ କବେେ ଉଠିବ, ବସିବ, ବାହାରକୁ ୟିବ, ଭିତରକୁ ଆସିବ, ପୁଣି ଆମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବ, ଏସବୁ ଆମ୍ଭେ ଜାଣୁ।

ଯିଶାଇୟ 37:14
ହିଜକିଯ ଦୂତଙ୍କଠାରୁ ଏକ ଲଖାେ ନେଲେ ଓ ପାଠ କଲେ। ତା'ପ ରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇ ପ୍ରାର୍ଥନା କରି କହିଲା।

ଦିତୀୟ ରାଜାବଳୀ 19:12
ଆଉ ମଧ୍ଯ ମାରେ ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀଯମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସମାନଙ୍କେର ଦବେତାଗଣ ସମାନଙ୍କେୁ ଉଦ୍ଧାର କରି ପାରିଲେ ନାହିଁ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:6
ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।

ଯିଶାଇୟ 37:23
ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

ଯିଶାଇୟ 10:15
ଗୋଟିଏ କୂରାଢ଼ି କ'ଣ ତା'ର ଛଦନକେର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହାଇପୋରିବ କି ? କରତ କ'ଣ କରତିଯର ବିରୁଦ୍ଧ ରେ କିଛି କରିପାରିବ ନାହିଁ। ମାତ୍ର ଅଶୂର ପରମେଶ୍ବରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ୟଷ୍ଟି ନିଜକୁ ୟଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।

ନିହିମିୟା 6:5
ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତ ରେ ଖଣ୍ଡେ ଚିଠିଦଇେ ପଞ୍ଚମ ଥର ସହେି ସମବାର୍ତ୍ତା ପଠାଇଲା।

ଦିତୀୟ ରାଜାବଳୀ 19:28
ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋରଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକା ରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠଧାର ରେ ଲଗାମ ଦବୋ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସହେି ବାଟରେ ତୁମ୍ଭଙ୍କୁ ଫରୋଇ ଦବୋ।

ଦିତୀୟ ରାଜାବଳୀ 19:22
କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା? କିଏ ତୁମ୍ଭ ବିରୁଦ୍ଧ ରେ କହିଲା। ତେଣୁ ତୁମ୍ଭେ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ବିରୁଦ୍ଧ ରେ ଥିଲ। ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ୟ୍ଯ କଲ।

ଦିତୀୟ ରାଜାବଳୀ 19:14
ହିଜକିଯ ତାଙ୍କର ଦୂତମାନଙ୍କଦ୍ବାରା ପଠାୟାଇଥିବା ଚିଠିଟିକୁ ପାଠକଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇ ସଦାପ୍ରଭୁଙ୍କ ସମ୍ମୁଖ ରେ ଚିଠିଟିକୁ ମଲୋଇ ଦେଲେ।

ଦିତୀୟ ରାଜାବଳୀ 19:9
ପୁଣି ଅଶୂରୀଯ ରାଜା କୂଶଦେଶୀଯ ତିର୍ହକ ରାଜ ବିଷଯ ରେ ଏହି ଜନରବ ଶୁଣିଲା, ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଅଛି।