ଦିତୀୟ ବଂଶାବଳୀ 18:1 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବଂଶାବଳୀ ଦିତୀୟ ବଂଶାବଳୀ 18 ଦିତୀୟ ବଂଶାବଳୀ 18:1

2 Chronicles 18:1
ଯିହାଶାଫେଟ୍ଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ଯାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।

2 Chronicles 182 Chronicles 18:2

2 Chronicles 18:1 in Other Translations

King James Version (KJV)
Now Jehoshaphat had riches and honor in abundance, and joined affinity with Ahab.

American Standard Version (ASV)
Now Jehoshaphat had riches and honor in abundance; and he joined affinity with Ahab.

Bible in Basic English (BBE)
Now Jehoshaphat had great wealth and honour, and his son was married to Ahab's daughter.

Darby English Bible (DBY)
And Jehoshaphat had riches and honour in abundance; and he allied himself with Ahab by marriage.

Webster's Bible (WBT)
Now Jehoshaphat had riches and honor in abundance, and joined affinity with Ahab.

World English Bible (WEB)
Now Jehoshaphat had riches and honor in abundance; and he joined affinity with Ahab.

Young's Literal Translation (YLT)
And Jehoshaphat hath riches and honour in abundance, and joineth affinity to Ahab,

Now
Jehoshaphat
וַיְהִ֧יwayhîvai-HEE
had
לִיהֽוֹשָׁפָ֛טlîhôšāpāṭlee-hoh-sha-FAHT
riches
עֹ֥שֶׁרʿōšerOH-sher
and
honour
וְכָב֖וֹדwĕkābôdveh-ha-VODE
abundance,
in
לָרֹ֑בlārōbla-ROVE
and
joined
affinity
וַיִּתְחַתֵּ֖ןwayyitḥattēnva-yeet-ha-TANE
with
Ahab.
לְאַחְאָֽב׃lĕʾaḥʾābleh-ak-AV

Cross Reference

ଦିତୀୟ ବଂଶାବଳୀ 17:5
ସଦାପ୍ରଭୁ ଯିହାଶାଫେଟ୍ଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ୟିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା।

ଦିତୀୟ ବଂଶାବଳୀ 21:6
ସେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସହେିପରି ଜୀବନ କାଟିଲେ। କାରଣ ଯିହାରୋମ୍ ଆହାବ୍ଙ୍କର କନ୍ଯାକୁ ବିବାହ କରିଥିଲେ। ଆଉ ୟିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କର୍ମ କଲେ।

ଦିତୀୟ ବଂଶାବଳୀ 19:2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

ଦିତୀୟ ରାଜାବଳୀ 8:18
ୟିହୋରାମ ଇଶ୍ରାୟେଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ସେ ଆହାବ ବଂଶାନୁସା ରେ ଚଳିଲେ କାରଣ ସେ ଆହାବ୍ଙ୍କ କନ୍ଯାକୁ ବିବାହ କରିଥିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:14
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

ମାଥିଉଲିଖିତ ସୁସମାଚାର 6:33
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।

ଦିତୀୟ ବଂଶାବଳୀ 22:2
ଅହସିଯ ରାଜ୍ଯ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବଯସ୍କ ହାଇେଥିଲେ। ଅହସିଯ ୟିରୁଶାଲମ ରେ ଗୋଟିଏ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିଯା। ଅଥଲିଯାଙ୍କ ପିତାଙ୍କର ନାମ ଥିଲା ଅମ୍ରି।

ଦିତୀୟ ବଂଶାବଳୀ 18:31
ଯେତବେେଳେ ରଥ-ଚାଳକମାନେ ଯିହାଶାଫେଟ୍ଙ୍କୁ ଦେଖିଲେ, ସମାନେେ ଭାବିଲେ, ସଠାେରେ ଇଶ୍ରାୟେଲର ରାଜା ଅଛନ୍ତି। ତେଣୁ ସମାନେେ ଯିହାଶାଫେଟ୍ଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହାଶାଫେଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାୟ୍ଯ କଲେ। ପରମେଶ୍ବର ରଥ-ଚାଳକମାନଙ୍କୁ ଯିହାଶାଫେଟ୍ଙ୍କ ଆଡ଼ୁ ଫରୋଇ ନେଲେ।

ଦିତୀୟ ବଂଶାବଳୀ 17:12
ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।

ଦିତୀୟ ବଂଶାବଳୀ 1:11
ପରମେଶ୍ବର ଶ ଲୋମନଙ୍କୁ କହିଲେ, ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଚାହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାଯୁ ମଧ୍ଯ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କବଳେ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମାରେ ଲୋକମାନଙ୍କୁ ବୁଦ୍ଧିମାନ ରେ ନିଷ୍ପତ୍ତି ଦଇପୋର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ।

ଦିତୀୟ ରାଜାବଳୀ 11:1
ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।

ଦିତୀୟ ରାଜାବଳୀ 8:26
ଅହସିଯଙ୍କୁ ଯେତବେେଳେ ବାଇଶି ବର୍ଷ ହାଇେଥିଲା, ସେ ଯିହୁଦାର ରାଜା ହେଲେ। ସେ ୟିରୁଶାଲମ ରେ ଏକବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଅଥଲିଯା, ସେ ଇଶ୍ରାୟେଲର ରାଜା ଅମ୍ରିଙ୍କର କନ୍ଯା ଥିଲେ।

ପ୍ରଥମ ରାଜାବଳୀ 21:25
ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।

ପ୍ରଥମ ରାଜାବଳୀ 16:31
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।