2 Chronicles 13:15
ଏହା ପରେ ଯିହୁଦାର ଲୋକମାନେ ଜୋର୍ ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତବେେଳେ ଜୋର୍ ରେ ଚିତ୍କାର କଲେ, ପରମେଶ୍ବର ୟାରବିଯାମଙ୍କ ସୈନ୍ଯଦଳକୁ ପରାସ୍ତ କଲେ। ଇଶ୍ରାୟେଲରୁ ଆଗତ ୟାରବିଯାମ୍ଙ୍କ ସମସ୍ତ ସୈନ୍ଯଦଳ ଯିହୁଦାରୁ ଆଗତ ଅବିଯଙ୍କ ସୈନ୍ଯଦଳ ଦ୍ବାରା ପରାସ୍ତ ହେଲେ।
2 Chronicles 13:15 in Other Translations
King James Version (KJV)
Then the men of Judah gave a shout: and as the men of Judah shouted, it came to pass, that God smote Jeroboam and all Israel before Abijah and Judah.
American Standard Version (ASV)
Then the men of Judah gave a shout: and as the men of Judah shouted, it came to pass, that God smote Jeroboam and all Israel before Abijah and Judah.
Bible in Basic English (BBE)
And the men of Judah gave a loud cry; and at their cry, God put fear into Jeroboam and all Israel before Abijah and Judah.
Darby English Bible (DBY)
And the men of Judah gave a shout; and as the men of Judah shouted, it came to pass that God smote Jeroboam and all Israel before Abijah and Judah.
Webster's Bible (WBT)
Then the men of Judah gave a shout: and as the men of Judah shouted, it came to pass, that God smote Jeroboam and all Israel before Abijah and Judah.
World English Bible (WEB)
Then the men of Judah gave a shout: and as the men of Judah shouted, it happened, that God struck Jeroboam and all Israel before Abijah and Judah.
Young's Literal Translation (YLT)
and the men of Judah shout -- and it cometh to pass, at the shouting of the men of Judah, that God hath smitten Jeroboam, and all Israel, before Abijah and Judah.
| Then the men | וַיָּרִ֖יעוּ | wayyārîʿû | va-ya-REE-oo |
| of Judah | אִ֣ישׁ | ʾîš | eesh |
| shout: a gave | יְהוּדָ֑ה | yĕhûdâ | yeh-hoo-DA |
| men the as and | וַיְהִ֗י | wayhî | vai-HEE |
| of Judah | בְּהָרִ֙יעַ֙ | bĕhārîʿa | beh-ha-REE-AH |
| shouted, | אִ֣ישׁ | ʾîš | eesh |
| pass, to came it | יְהוּדָ֔ה | yĕhûdâ | yeh-hoo-DA |
| that God | וְהָֽאֱלֹהִ֗ים | wĕhāʾĕlōhîm | veh-ha-ay-loh-HEEM |
| smote | נָגַ֤ף | nāgap | na-ɡAHF |
| אֶת | ʾet | et | |
| Jeroboam | יָֽרָבְעָם֙ | yārobʿām | ya-rove-AM |
| all and | וְכָל | wĕkāl | veh-HAHL |
| Israel | יִשְׂרָאֵ֔ל | yiśrāʾēl | yees-ra-ALE |
| before | לִפְנֵ֥י | lipnê | leef-NAY |
| Abijah | אֲבִיָּ֖ה | ʾăbiyyâ | uh-vee-YA |
| and Judah. | וִֽיהוּדָֽה׃ | wîhûdâ | VEE-hoo-DA |
Cross Reference
ଦିତୀୟ ବଂଶାବଳୀ 14:12
ଏହାପରେ ସଦାପ୍ରଭୁ ଇଥିଓପିଯ ସୈନ୍ଯଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ଯଦଳକୁ ବ୍ଯବହାର କଲେ। ଆଉ ଇଥିଓପିଯ ସୈନ୍ଯଦଳ ଦୌଡ଼ି ପଳାଇଗଲେ।
ଯିଶାଇୟ 37:36
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।
ଗୀତସଂହିତା 118:4
ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ, ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଗୀତସଂହିତା 47:5
ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଓ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।
ଗୀତସଂହିତା 47:1
ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
ଦିତୀୟ ବଂଶାବଳୀ 20:21
ଯିହାଶାଫେଟ୍ ଲୋକମାନଙ୍କର ଉପଦେଶ ଶୁଣିଲେ। ଏହାପରେ ସେ ଗାଯକମାନଙ୍କୁ ସଦାପ୍ରଭୁଙ୍କ ପ୍ରଶଂସାଗାନ କରିବା ପାଇଁ ନିୟୁକ୍ତ କଲେ, ସମାନେେ ପବିତ୍ର ଚୋଗା ପରିଧାନ କରିଛନ୍ତି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରି ସୈନ୍ଯଦଳର ସମ୍ମୁଖ ରେ ୟାତ୍ରା କଲେ। ଗାଯକମାନେ ଏହି ଗୀତ ଗାଉଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ, କାରଣ ତାଙ୍କର ପ୍ ରମେ ଅନନ୍ତକାଳସ୍ଥାଯୀ।
ଦିତୀୟ ରାଜାବଳୀ 5:1
ଅରାମୀଯ ରାଜାଙ୍କର ନାମାନ୍ ନାମ ରେ ଜଣେ ସନୋପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ବପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାୟ୍ଯ ରେ ଅରାମୀଯମାନଙ୍କୁ ବିଜଯ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ୍ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ ଚର୍ମ ରୋଗ ରେ ଆକ୍ରାନ୍ତ ଥିଲେ।
ବିଚାରକର୍ତାମାନଙ୍କ ବିବରଣ 7:18
ତୁମ୍ଭମାନେେ ସମସ୍ତେ ଶତୃ ଛାଉଣୀକକ୍ସ୍ଟ ଘରୋଉ କରିବ ଏବଂ ମୁ ଏବଂ ମାେ ସଙ୍ଗ ରେ ଥିବା ସୈନ୍ଯମାନେ ଆମ୍ଭର ଶିଙ୍ଗା ବଜାଇବକ୍ସ୍ଟ। ତା'ପରେ ତୁମ୍ଭମାନେେ ତୁମ୍ଭର ଶିଙ୍ଗା ବଜାଇବ ଏବଂ ତୁମ୍ଭମାନେେ ସମସ୍ତେ ଏକା ସ୍ବର ରେ କହିବ, 'ସଦାପ୍ରଭୁଙ୍କ ପାଇଁ ଓ ଗିଦ୍ଦିୟୋନର ପାଇଁ।'
ବିଚାରକର୍ତାମାନଙ୍କ ବିବରଣ 4:15
ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।
ଯିହୋଶୂୟ 11:8
ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ। ଇଶ୍ରାୟେଲୀୟମାନେ ସମାନଙ୍କେୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ ମଯିମ୍ ପର୍ୟ୍ଯନ୍ତ ଆଉ ପୂର୍ବ ଦିଗ ରେ ମିସ୍ପିର ସମସ୍ଥଳି ପର୍ୟ୍ଯନ୍ତ ସମାନଙ୍କେୁ ଘଉଡାଇ ନେଲେ। ପକ୍ସ୍ଟଣି ସମାନଙ୍କେର କହେି ଅବଶିଷ୍ଟ ରହିଲେ ନାହିଁ। ସମାନେେ ସମସ୍ତଙ୍କକ୍ସ୍ଟ ସଂହାର କଲେ।
ଯିହୋଶୂୟ 6:20
ଯାଜକମାନେ ମଷେ ଶିଙ୍ଗା ବଜାଇଲେ, ଲୋକମାନେ ମଷେ ଶିଙ୍ଗା ଶଦ୍ଦ ଶକ୍ସ୍ଟଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ଯକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ଲୋକମାନେ ନଗରକକ୍ସ୍ଟ ଅକ୍ତିଆର କଲେ।
ଯିହୋଶୂୟ 6:16
ସଲ୍ଗମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ଶିଙ୍ଗା ବଜାଇଲେ। ଏହି ସମୟରେ ଯିହାଶୂେୟ ନିର୍ଦ୍ଦେଶ ଦେଲେ, ବର୍ତ୍ତମାନ ଜଯଧ୍ବନି ଦିଅ। ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ।
ଗଣନା ପୁସ୍ତକ 32:4
ସେ ସବୁ ଦେଶଗୁଡିକ ହେଲେ, ଅଟାରୋତ୍, ଦୀବୋନ, ୟା ସରେ, ନିମ୍ରା ହିଷବୋନ, ଇଲିଯାଲୀ, ସିବମା, ନବୋ ଓ ବିଯୋନ।