Index
Full Screen ?
 

ପ୍ରଥମ ରାଜାବଳୀ 2:28

1 Kings 2:28 in Tamil ଓଡିଆ ବାଇବେଲ ପ୍ରଥମ ରାଜାବଳୀ ପ୍ରଥମ ରାଜାବଳୀ 2

ପ୍ରଥମ ରାଜାବଳୀ 2:28
ଯୋୟାବ ଯେତବେେଳେ ଏହା ଶୁଣିଲା, ସେ ଭୟଭୀତ ହାଇେ ପଡିଲା। କାରଣ ସେ ଅବଶା ଲୋମର ଅନୁଗାମୀ ନ ହାଇେ ଅଦୋନିଯର ଅନୁଗାମୀ ହାଇେଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା।

Then
tidings
וְהַשְּׁמֻעָה֙wĕhaššĕmuʿāhveh-ha-sheh-moo-AH
came
בָּ֣אָהbāʾâBA-ah
to
עַדʿadad
Joab:
יוֹאָ֔בyôʾābyoh-AV
for
כִּ֣יkee
Joab
יוֹאָ֗בyôʾābyoh-AV
had
turned
נָטָה֙nāṭāhna-TA
after
אַֽחֲרֵ֣יʾaḥărêah-huh-RAY
Adonijah,
אֲדֹֽנִיָּ֔הʾădōniyyâuh-doh-nee-YA
though
he
turned
וְאַֽחֲרֵ֥יwĕʾaḥărêveh-ah-huh-RAY
not
אַבְשָׁל֖וֹםʾabšālômav-sha-LOME
after
לֹ֣אlōʾloh
Absalom.
נָטָ֑הnāṭâna-TA
Joab
And
וַיָּ֤נָסwayyānosva-YA-nose
fled
יוֹאָב֙yôʾābyoh-AV
unto
אֶלʾelel
the
tabernacle
אֹ֣הֶלʾōhelOH-hel
of
the
Lord,
יְהוָ֔הyĕhwâyeh-VA
hold
caught
and
וַֽיַּחֲזֵ֖קwayyaḥăzēqva-ya-huh-ZAKE
on
the
horns
בְּקַרְנ֥וֹתbĕqarnôtbeh-kahr-NOTE
of
the
altar.
הַמִּזְבֵּֽחַ׃hammizbēaḥha-meez-BAY-ak

Cross Reference

ପ୍ରଥମ ରାଜାବଳୀ 1:7
ପୁଣି ସେ ସରୁଯାର ପୁତ୍ର ଯୋୟାବ ଓ ଅବିଯାଥର ଯାଜକ ସହିତ ପରାମର୍ଶ କଲେ। ସମାନେେ ଅଦୋନିଯର ଅନୁଗତ ହାଇେ ତାଙ୍କୁ ରାଜା କରିବାକୁ ସାହାୟ୍ଯ କଲେ।

ପ୍ରଥମ ରାଜାବଳୀ 1:50
ଅଦୋନିଯ ମଧ୍ଯ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିୟାଇ ୟଜ୍ଞବଦେୀର ଶିଙ୍ଗକୁ ଅବଲମ୍ବନ କଲା

ଦିତୀୟ ଶାମୁୟେଲ 18:2
ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।

ଯାତ୍ରା ପୁସ୍ତକ 27:2
ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।

ଦିତୀୟ ବିବରଣ 32:35
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ଦିତୀୟ ଶାମୁୟେଲ 17:25
ଅବଶାଲୋମ ଯୋୟାବଙ୍କକ୍ସ୍ଟ ସ୍ଥାନାନ୍ତର କରି ଅମାସାଙ୍କକ୍ସ୍ଟ ସୈନ୍ଯଦଳର ମୂଖ୍ଯ ଭାବରେ ନିୟକ୍ସ୍ଟକ୍ତି କଲେ। ଏହି ଅମାସା ଇସ୍ମାଯଲେୀଯ ଯେଥରଙ୍କର ପକ୍ସ୍ଟତ୍ର ଥିଲେ। ଅମାସାର ମା' ଥିଲେ ଅବୀଗଲ, ୟିଏ କି ସରକ୍ସ୍ଟଯାଙ୍କର ଭଉଣୀ ନାହଶଙ୍କର କନ୍ଯା ଥିଲେ। ୟିଏକି ଯୋୟାବଙ୍କର ମା' ଥିଲେ।

ଦିତୀୟ ଶାମୁୟେଲ 18:14
ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

Chords Index for Keyboard Guitar