କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:13 in Oriya

ଓଡିଆ ଓଡିଆ ବାଇବେଲ କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11 କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:13

1 Corinthians 11:13
ଜଣେ ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପରମେଶ୍ବରଙ୍କୁ ପ୍ରାର୍ଥନା କରିବା କ'ଣ ଉଚିତ୍ କି ? ଏହା ତୁମ୍ଭମାନେେ ନିଜେ ନିର୍ଣ୍ଣୟ କର।

1 Corinthians 11:121 Corinthians 111 Corinthians 11:14

1 Corinthians 11:13 in Other Translations

King James Version (KJV)
Judge in yourselves: is it comely that a woman pray unto God uncovered?

American Standard Version (ASV)
Judge ye in yourselves: is it seemly that a woman pray unto God unveiled?

Bible in Basic English (BBE)
Be judges yourselves of the question: does it seem right for a woman to take part in prayer unveiled?

Darby English Bible (DBY)
Judge in yourselves: is it comely that a woman should pray to God uncovered?

World English Bible (WEB)
Judge for yourselves. Is it appropriate that a woman pray to God unveiled?

Young's Literal Translation (YLT)
In your own selves judge ye; is it seemly for a woman uncovered to pray to God?

Judge
ἐνenane
in
ὑμῖνhyminyoo-MEEN
yourselves:
αὐτοῖςautoisaf-TOOS

κρίνατε·krinateKREE-na-tay
is
it
πρέπονpreponPRAY-pone
comely
ἐστὶνestinay-STEEN
woman
a
that
γυναῖκαgynaikagyoo-NAY-ka
pray
ἀκατακάλυπτονakatakalyptonah-ka-ta-KA-lyoo-ptone
unto

τῷtoh
God
θεῷtheōthay-OH
uncovered?
προσεύχεσθαιproseuchesthaiprose-AFE-hay-sthay

Cross Reference

ଲୂକଲିଖିତ ସୁସମାଚାର 12:57
ଯାହା ଠିକ୍, ତାହା ତୁମ୍ଭମାନେେ ନିଜେ ନିଷ୍ପତ୍ତି କରି ପାରୁନାହଁ କାହିଁକି?

ଯୋହନଲିଖିତ ସୁସମାଚାର 7:24
କୌଣସି ବିଷୟର ବାହ୍ଯରୂପ ଦେଖି ବିଚାର କର ନାହିଁ। ପ୍ରକୃତ ରେ ଯାହା ଠିକ୍, ତଦନୁଯାଯୀ ବିଚାର କର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:15
ତୁମ୍ଭମାନେେ ବୁଦ୍ଧିମାନ, ତେଣୁ ମୁଁ ଏହ କହୁଛି। ମୁଁ ଯାହା କହୁଛି, ତୁମ୍ଭମାନେେ ନିଜେ ପରୀକ୍ଷା କରି ଦେଖ।