ପ୍ରଥମ ବଂଶାବଳୀ 13:5 in Oriya

ଓଡିଆ ଓଡିଆ ବାଇବେଲ ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 13 ପ୍ରଥମ ବଂଶାବଳୀ 13:5

1 Chronicles 13:5
ତେଣୁ ଦାଉଦ ମିଶରର ଶିଯୋରନଦୀଠାରୁ ହମାତର ସହର ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନଙ୍କୁ ଏକତ୍ର କଲେ। ସମାନେେ କିରିଯତ୍-ୟିଯାରୀମ ସହରରୁ ନିଯମସିନ୍ଦୁକ ଫରୋଇ ଆଣିବା ନିମନ୍ତେ ଏକତ୍ର ହେଲେ।

1 Chronicles 13:41 Chronicles 131 Chronicles 13:6

1 Chronicles 13:5 in Other Translations

King James Version (KJV)
So David gathered all Israel together, from Shihor of Egypt even unto the entering of Hemath, to bring the ark of God from Kirjathjearim.

American Standard Version (ASV)
So David assembled all Israel together, from the Shihor `the brook' of Egypt even unto the entrance of Hamath, to bring the ark of God from Kiriath-jearim.

Bible in Basic English (BBE)
So David sent for all Israel to come together, from Shihor, the river of Egypt, as far as the way into Hamath, to get the ark of God from Kiriath-jearim.

Darby English Bible (DBY)
And David assembled all Israel from the Shihor of Egypt unto the entrance of Hamath, to bring the ark of God from Kirjath-jearim.

Webster's Bible (WBT)
So David assembled all Israel, from Shihor of Egypt even to the entrance of Hemath, to bring the ark of God from Kirjath-jearim.

World English Bible (WEB)
So David assembled all Israel together, from the Shihor [the brook] of Egypt even to the entrance of Hamath, to bring the ark of God from Kiriath Jearim.

Young's Literal Translation (YLT)
And David assembleth all Israel from Shihor of Egypt even unto the entering in of Hamath, to bring in the ark of God from Kirjath-Jearim,

So
David
וַיַּקְהֵ֤לwayyaqhēlva-yahk-HALE
gathered
together,
דָּוִיד֙dāwîdda-VEED

אֶתʾetet
all
כָּלkālkahl
Israel
יִשְׂרָאֵ֔לyiśrāʾēlyees-ra-ALE
from
מִןminmeen
Shihor
שִׁיח֥וֹרšîḥôrshee-HORE
of
Egypt
מִצְרַ֖יִםmiṣrayimmeets-RA-yeem
even
unto
וְעַדwĕʿadveh-AD
entering
the
לְב֣וֹאlĕbôʾleh-VOH
of
Hemath,
חֲמָ֑תḥămāthuh-MAHT
to
bring
לְהָבִיא֙lĕhābîʾleh-ha-VEE

אֶתʾetet
ark
the
אֲר֣וֹןʾărônuh-RONE
of
God
הָֽאֱלֹהִ֔יםhāʾĕlōhîmha-ay-loh-HEEM
from
Kirjath-jearim.
מִקִּרְיַ֖תmiqqiryatmee-keer-YAHT
יְעָרִֽים׃yĕʿārîmyeh-ah-REEM

Cross Reference

ପ୍ରଥମ ଶାମୁୟେଲ 6:21
ତହକ୍ସ୍ଟଁ ସମାନେେ କିରିଯଥ୍-ୟିଯାରୀମୀଯ ନିକଟକକ୍ସ୍ଟ ଦୂତଗଣଙ୍କକ୍ସ୍ଟ ପଠାଇ କହିଲେ, ପଲେଷ୍ଟୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ଫରୋଇ ଦଇେଛନ୍ତି। ତୁମ୍ଭମାନେେ ଆସ ଓ ତୁମ୍ଭମାନଙ୍କ ସହିତ ଏହାକକ୍ସ୍ଟ ତୁମ୍ଭମାନଙ୍କର ନଗରକକ୍ସ୍ଟ ନଇୟୋଅ।

ପ୍ରଥମ ରାଜାବଳୀ 8:65
ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।

ଦିତୀୟ ଶାମୁୟେଲ 6:1
ଦାଉଦ ଆଉ ଥରେ ବଛା ବଛା 30,000 ୈସନ୍ଯମାନଙ୍କୁ ଇଶ୍ରାୟେଲ ରେ ଏକତ୍ରୀତ କଲେ।

ପ୍ରଥମ ବଂଶାବଳୀ 15:3
ଲବେୀୟମାନେ ନିଯମସିନ୍ଦୁକକୁ ଦାଉଦଙ୍କ ଦ୍ବାରା ପ୍ରସ୍ତୁତ ସ୍ଥାନକୁ ବହିନବୋ ସମୟରେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ୟିରୁଶାଲମ ରେ ଏକତ୍ରୀତ ହବୋ ନିମନ୍ତେ ଦାଉଦ କହିଲେ।

ଯିରିମିୟ 2:18
ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?

ପ୍ରଥମ ବଂଶାବଳୀ 13:6
ଦାଉଦ ଓ ତାଙ୍କ ସହିତ ଇଶ୍ରାୟେଲର ସମସ୍ତ ଲୋକ ଯିହୁଦାର ବାଲାକୁ ଗଲେ। ବାଲା କିରିଯତ୍-ୟିଯାରୀମର ଅନ୍ୟ ଏକ ନାମ ଅଟେ। ସମାନେେ ନିଯମସିନ୍ଦୁକ ଆଣିବା ନିମନ୍ତେ ସଠାେକୁ ଗଲେ। ସହେି ନିଯମସିନ୍ଦୁକ ପରମେଶ୍ବର ସଦାପ୍ରଭୁଙ୍କ ସିନ୍ଦୁକ ଅଟେ। ସେ କିରୂବ ଦୂତଗଣ ଉପରେ ବିଦ୍ଯମାନ ଥାଆନ୍ତି। ଏହି ସିନ୍ଦୁକ ହିଁ ସଦାପ୍ରଭୁଙ୍କ ନାମ ରେ ନାମିତ ଅଟେ।

ଦିତୀୟ ରାଜାବଳୀ 25:21
ଏହି ରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହାଇେ ନୀତ ହୋଲା।

ପ୍ରଥମ ରାଜାବଳୀ 4:21
ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।

ଯିହୋଶୂୟ 13:3
ଶୀହାରଠାେରକ୍ସ୍ଟ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକକ୍ସ୍ଟ ବର୍ତ୍ତମାନ ପର୍ୟ୍ଯନ୍ତ ତୁମ୍ଭେ ନିଯନ୍ତ୍ରଣକକ୍ସ୍ଟ ନଇନୋହିଁ। ବର୍ତ୍ତମାନ ସକ୍ସ୍ଟଦ୍ଧା ସହେି ଦେଶ କିଣାନୀଯମାନଙ୍କର ଅଟେ। ଏହି ପାଞ୍ଚଜଣଙ୍କକ୍ସ୍ଟ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାତ୍ ଓ ଇକ୍ରୋଣର ନେତାଗଣଙ୍କକ୍ସ୍ଟ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ।

ଗଣନା ପୁସ୍ତକ 34:5
ଏହାପରେ ସହେି ସୀମା ଅସ୍ମୋନରୁ ମିଶର ନଦୀ ଆଡକୁ ବିସ୍ତୃତ ହବେ ଓ ସହେି ଭୂମଧ୍ଯସାଗର ନିକଟରେ ଶଷେ ହବେ।